କେନ୍ଦୁପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ-ଚାନ୍ଦବାଲି ରାସ୍ତାରେ ଏକ ମର୍ମୁନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ବାଇକଟି ଟ୍ରକ୍ ପଛ ପଟରେ ପିଟି ହେବା ଫଳରେ ଘଟଣାସ୍ଥଳରେ...

ନଭେମ୍ବର ୧ ଯାଏଁ ହାଇକୋର୍ଟ ବାର୍ କାର୍ଯ୍ୟବନ୍ଦ ଆନ୍ଦୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ହାଇକୋର୍ଟରେ ଚାଲିଥିବା ଅଦାଲତ ଅବମାନନା ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୪ ତାରିଖକୁ ଘୁଞ୍ଚିଛି। ଏହି ମାମଲାର ଶୁଣାଣି ହାଇକୋର୍ଟର ଫୁଲ୍ ବେଞ୍ଚରେ ହୋଇଥିଲା। ନୋଟିସ୍...

ଏଥର କଟକ ବାଲିଯାତ୍ରାରେ ‘ୱାଟର ବୋଟିଂ’ର ମଜା ନେବେ ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲିଯାତ୍ରାରେ ହେବ ପଥ ଉତ୍ସବ ପ୍ରତିଦିନ ସକାଳୁ ୩ ଘଣ୍ଟା ଯାଏଁ ପଥ ଉତ୍ସବ ପ୍ରତିଭା ଦେଖାଇବେ ସ୍ଥାନୀୟ କଳାକାର ୱାଟର ବୋଟିଂ ପାଇଁ ଚାଲିଛି ଅସ୍ଥାୟ ଜଳାଶୟର ପ୍ରସ୍ତୁତି କଟକ:...

ଆଠ ଦିନ ହେଲା ନିଖୋଜ ଥିଲେ, ଦେବୀ ନଦୀ ଘାଟରୁ ମିଳିଲା ଦେବବ୍ରତଙ୍କ ଗଳିତ ଶବ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କାଠଯୋଡି ନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କ ସନ୍ଧାନକୁ ନେଇ କିଛି ଦିନ ଧରି ଚାଲିଥିବା ଘଣ୍ଟାଚକଟାର ଆଜି ଅବସାନ ଘଟିଛି। ନିଖୋଜ ଥିବା ଦେବବ୍ରତଙ୍କ ମୃତଦେହ ଗୋବିନ୍ଦପୁର ଥାନା...

ହାଇକୋର୍ଟ ଇତିହାସରେ ପ୍ରଥମ – ବସିଲା ଫୁଲ୍ ବେଞ୍ଚ୍, ୬୮ଟି ବାର୍‌ ଆସୋସିଏସନକୁ ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇନଜୀବୀଙ୍କ ଆନ୍ଦୋଳନ ନେଇ ନିଜ ଆଡୁ ମାମଲା ରୁଜୁ କଲେ ହାଇକୋର୍ଟ। କଟକ: ଓଡ଼ିଶା ହାଇକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟ ବିଚାରପତିଙ୍କ ସମେତ ସମସ୍ତ ୧୪ଜଣ ବିଚାରପତିଙ୍କୁ ନେଇ ଆଜି...

ନଭେମ୍ବର ୧୨ରୁ କଟକ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ନଭେମ୍ବର ୧୨ରୁ ଆରମ୍ଭ ହେବ କଟକ ବାଲିଯାତ୍ରା। ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି। କଟକ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି...

୨୪ ଘଣ୍ଟାରେ କଟକରେ ଦୁଇଟି ଏନ୍‌କାଉଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ କମିସନରେଟ୍ ପୋଲିସ ୨୪ ଘଣ୍ଟା ଭିତରେ ଦୁଇଟି ଏନ୍‌କାଉଣ୍ଟର କରିଛି। ରବିବାର କୁଖ୍ୟାତ ଜିତୁକୁ ଏନକାଉଣ୍ଟର କରିବାର ଗୋଟିଏ ଦିନ ନପୂରୁଣୁ ଆଜି ତାର ସହଯୋଗୀ ଢେଙ୍କାନାଳ କଙ୍କଡ଼ାହାଡ଼ର...

କଟକ ବଡ଼ ମେଡିକାଲ – ଏଣିକି ଡିସ୍‌ଚାର୍ଜ ପେପର୍‌ରେ ରହିବ ଡାକ୍ତରଙ୍କ ନାଁ, ଦସ୍ତଖତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସ୍‌ସିବିରେ ମେଡିକାଲରେ ବଦଳିଲା ୫୦ ବର୍ଷ ପୁରୁଣା ବ୍ୟବସ୍ଥା। ଏଣିକି ଡିସ୍‌ଚାର୍ଜ ପେପର୍‌ରେ ରହିବ ଡାକ୍ତରଙ୍କ ନାଁ ଓ ଦସ୍ତଖତ। କଟକ ବଡ଼ ମେଡିକାଲରେ ବଦଳିଲା ୫୦ ବର୍ଷ ପୁରୁଣା ବ୍ୟବସ୍ଥା। ମେଡିକାଲରେ...

ଏସ୍‌ସିବି ମେଡିକାଲରେ ଅଭାବନୀୟ ଘଟଣା – ଚତୁର୍ଥ ମହଲାରୁ ପଡ଼ି ବୃଦ୍ଧଙ୍କ ଜୀବନ ଗଲା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଏସ୍‌ସିବି ମେଡିକାଲ ମେଡିସିନ୍ ବିଭାଗ ତଥା ନ୍ୟୁ ମେଡିସିନ୍ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଅସହାୟ ବୃଦ୍ଧ ରୋଗୀ ୪ ମହଲାରୁ ଖସି ପ୍ରାଣ ହରାଇଛନ୍ତି। ଏହି...

ମାଣିଆବନ୍ଧ ହେବ ‘କ୍ରାଫ୍ଟ ଓ ୱେଭର୍ ଭିଲେଜ୍’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ରାଜ୍ୟ ସରକାରଙ୍କ 5-T କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ମାଣିଆବନ୍ଧ ଗାଁକୁ ‘କ୍ରାଫ୍ଟ ଓ ୱେଭର୍ ଭିଲେଜ୍’ ମାନ୍ୟତା ପ୍ରଦାନ କରାଯିବ। ଏନେଇ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟରୁ କଟକ ଜିଲ୍ଲାପାଳଙ୍କୁ...