କଟକ କ୍ୟାନସର ହସ୍ପିଟାଲରେ ପୁଣି ୬ ପଜିଟିଭ୍ – ୪ ଜଣ କ୍ୟାନସର ରୋଗୀ ସଂକ୍ରମିତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିହ୍ନଟ ହେଲେ ଆଉ ୬ ଜଣ କରୋନା ପଜିଟିଭ୍। ଏହାକୁ ମିଶାଇ ଏହି ହସ୍ପିଟାଲରୁ ବର୍ତ୍ତମାନ ସୁଦ୍ଧା ୯ ଜଣ କରୋନା ସଂକ୍ରମିତ...

କଟକ କ୍ୟାନସର ହସ୍ପିଟାଲରେ କରୋନା – ୨ ଜଣ ନର୍ସ କୋଭିଡ୍ ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଦୁଇ ଜଣ ନର୍ସ ହେଲେ କରୋନା ପଜିଟିଭ୍। ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସେ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଏନେଇ ହସ୍ପିଟାଲର ନିର୍ଦ୍ଦେଶକ...

କଟକର କରୋନା ରିପୋର୍ଟ ଦେଲେ ସିଏମସି କମିସନର – ଜଗିଛନ୍ତି ସାହି କମିଟି, ପୂଜା କମିଟି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଟକ ସହରରେ କରୋନାକୁ କିପରି ମୁକାବିଲା କରାଯାଉଛି ସେନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସିଏମସି କମିସନର ଅନନ୍ୟା ଦାଶ। କଟକ ସହରରେ କରୋନା ମୁକାବିଲା ନେଇ ରିପୋର୍ଟ ଦେଇଛନ୍ତି ସିଏମସି...

କଟକରେ ଡାକ୍ତରଙ୍କୁ କରୋନା – ଖୋଳତାଡ଼ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିଟି ହସ୍ପିଟାଲ ଶିଶୁ ରୋଗ ଆଉଟଡୋର ବନ୍ଦ ବିଶୋଧନ କଲା ପ୍ରଶାସନ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ସିଟି ହସ୍ପିଟାଲର ୨୦ ଜଣଙ୍କ ସ୍ୱାବ୍‌ ସଂଗ୍ରହ ୧୯ ପରଠୁ ଡାକ୍ତର ଆସି...

ହାଇକୋର୍ଟଙ୍କ ନିର୍ଦ୍ଦେଶ – ‘‘ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାମ ଶେଷ କର’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ୍‌ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ କାମ ଶେଷ କରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ବାର୍ଥ ମାମଲାର ବିଚାର କରି କୋର୍ଟ ଏହି ନିର୍ଦ୍ଦଶ...

ଲକ୍‌ଡାଉନ୍‌ – ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ମନା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏହି ନିୟମ ପାଳନ କରିବାକୁ...

କଟକରେ କୋହଳ ହେଲା ନିୟମ – ଖୋଲିବ ମଦ ଦୋକାନ, ସେୁଲନ୍, ସ୍ପା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ଖୋଲିବ ମଦ ଦୋକାନ। ସାମାଜିକ ଦୂରତା ନିୟମ ପାଳନ କରି ଦୋକାନଗୁଡ଼ିକ ସହରରେ ଖୋଲାଯାଇପାରିବ। ଏଥିସହ କଟକର ସମସ୍ତ ଗହଣା ଦୋକାନ, ସେଲୁନ୍ ଓ ସ୍ପା ମଧ୍ୟ ତୃତୀୟ ପର୍ଯ୍ୟାୟ...

ଆସନ୍ତାକାଲିଠୁ ନିୟମ କଡ଼ା – ଭୁବନେଶ୍ୱର, କଟକରେ ସାମାଜିକ ଦୂରତ୍ୱ ନରଖିଲେ ୫୦୦ ଟଙ୍କା ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଆସନ୍ତାକାଲିଠୁ ଲାଗୁ ହେବ ନୂଆ ନିୟମ। ଟୁଇନ୍‌ ସିଟିରେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି କରାଯାଇଛି। ଦୋକାନ ଆଗରେ ଏବଂ ବିଭିନ୍ନ ବଜାରରେ ସାମାଜିକ ଦୂରତ୍ୱ...

କରୋନା ମୁକାବିଲା କରିବ ରୋବଟ୍ – କଟକ ଆଇଟିଆଇ ନିର୍ମାଣ କଲା ‘କୋ-ବଟ୍’ ଓ ‘ନିଗା-ବଟ୍’

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣ ରୋକିବା ପାଇଁ କଟକ ଆଇଟିଆଇ ନିର୍ମାଣ କଲା ରୋବଟ୍‌। କଟକ: ସାରା ଦୁନିଆ ଯେତେବେଳେ କୋଭିଡ୍-୧୯ ମହାମାରୀର ମୁକାବିଲା କରୁଛି ସେତେବେଳେ କଟକ ଆଇଟିଆଇର ଯୋଦ୍ଧାମାନେ ରୋବଟ୍‌ ତିଆରି କରିବାକୁ...

କଟକ ପଟ୍ଟାପୋଲ ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ୍ କଟକଣା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରବିବାର କଟକ ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନମେଣ୍ଟ୍ କଟକଣା ହଟାଯାଇଛି। ପଟ୍ଟାପୋଲ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା କଟକ ମହାନଗର...