ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବିବାହ ପରେ ସମସ୍ତେ ଚାହାନ୍ତି ସନ୍ତାନ ସୁଖ ପାଇବା ପାଇଁ। କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁଁ ଅନେକ ଏଥିରୁ ବଞ୍ଚିତ ମଧ୍ୟ ହୋଇଥାନ୍ତି। ଯେତେ ଚେଷ୍ଟା କଲେ ସୁଦ୍ଧା ପିଲାଛୁଆ ହୁଏ ନାହିଁ। ଏହାକୁ ବନ୍ଧ୍ୟାଦୋଷ ବୋଲି କୁହାଯାଏ। ବନ୍ଧ୍ୟାଦୋଷ ଉଭୟ ପୁରୁଷ ଏବଂ ମହିଳାମାନଙ୍କଠାରେ ଦେଖାଯାଏ ବୋଲି ଡାକ୍ତର କୁହନ୍ତି।

ବନ୍ଧ୍ୟାଦୋଷର କାରଣ କ’ଣ ରହିଛି, କିପରି ଏହାର ଚିକିତ୍ସା କରାଯାଏ ଏବଂ ବିଳମ୍ବରେ ଗର୍ଭଧାରଣ ପାଇଁ ଯୋଜନା ବନ୍ଧ୍ୟାଦୋଷର କାରଣ କି? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସିନି ଭେନୁଗୋପାଲ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #IVF #WorldIVFDay #Celebration #InVitroFertilization #FemateInfertility

Comment