ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୫ ଓ ୨୦୧୬ ବର୍ଷ ପାଇଁ ପୁରସ୍କାର ଘୋଷଣା କରାଯାଇଛି। 

୨୦୧୫ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଉପନ୍ୟାସ – ନିତ୍ୟାନନ୍ଦ ପଣ୍ଡା

କ୍ଷୁଦ୍ରଗଳ୍ପ – ପବିତ୍ର ପାଣିଗ୍ରାହୀ

କବିତା – ବୀଣାପାଣି ପଣ୍ଡା

ନାଟକ ଓ ଏକାଙ୍କିକା – ସଞ୍ଜୟ ହାତୀ ଏବଂ ନବୀନ କୁମାର ପରିଡ଼ା

ପ୍ରବନ୍ଧ – ପଞ୍ଚାନନ ମିଶ୍ର

ଜୀବନୀ ଓ ଭ୍ରମଣ ସାହିତ୍ୟ – ଧରଣୀଧର ପାଣିଗ୍ରାହୀ

ଅନୁବାଦ – ବିଜୟ ମହାନ୍ତି

ଶିଶୁ ସାହିତ୍ୟ – ରବୀନ୍ଦ୍ର ବିଶ୍ୱାଳ

ଗୀତି କବିତା – ମନୋଜ ମହାନ୍ତି CGU new

୨୦୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଉପନ୍ୟାସ – ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ

କ୍ଷୁଦ୍ରଗଳ୍ପ – ଦେବଦାସ ଛୋଟରାୟ

କବିତା – ଭଗବାନ ଜୟସିଂହ

ନାଟକ – ଫକୀର ସିଂହ

ପ୍ରବନ୍ଧ – ପ୍ରସନ୍ନ ସ୍ୱାଇଁ

ଜୀବନୀ ଓ ଭ୍ରମଣ ସାହିତ୍ୟ – ସୁରେନ୍ଦ୍ର ମହାରଣା ଏବଂ ପ୍ରଦୋଷ ପଟ୍ଟନାୟକ

ଅନୁବାଦ – ଶାରଦା ରଥ

ଶିଶୁ ସାହିତ୍ୟ – ଦେବେନ୍ଦ୍ର ଚୌଧୁରୀ

ଗୀତି କବିତା – ସତ୍ୟ ନାରାୟଣ ମିଶ୍ର

Comment