ଓଡ଼ିଶାଲାଇଭ୍‌ ବ୍ୟୁରୋ

କାର୍‌ ଦୁର୍ଘଟଣାରେ ପ୍ରସିଦ୍ଧ ଅଭିନେତ୍ରୀ ତଥା ବଲିଉଡ ଗୀତିକାର ଜାଭେଦ ଅଖତର୍‌ଙ୍କ ପତ୍ନୀ ଶାବନା ଆଜ୍‌ମୀ ଗୁରତର। ତାଙ୍କୁ ପନବେଲର ଏମଜିଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି।

ମୁମ୍ବାଇ-ପୁନେ ରାସ୍ତାରେ ଶନିବାର ଶାବନାଙ୍କ କାର୍‌ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଶାବନା ଓ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

Comment