ମୁଣ୍ଡଳିରେ ୧୨ ଲକ୍ଷ କ୍ୟୁସେକ ଟପିଲା ଜଳ ପ୍ରବାହ

ଓଡିଶାଲାଇଭ୍ ବ୍ୟୁରୋ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଗୋଟିଏ ଗୋଟିଏ କରି ବର୍ତ୍ତମାନ ସୁଦ୍ଧା ହୀରାକୁଦରୁ ୪୦ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଏପଟେ କଟକ ଜିଲ୍ଲା ମୁଣ୍ଡଳିଠାରେ ମହାନଦୀ ବିପଦ ସଙ୍କେତ...

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେଲେ ଗୌରୀଶଙ୍କର ଶତପଥୀ ଏବଂ ଚିତ୍ତରଞ୍ଜନ ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହୋଇଛନ୍ତି ଦୁଇଜଣ ନୂଆ ବିଚାରପତି। ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଏବଂ ଚିତ୍ତରଞ୍ଜନ ଦାଶଙ୍କୁ ହାଇକୋର୍ଟରେ ନିଯୁକ୍ତି ମିଳିଛି। ଓଡ଼ିଶା ହାଇକୋର୍ଟରେ ଦୁଇ ନୂଆ...

ଯୁବ ଓଡ଼ିଆ ଉଦ୍ୟୋଗୀ ଆଶିଷ ମହାପାତ୍ରଙ୍କ ଷ୍ଟାର୍ଟଅପ୍ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Z5u89fn4eJQ] ଆଶିଷ ମହାପାତ୍ର। ଭାରତୀୟ ଷ୍ଟାର୍ଟଅପ୍ ଜଗତର ଏକ ପରିଚିତ ନାଁ। ଆଶିଷଙ୍କ ଷ୍ଟାର୍ଟଅପ୍ ‘ଅଫ୍‌ବିଜିନେସ୍’ ଭାରତର ଅନ୍ୟତମ ୟୁନିକର୍ନ ହୋଇପାରିଛି। ‘ଓଡ଼ିଶାଲାଇଭ୍‌’ ପ୍ରସ୍ତୁତ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଏକ...

ଅମିତ ଶାହ କହିଲେ – “୨୦୨୪ରେ ଓଡ଼ିଶାରେ ବିଜେପି ସରକାର”  

ଓଡ଼ିଶାଲାଇଭ୍ ବ୍ୟୁରୋ “ବିଜେପିକୁ ଲୋକେ ହିନ୍ଦୀ ଭାଷୀ ଦଳ ବୋଲି କହୁଥିଲେ। ଉତ୍ତର ପୂର୍ବାଞ୍ଚଳରେ ବିଜେପି ସରକାର ଚାଲିଛି। ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ମଧ୍ୟ ଆମ ସରକାର। ତେଣୁ ଆସନ୍ତା ୨୦୨୪ ମସିହାରେ...

ସ୍ମୃତିର ସ୍ମାରକୀ ‘ସତୀଚଉରା’ର କାହାଣୀ

ବିଶ୍ଵଜିତ ସାହୁ [youtube https://www.youtube.com/watch?v=hiuzhDcRfCg] ଐତିହ୍ୟର ସହର କଟକ। ହଜାରେ ବର୍ଷର ଇତିହାସ ଭିତରେ ଏ ସହର ସାଇତିଛି ଅନେକ ପୃଷ୍ଠା। ସେହିଭଳି ଏକ ପୃଷ୍ଠା ହେଉଛି ‘ସତୀଚଉରା’। ଏହା କଟକ ସହରର ସର୍ବପୁରାତନ ଶ୍ମଶାନ। ଏହିଠାରେ...

ଭାରି ସୁଆଦିଆ ‘କଟକ ଦହିବରା’

ବିଶ୍ଵଜିତ ସାହୁ [youtube https://www.youtube.com/watch?v=aaC9hy6hynw] ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ। ପରମ୍ପରା, ଐତିହ୍ୟଠୁ ଆରମ୍ଭ କରି ଖାନା ଖଜାନା ପର୍ଯ୍ୟନ୍ତ ଏଠି ସବୁଥିରେ ଦେଖିବାକୁ ମିଳେ କିଛି ନା କିଛି ସ୍ୱତନ୍ତ୍ରତା। ସେଥିମଧ୍ୟରୁ ଚଟପଟି ଖାଦ୍ୟ...

ମତେ ସଙ୍ଗୀତରୁ ମିଳେ ଆନନ୍ଦ: ପ୍ରେମ୍ ଆନନ୍ଦ

ବିଶ୍ଵଜିତ ସାହୁ [youtube https://www.youtube.com/watch?v=yTcBpSW51CA] ଆଲବମ୍ ହେଉ କି ସିନେମା, ସବୁଥିରେ ଥାଏ ତାଙ୍କ ସଙ୍ଗୀତର ଯାଦୁଗରୀ। କେତେବେଳେ ଓଡ଼ିଆ ସଂସ୍କୃତି ତ କେତେବେଳେ ଆଧୁନିକ ସଙ୍ଗୀତର ଝଲକ ଦେଖିବାକୁ ମିଳେ ତାଙ୍କ ଗୀତରେ। ନୂଆ...

ଅଭିନୟ ମତେ ବଞ୍ଚିବା ଶିଖେଇଛି: ବ୍ରଜ ସିଂ

ବିଶ୍ଵଜିତ ସାହୁ ବ୍ରଜ ସିଂ। ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଚେହେରା। ନିଜ ଅଭିନୟରେ କେତେବେଳେ ସେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରାଇଛନ୍ତି ତ, ଆଉ କେତେବେଳେ କନ୍ଦାଇଛନ୍ତି। ମଞ୍ଚ, ସିନେମା...

କଟକରେ ମାସ୍କ ବ୍ୟବହାର କଡ଼ାକଡ଼ି କଲା ସିଏମସି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ପରେ କଟକ ସହରକୁ ଫେରିଲା ମାସ୍କ କଟକଣା। ସହରରେ କୋଭିଡ ସଂକ୍ରମଣ ପୁଣିଥରେ ଉପରମୁହାଁ ହେଉଥିବା ଦେଖି କଟକ ମହାନଗର ନିଗମ (ସିଏମସି) ପୁଣିଥରେ କୋଭିଡ କଟକଣାକୁ କଡ଼ାକଡ଼ି କରିଛି।...

‘କାର୍ ଫେଷ୍ଟିଭାଲ୍’ ନୁହେଁ, ରଥଯାତ୍ରା ଇଂରାଜୀରେ ମଧ୍ୟ ‘ରଥଯାତ୍ରା’ ହେଉ: କଟକ ସାଇକ୍ଲିଷ୍ଟ୍‌ ଗ୍ରୁପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ‘କାର୍ ଫେଷ୍ଟିଭାଲ୍’ ନୁହେଁ ରଥଯାତ୍ରାକୁ ଇଂରାଜୀ ଭାଷାରେ ମଧ୍ୟ ‘ରଥଯାତ୍ରା’ କୁହାଯାଉ ଏବଂ ଲେଖାଯାଉ। ଏଭଳି ଏକ ଅଭିନବ ସ୍ଲୋଗାନ ଦେଇ ପୁରୀକୁ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି କଟକର କିଛି...