କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ଵ ନେଲେ ଅରୁଣ ବୋଥ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିଲେ କ୍ରାଇମବ୍ରାଞ୍ଚ ଏଡିଜି। କ୍ରାଇମବ୍ରାଞ୍ଚର ନୂତନ ଏଡିଜି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ୧୯୯୬ ବ୍ୟାଚର ଆଇପିଏସ୍ ଅରୁଣ ବୋଥ୍ରା। ଶୁକ୍ରବାର ଦିନ କଟକ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ...

ଟୁଇନ୍ ସିଟିର ନୂଆ ଡିସିପି: ଭୁବନେଶ୍ୱରରେ ପ୍ରତୀକ ସିଂ, କଟକରେ ପିନାକ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଛି। ଶୁକ୍ରବାର ଦିନ କଟକ-ଭୁବନେଶ୍ୱର ଡିସିପି ବଦଳିଛନ୍ତି। ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି ପ୍ରତୀକ ସିଂ। ପ୍ରତୀକ ସିଂ କଟକର ଡିସିପି...
madhubabu

ମଧୁବାବୁ: ଜଣେ ସ୍ୱପ୍ନଦର୍ଶୀ ତାରୁଣ୍ୟ

ଡକ୍ଟର ଭାଗ୍ୟଲିପି ମଲ୍ଲ ଉତ୍କଳ ଗୌରବ ମଧୁସୂଦନ ଦାସ କେବଳ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାରା ନଥିଲେ; ତତ୍କାଳୀନ ଓଡ଼ିଶାରେ ଶିଳ୍ପ ଓ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱ ଦେଇ ଏକ ପ୍ରଗତିଶୀଳ ପ୍ରଦେଶ...

ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ ଥିଲେ ମଧୁବାବୁ

ନୀଳାମ୍ବର ରଥ [youtube https://www.youtube.com/watch?v=adsQ7N-AX-E] ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍‌ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର...

ମଧୁବାବୁଙ୍କ କବିତାରେ ଓଡ଼ିଆ ଜାତୀୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡ଼ିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦ୍‌ବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ। ଆଜି ମଧୁବାବୁଙ୍କ...

ପଞ୍ଚଭୂତରେ ଲୀନ ହେଲେ ବାଣୀକନ୍ୟା ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ସାହିତ୍ୟ ଜଗତର ସୁନାମଧନ୍ୟ ଲେଖିକା ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କର ରବିବାର ପରଲୋକ ଘଟିଛି। ସୋମବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସ୍ୱର୍ଗତଙ୍କର କଟକ ସତୀଚଉରାଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।...

କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ ଭି କେ ପାଣ୍ଡିଆନ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି କେ ପାଣ୍ଡିଆନ ଗୁରୁବାର ସକାଳୁ ସକାଳୁ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମା’ଙ୍କ ଦର୍ଶନ...

ସ୍ମୃତିର ସ୍ମାରକୀ କଟକର ‘ସତୀଚଉରା’

ବିଶ୍ଵଜିତ ସାହୁ [youtube https://www.youtube.com/watch?v=hiuzhDcRfCg] ଐତିହ୍ୟର ସହର କଟକ। ହଜାରେ ବର୍ଷର ଇତିହାସ ଭିତରେ ଏ ସହର ସାଇତିଛି ଅନେକ ପୃଷ୍ଠା। ସେହିଭଳି ଏକ ପୃଷ୍ଠା ହେଉଛି 'ସତୀଚଉରା'। ଏହା କଟକ ସହରର ସର୍ବପୁରାତନ ଶ୍ମଶାନ।...

ଶପଥ ନେଲେ କଟକ ନୂଆ ମେୟର ସୁବାସ ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ମହାନଗର ନିଗମର ନବନିର୍ବାଚିତ ମେୟର ସୁବାସ ସିଂ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ମୋଟ ୫୯ ଓ୍ଵାର୍ଡର କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି। ଶପଥ ଗ୍ରହଣ ପାଇଁ କଟକ...

ରାଜ୍ୟସ୍ତରୀୟ ରେଡିଓ ଶ୍ରୋତା ସମ୍ମିଳନୀ – ‘ଡିଜିଟାଲ୍ ଯୁଗରେ ବି ଲୋକଙ୍କୁ ଯୋଡ଼ି ରଖିଛି ରେଡିଓ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାର ଆଧୁନିକ ଓ ଡିଜିଟାଲ ଯୁଗରେ ବହୁତ କିଛି ପରିବର୍ତ୍ତନ ହୋଇଛି। ଆଙ୍ଗୁଠି ଟିପରେ ମିଳୁଛି ସବୁ ପ୍ରକାର ମନୋରଞ୍ଜନ ଏବଂ ଖବର। ଘରେ ଘରେ ଟେଲିଭିଜନର ବଡ଼ ବଡ଼ ସେଟ୍।...