ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୋକାନକୁ ଯାଇଥିବା ବେଳେ ଦୋକାନୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ପାରାଦୀପ ଅଭୟଚାନ୍ଦପୁର ଅଞ୍ଚଳରୁ। ପରିବାର ପକ୍ଷରୁ ଅଭିଯୋଗ ପରେ ଦୋକାନୀକୁ ଥାନାରେ ଅଟକ ରଖାଯାଇଛି।

ଶୁକ୍ରବାର ନାବାଳିକା ଜଣକ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିବା ବେଳେ ଦୋକାନୀ ଏଭଳି କାଣ୍ଡ କରିଥିଲେ। ଏନେଇ ନାବାଳିକା ଜଣକ ପରିବାରକୁ ଜଣାଇବା ପରେ। ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

Comment