ଏନବିସିସି ଇଣ୍ଡିଆ ପକ୍ଷରୁ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଏପ୍ରିଲ ୧୫

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଅଧିନସ୍ଥ ନାସନାଲ୍ ବିଲ୍ଡିଂ କନ୍ସଷ୍ଟ୍ରକସନ କର୍ପୋରେସନ (ଏନବିସିସି) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନବିସିସି ଇଣ୍ଡିଆରେ ବିଭିନ୍ନ ବିଭାଗରେ ଖାଲିଥିବା ଜେନେରାଲ ମ୍ୟାନେଜର...

ଓଡ଼ିଶାରେ ୩୦୯୯ଟି ‘ଜୁନିୟର ଆସିଷ୍ଟାଣ୍ଟ’ ପଦବୀ ପାଇଁ ଜାରି ରହିଛି ଅନଲାଇନ ଆବେଦନ, ଶେଷ ତାରିଖ ମାର୍ଚ୍ଚ ୨୭

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ (ଓଏସଏସଏସସି) ପକ୍ଷରୁ ୩୦୯୯ଟି 'ଜୁନିୟର ଆସିଷ୍ଟାଣ୍ଟ' ପଦବୀ ପାଇଁ ଏକ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏବେ ଏହି ପଦବୀର ପରୀକ୍ଷା ପାଇଁ ଅନଲାଇନ...
Ecotourism Odisha -jungle_trek

ରାଜ୍ୟର ଇକୋ ଟୁରିଷ୍ଟ ଗାଇଡମାନଙ୍କୁ ମାଗଣା ପ୍ରଶିକ୍ଷଣ ଦେବ ଓଡ଼ିଶା ପର୍ଯ୍ୟଟନ ବିଭାଗ, ଏପ୍ରିଲ ୭ ତାରିଖ ଯାଏଁ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟର ଇକୋ ଟୁରିଷ୍ଟ ଗାଇଡମାନଙ୍କ ପାଇଁ ଏକ ମାଗଣା ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ଯାଉଛି। ଭୁବନେଶ୍ଵରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟରେ...

ରାୟଗଡ଼ା ଜିଲ୍ଲାର ପଢ଼ୁଆ ଯୁବତୀଙ୍କୁ ସ୍ୱାବଲମ୍ବୀ କରୁଛି ‘ବାଉଁଶ ଅଳଙ୍କାର’

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆଦିବାସୀ ଯୁବତୀଙ୍କ ନିଆରା ଉଦ୍ୟମ। ବାଉଁଶରେ ତିଆରି କରୁଛନ୍ତି ଭଳିକି ଭଳି ଅଳଙ୍କାର। ଯୁବତୀଙ୍କୁ ସ୍ୱାବଲମ୍ବୀ କରିବାରେ ମାଧ୍ୟମ ପାଲଟିଛି 'ବାଉଁଶ ଅଳଙ୍କାର'। ନିଖୁଣ କରିଗିରି ଏବଂ...

ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ବିଏସ୍‌ଏଫ୍‌ରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍)ରେ ସାମିଲ ହୋଇପାରିବେ ଅବସରପ୍ରାପ୍ତ ଅଗ୍ନିବୀର। ବିଏସ୍‌ଏଫ୍‌ରେ ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ...

ଆଜିର ଷ୍ଟାର୍ଟଅପମାନଙ୍କୁ ବିଶେଷ ସୁବିଧା ମିଳିଲେ ସେମାନେ ଆଗାମୀ ଦିନରେ ବଡ଼ କମ୍ପାନିରେ ପରିଣତ ହୋଇପାରିବେ – ଡକ୍ଟର...

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଜି-୨୦ ଡିଜିଟାଲ ଇନୋଭେସନ କାର୍ଯ୍ୟକ୍ରମ ଭାରତର ବିକାଶରେ ଡିଜିଟାଲ କ୍ରାନ୍ତିର ଅବଦାନ ସମ୍ପର୍କରେ ବିଶେଷ ଅଲୋଚନା ଡିଜିଟାଲ ଷ୍ଟାର୍ଟଅପଙ୍କୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ଵ ଭୁବନେଶ୍ଵରରେ ଆୟୋଜିତ ହୋଇଯାଇଛି ଜି-୨୦...

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କାର ବ୍ୟୟବରାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆର୍ଥିକ ବଜେଟ ୨୦୨୩-୨୪ରେ ଯୁବ ବର୍ଗଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି। ଏହି ବଜେଟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ...

ଜେଇଇ ମେନ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଗୁରୁବାର ଏନଟିଏ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୨୦୨୩-୨୪ ଶିକ୍ଷାବର୍ଷରେ ମେଡିକାଲ...

ୟୁଜିସିର ନୂଆ ପ୍ରସ୍ତାବ: ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ପଢ଼ିବାକୁ ପଡ଼ିବ ୪ବର୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନର୍ସ ଡିଗ୍ରୀ ପାଇଁ ଚାରି ବର୍ଷ ସ୍ନାତକ ଡିଗ୍ରୀ ସାର୍ଟିଫିକେଟ ପାଇଁ ପୂର୍ବ ପରି ପଢ଼ିବେ ତିନିବର୍ଷ ସ୍ନାତକରେ ଅନର୍ସ ଡିଗ୍ରୀ ସାର୍ଟିଫିକେଟ୍ ପାଇଁ ପଢ଼ିବାକୁ ପଡ଼ିବ ୪...

ଗରିବ ମେଧାବୀ ମେଡିକାଲ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ବହନ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍‌ବିବିଏସ୍‌ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।...