ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶରେ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ମୁଖ୍ୟ ଖବର।

୪ଟଙ୍କା ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର। ଶୁକ୍ରବାରଠୁ ଓମ୍‌ଫେଡ୍‌ କ୍ଷୀରର ବର୍ଦ୍ଧିତ ଦର ଲାଗୁ ହେବ। କ୍ଷୀର ପିଚ୍ଛା ୪ ଟଙ୍କା ବଢ଼ିବ।

୧୧ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା

ରାଜ୍ୟରେ ୧୧ଟି ଜିଲ୍ଲାରେ ଗୁରୁବାର ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଖୁବଶୀଘ୍ର ଭାରତ ଫେରିବେ ମେହୁଲ ଚୋକସୀ

ପିଏନବି ଠକେଇ ମାମଲରେ ଦେଶ ବାହାରେ ଥିବା ମେହୁଲ ଚୋକସୀଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଖୁବଶୀଘ୍ର ମେହୁଲ ଚୋକସୀ ଭାରତକୁ ଫେରିବେ। ନ୍ୟୁୟର୍କରେ ଏନେଇ ସୂଚନା ଦେଇଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟିନ୍ ବ୍ରାଉନି।

Android 10 ସହିତ ଆଜି ଭାରତରେ ଲଞ୍ଚ ହେବ OnePlus 7T ସ୍ମାର୍ଟଫୋନ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ୱାନ୍ ପ୍ଲସ ପକ୍ଷରୁ ଆଜି ଭାରତରେ ଏକ ଇଭେଣ୍ଟ ଆୟୋଜନ କରାଯାଉଛି। ଏହି ଅବସରରେ କମ୍ପାନି ଭାରତରେ ଲଞ୍ଚ କରିବ ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ ‘ୱାନ୍ ପ୍ଲସ ୭ଟି’ ଏବଂ ‘ୱାନ୍ ପ୍ଲସ ୭ଟି ପ୍ରୋ’। ତେବେ ଏହା ପୂର୍ବରୁ ଏହି ସ୍ମାର୍ଟଫୋନର କିଛି ଫିଚର ସାମ୍ନାକୁ ଆସିଛି।

ମା’ ମଝିଘରିଆଣିଙ୍କ ହୁଣ୍ଡିରୁ ବାହାରିଲା ୫୪ ଲକ୍ଷ ୫୧ ହଜାର ଟଙ୍କା

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ଚଳିତ ବର୍ଷ ତୃତୀୟ ଥର ପାଇଁ ହୁଣ୍ଡି ଖୋଲାଯାଇଛି। ବୁଧବାର କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ଖୋଲାଯାଇଛି।

ସଲମାନ ଫିଟ୍‌ ତ ବିଗ୍‌ବସ୍‌ ହିଟ୍

ଭାରତୀୟ ଟେଲିଭିଜନରେ ଏଯାବତ୍ ଯେଉଁସବୁ ରିଆଲିଟି ସୋ ପ୍ରସାରିତ ହୋଇଛି, ସେଥିମଧ୍ୟରୁ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ସୋ ହେଲା ‘କୌନ୍ ବନେଗା କରୋଡ୍ ପତି (କେବିସି)’। ଟିଆରପିରେ ଏହା ତଳକୁ ସ୍ଥାନ ପାଏ ଅନ୍ୟ ଏକ ରିଆଲିଟି ସୋ’, ଯାହାର ନାଆଁ ହେଲା ‘ବିଗ୍‌ବସ୍’।

ପ୍ଲାଷ୍ଟିକ୍‌ ମୁକ୍ତ ହେବ ସରକାରୀ ଅଫିସ୍‌, ବ୍ୟବହାର ହେବନି ପ୍ଲାଷ୍ଟିକ୍‌ ବୋତଲ ଓ ଗ୍ଲାସ

ଏଣିକି ସରକାରୀ ଅଫିସ୍ ଓ ବୈଠକରେ ବ୍ୟବହାର ହେବନି ପ୍ଲାଷ୍ଟିକ୍ ଗ୍ଲାସ୍ ଓ ପ୍ଲାଷ୍ଟିକ୍‌ ବୋତଲ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାନ୍ କରିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହି ନିୟମ ଏବେ ସରକାରୀ କାର୍ଯ୍ୟାଳୟରେ ବି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comment