ଓଡ଼ିଶାଲାଇଭ ବ୍ୟୁରୋ

ଭୁବନେଶ୍ଵର ରେଳ ଷ୍ଟେସନରୁ ଚୋରାଚାଲାଣ ବେଳେ ଉଦ୍ଧାର ହେଲା ବିରଳ ଉଡ଼ନ୍ତା ସାପ। ଏହି ଚାଲାଣ କରୁଥିବା ଜଣେ ଆସାମ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ଆରପିଏଫ।

ଜଣେ ଆସାମ ଯୁବକ ଏକ ବିରଳ ସାପ ରାଜ୍ୟ ବାହାରକୁ ଚୋରାଚାଲାଣ କରୁଥିଲେ। ଏହାର ଖବର ପାଇ ମଞ୍ଚେଶ୍ଵର ବନ ଅଧିକାରୀ ଭୁବନେଶ୍ଵର ଷ୍ଟେସନରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଏହାସହ ଯୁବକଙ୍କୁ ଅଟକ ରଖିଛନ୍ତି। ଓଡ଼ିଶାର ସିମିଳିପାଳ ଓ କୁଲଡ଼ିହାରେ ଏଭଳି ବିରଳ ସାପ ଦେଖାଯାଏ।

Comment