ମୁକ୍ତା ଯୋଜନା: ୧୦ ଜିଲ୍ଲାର ୩୬ ପୌରାଞ୍ଚଳ ପାଇଁ ୨୨୫ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୧୦ଟି ଜିଲ୍ଲାର ୩୬ଟି ପୌରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପରତା ଅଭିଯାନ ବା ମୁକ୍ତା ଯୋଜନାର ତୃତୀୟ ପର୍ଯ୍ୟାୟରେ ୨୨୫.୫୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ଢେଙ୍କାନାଳ,...

ଓଡ଼ିଶାର ଶାସନ ବ୍ୟବସ୍ଥା ଜଣେ ସଚିବସ୍ତରୀୟ ଅଧିକାରୀଙ୍କ ହାତକୁ ଚାଲିଯାଇଛି – ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି ରାଜ୍ୟ ସରକାରଙ୍କ ସଚିବଙ୍କ ନାଁ ନନେଇ ବର୍ଷିଲେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ "ଯଦି ରାଜନୀତି କରିବାର ଇଚ୍ଛା...

ରାଜ୍ୟରେ ବଢ଼ିଲା ଖରା ଛୁଟି, ଏବେ ଜୁନ ୨୧ରୁ ଖୋଲିବ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବିଦ୍ୟାଳୟଗୁଡ଼ିକର ଖରା ଛୁଟିର ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ଜୁନ ୨୧ ତାରିଖରେ ରାଜ୍ୟର ସବୁ ବିଦ୍ୟାଳୟ ଖୋଲିବ। ପୂର୍ବରୁ ଜୁନ ୧୯ ତାରିଖରେ ସ୍କୁଲ ଖୋଲିବାକୁ ଘୋଷଣା...

ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ମଙ୍ଗଳବାର ଦିନ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବେ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ...

ଉପକୂଳ ଜିଲ୍ଲାରେ ଗରମରୁ ଆଶ୍ଵସ୍ତି, ପଶ୍ଚିମ ଓଡ଼ିଶାରେ ଜାରି ରହିବ ନିଆଁ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ କିଛି ଦିନ ଧରି ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଖରା ଓ ଗୁଳୁଗୁଳି ଯୋଗୁଁ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହେଉଛି।...

ଓଡ଼ିଶାରେ କାର୍ଯ୍ୟକାରୀ ହେଲା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା

ଓଡ଼ିଶାଲାଇଭ୍ ବ୍ୟୁରୋ   ଓଡ଼ିଶାରେ ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର। ଏହାଦ୍ଵାରା ଏବେ ରାଜ୍ୟରେ କୌଣସି ଡ୍ରାଇଭର କିମ୍ବା ମୋଟରଯାନ କର୍ମଚାରୀଙ୍କ ମୃତ୍ୟୁ ହଲେ ତାଙ୍କ ସମ୍ପର୍କୀୟଙ୍କୁ...

ବିପଦ ବେଳେ ମାନବିକତାର ପରିଚୟ ଦେଇଛନ୍ତି ସ୍ଵେଚ୍ଛାସେବୀ – ସ୍ନେହ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=ueacjTxHajQ] ବାହାନଗା ଟ୍ରେନ ଟ୍ରାଜେଡି ଉଜାଡ଼ି ଦେଲା ଅନେକ ହସଖୁସିର ସଂସାର। ଏହି ମର୍ମନ୍ତୁଦ ଦୁର୍ଘଟଣା ଲୋକଙ୍କୁ ଶରୀରିକ ଭାବେ ଯେତିକି କ୍ଷତି ଘଟାଇଛି ତା’ଠାରୁ ଅଧିକ ମାନସିକ ଭାବେ ପ୍ରଭାବିତ...

ମୁକ୍ତା ଯୋଜନାରେ ୧୦ ଜିଲ୍ଲାର ୪୨ ପୌରାଞ୍ଚଳ ପାଇଁ ୧୮୩ ଟଙ୍କା ମଞ୍ଜୁର କଲେ ଓଡ଼ିଶା ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୧୦ଟି ଜିଲ୍ଲାର ୪୨ଟି ପୌରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପରତା ଅଭିଯାନ ବା ମୁକ୍ତା ଯୋଜନାର ଦ୍ଵିତୀୟ ପର୍ଯ୍ୟାୟରେ ୧୮୩.୮୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ଦକ୍ଷିଣାଞ୍ଚଳ...

ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଦେଖିଲେ ତାମିଲନାଡୁର ୧୫ ଜଣିଆ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁ ସରକାରଙ୍କ ଏକ ୧୫ ଜଣିଆ ଦଳ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟରେ ହେଉଥିବା ବର୍ଜ୍ୟବସ୍ତୁ ପରିଚାଳନା (ସ୍ୱେରେଜ ଟ୍ରିଟମେଣ୍ଟ) ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଏଥିସହ ଏହି ଦଳର...

ବାହାନଗା ଟ୍ରେନ ଟ୍ରାଜେଡି: ରାଜ୍ୟରୁ ରାଜ୍ୟକୁ ବୁଲିଲା ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ନେଇ ଦ୍ଵନ୍ଦ୍ଵ ଦେଖାଦେଇଛି। ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର ରହିଥିବାବେଳେ ଭୁଲରେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଘୁରି ବୁଲୁଛି...