ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗର୍ଭାବସ୍ଥାର ତିନୋଟି ପର୍ଯ୍ୟାୟରେ ଜଣେ ମହିଳାଙ୍କଠାରେ ଅନେକ କିଛି ପରିବର୍ତ୍ତନ ଦେଖାଦେଇଥାଏ। ଏହି ସମୟରେ ସାମୟିକ ଭାବେ ପୀଡ଼ା ମଧ୍ୟ ହୋଇପାରେ। ପ୍ରସବ ସମୟ ପାଖେଇ ଆସିଲେ କେତେକ ମହିଳାଙ୍କଠାରେ ଫଲ୍ସ ପେନ୍‌ (ସାମୟିକ ପୀଡ଼ା) ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ତେବେ ଜଣେ ମହିଳା କେମିତି ଜାଣିବେ ତାଙ୍କର ପୀଡ଼ା ସାଧାରଣ ନା ଡାକ୍ତରଙ୍କ ପାଖୁ ଯିବାର ଆବଶ୍ୟକତା ରହିଛି? ଏ ବିଷୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀ ସାହୁ କ’ଣ କହୁଛନ୍ତି ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #LabourPain #pregnancy #symptoms #odiahealhtips #doctorsadvice

Comment