ବିଜିୟୁ ବିବିଏ ବିଭାଗର କମେନ୍ସମେଣ୍ଟ ଡେ’ : ‘‘ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଟି ସମୟ ମୂଲ୍ୟବାନ’’

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭର୍‌ସିଟି (ବିଜିୟୁ) ବିବିଏର କମେନ୍ସମେଣ୍ଟ ଡେ’ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି କମେନ୍ସମେଣ୍ଟ ଡେ’ରେ ନୂଆ କରି ପ୍ରବେଶ କରିଥିବା ବିବିଏ ପାଠ୍ୟକ୍ରମର ୨୦୧୯-୨୨ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ...

ମାଟ୍ରିକ ପାସ୍ ପିଲାଙ୍କ ପାଇଁ ଭାରତୀୟ ନୌସେନାରେ ନାବିକ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ନୌସେନାରେ ଭର୍ତ୍ତି ହେବାକୁ ମାଟ୍ରିକ ପାସ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ନୌସେନା ପକ୍ଷରୁ ନାବିକ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ନାବିକ ନିଯୁକ୍ତି ପାଇଁ...

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ ଜିଲ୍ଲାସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରର୍ଥୀମାନେ ଆବେଦନ କରିପାରିବେ। www.sjsv.nic.in ଓ୍ଵେବସାଇଟରେ ଆବେଦନ ପାଇଁ ଆପ୍ଲିକେସନ ଫର୍ମ ଉପଲବ୍ଧ...

ବିଜିୟୁ ବାଣିଜ୍ୟ ବିଭାଗର କମେନ୍ସମେଣ୍ଟ ଡେ’ – ‘‘ବାଣିଜ୍ୟ ଛାତ୍ରଛାତ୍ରୀମାନେ ସବୁବେଳେ ଭିନ୍ନ’’

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭର୍‌ସିଟି (ବିଜିୟୁ) ବାଣିଜ୍ୟ ବିଭାଗର କମେନ୍ସମେଣ୍ଟ ଡେ’ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ନୂଆକରି ପ୍ରବେଶ କରିଥିବା ବାଣିଜ୍ୟ ପାଠ୍ୟକ୍ରମର ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ...

ଆଉଟ୍‌ଲୁକ୍‌ ଓ ଆଇକେୟାର ଇଣ୍ଡିଆ ୟୁନିଭର୍ସିଟି ରାଙ୍କିଂରେ ସୋଆ ରାଜ୍ୟରେ ୧ ନମ୍ବର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନଭର୍ସିଟି)୧ ନମ୍ବର ଶିକ୍ଷାନୁଷ୍ଠାନ ଭାବେ ମାନ୍ୟତା ହାସଲ କରିଛି। ନିକଟରେ ପ୍ରକାଶିତ ଆଉଟ୍‌ଲୁକ୍‌ ଓ ଆଇକେୟାର ଇଣ୍ଡିଆ ୟୁନିଭର୍ସିଟି ରାଙ୍କିଂରେ ଏକ...

ଆଇଏମଏସ ଓ ସମ୍ ହସପିଟାଲରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଆଇଏମଏସ ଓ ସମ୍ ହସପିଟାଲରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ତାଙ୍କର ସିଭି(ବାୟୋଡାଟା) careers@soa.ac.in ରେ ଇମେଲ୍ କରିବେ। ଆଜିଠୁ ୧୦ଦିନ ଭିତରେ...

୨୫ରେ ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବି.ଟେକ୍‌ ସମେତ ଲାଟେରାଲ ଏଣ୍ଟ୍ରି ଇଞ୍ଜିନିୟରିଂ, ଏମ୍‌ବିଏ, ଏମ୍‌ସିଏ, ବି.ଫାର୍ମା, ଏମ୍‌. ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏରେ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱତନ୍ତ୍ର...

ନିଯୁକ୍ତି ମେଳା ୨୦୧୯ ପାଇଁ ବିଜ୍ଞପ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ପକ୍ଷରୁ ସମ୍ଵଲପରର ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ମେଳା ଜୁଲାଇ ୨୪ ତାରିଖ ସକାଳ...

ଉତ୍କଳ ବିଶ୍ଵବିଦ୍ୟାଳୟ ଡିଡିସିଇରେ ବିଭିନ୍ନ କୋର୍ସ ପାଇଁ ନାମଲେଖା ବିଜ୍ଞପ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଉତ୍କଳ ବିଶ୍ଵବିଦ୍ୟାଳୟର ଦୂର ଓ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ(ଡିଡିସିଇ)ରେ ବିଭିନ୍ନ କୋର୍ସରେ ନାମଲେଖାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ୩୧.୦୭.୨୦୧୯ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ। ଡିଷ୍ଟାନ୍ସ ମୋଡ (ମ୍ୟାନେଜମେଣ୍ଟ...

ପାରାଦୀପରେ ସୈନ୍ୟବାହିନୀ ନିଯୁକ୍ତି ରାଲି: ଆଜିଠୁ ଅନ୍‌ଲାଇନ୍‌ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାରାଦୀପରେ ସୈନ୍ୟବାହିନୀ ନିଯୁକ୍ତି ରାଲିରେ ଅଂଶ ଗ୍ରହଣ କରିବା ପାଇଁ ଆଜିଠୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଉଚ୍ଛୁକ ପ୍ରାର୍ଥୀ। ୨ ଅଗଷ୍ଟ ଆବେଦନର ଶେଷ ତାରିଖ ରହିଛି। ସୈନ୍ୟ ବାହିନୀରେ ନିଯୁକ୍ତି ପାଇଁ...