ଓଡ଼ିଶାଲାଇଭ ବ୍ୟୁରୋ

ରୁଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ବାହାରିଛି ଇସ୍ରାଏଲ। ଉଭୟ ଦେଶ ମଧ୍ୟରେ ଆଲୋଚନାରେ ମଧ୍ୟସ୍ଥତା କରିବା ପାଇଁ ଇସ୍ରାଏଲ ପ୍ରସ୍ତାବ ଦେଇଛି । ଯଦି ପ୍ରସ୍ତାବରେ ଉଭୟ ଦେଶ ରାଜି ହୁଅନ୍ତି ତେବେ ବେଲାରୁଷ ସୀମାରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବ।

  • ୟୁକ୍ରେନକୁ ରୁଷର ଖୋଲା ଚ୍ୟାଲେଂଜ: ‘ଏଥର ଆଣବିକ ଅସ୍ତ୍ର ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ’
  • ରୁଷ ସହ ଶାନ୍ତି ବାର୍ତ୍ତା ପାଇଁ ଇସ୍ରାଏଲର ପ୍ରସ୍ତାବ, ବେଲାରୁଷ ସୀମାରେ ଦୁଇ ଦେଶ ମଧ୍ୟରେ ସୋମବାର ହୋଇପାରେ ଆଲୋଚନା
  • ୟୁକ୍ରେନ୍ ସଙ୍କଟକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ସ୍ୱତନ୍ତ୍ର ସଭା, ମତଦାନରୁ ଦୂରେଇ ରହିଲେ ଭାରତ ଓ ଚୀନ
  • ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେନା ମାଡ଼ ମାରୁଥିବା ଅଭିଯୋଗ, ଭାଇରାଲ ହେଉଛି ଭିଡିଓ
  • ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ “ରୁଷ ମତେ ହତ୍ୟା କରିବା ପାଇଁ ଭଡ଼ାଟିଆ ଗୁଣ୍ଡା ପଠାଇଛି”
  • ୟୁକ୍ରେନ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ର୍ଥ ଉଚ୍ଚସ୍ତରୀୟ ବୈଠକ, ୟୁକ୍ରେନର ପଡ଼ୋଶୀ ଦେଶକୁ ଯିବେ ୪ କେନ୍ଦ୍ରମନ୍ତ୍ରୀ
  • ଅପରେସନ୍ ଗଙ୍ଗା ମାଧ୍ୟରେ ଛାତ୍ରଛାତ୍ରୀଙ୍କୁ ଭାରତ ଅଣାଯିବ
  • ୟୁକ୍ରେନ ସଙ୍କଟ ପାଇଁ ଆମେରିକାକୁ ଦାୟୀ କଲା ଉତ୍ତର କୋରିଆ
  • ୟୁକ୍ରେନ ସଙ୍କଟ: ୨ ଲକ୍ଷ ୟୁକ୍ରେନୀୟ ଦେଶ ଛାଡ଼ିଲେଣୀ, ରୁଷ ହରାଇଲାଣି ୪,୩୦୦ ସୈନ୍ୟ

Comment