‘‘ମତେ ବି ଦିନେ ପ୍ରେମ ହୋଇଥିଲା। ମୁଁ ବାହା ହୋଇ ଘର ସଂସାର କରିବାକୁ ସ୍ୱପ୍ନ ଦେଖିଥିଲି। କିନ୍ତୁ କିଛି କାରଣ ଯୋଗୁଁ ଆମେ ଅଲଗା ହୋଇଗଲୁ। ଆଗାମୀ ଦିନରେ ଯଦି ମୋ ଜୀବନରେ କେହି ଏମିତି ମଣିଷ ଆସନ୍ତି , ଯିଏ ମତେ ଭଲ ପାଇବେ, ମତେ ସମ୍ମାନ ଦେବେ ତାହେଲେ ମୁଁ ନିଶ୍ଚୟ ବିବାହ କରିବି’’, ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ କହିଛନ୍ତି ଆଇଶା ପଣ୍ଡା। ଦେଖନ୍ତୁ ଭିଡିଓ…

Comment