ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କୁ ନୂଆ ଦାୟିତ୍ୱ। ଓଡ଼ିଶାର ନୂଆ ନିର୍ବାଚନ କମିସନରର ହେବେ ଆଦିତ୍ୟ ପାଢ଼ୀଙ୍କୁ ନୂଆ ନିଯୁକ୍ତି ମିଳିଛି। ରାଜ୍ୟପାଳ ଗଣେଶୀ ଲାଲ ଅନୁମୋଦନ ପରେ ଆଦିତ୍ୟ ପାଢ଼ୀଙ୍କ ଏହି ନୂଆ ନିଯୁକ୍ତି ମିଳିଛି।

ଆଦିତ୍ୟ ପାଢ଼ୀ ହେଉଛନ୍ତି ୧୯୮୩ ମସିହାର ଆଇଏଏସ୍‌ ଅଫିସର। ଆସନ୍ତା ଫେବ୍ରୁଆରିରେ ଆଦିତ୍ୟ ପାଢ଼ୀ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥାନ୍ତେ। ତେବେ ଏବେ ମୁଖ୍ୟ ଶାସନ ସଚିବ କିଏ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Comment