କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରଓ୍ଵାନା
ଓଡ଼ିଶାଲାଇଭ୍ ବ୍ୟୁରୋ
କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡ଼ୁଆ ବଢ଼ିଲା। ସୌରୀନଙ୍କ ବିରୋଧରେ ଜାରି ହୋଇଛି ଏନବିଡବ୍ଲୁ ବା ଜାମିନ ବିହୀନ ଗିରଫ ପରଓ୍ଵାନା। ପୋଲିସର ଆବେଦନ ଉପରେ କଟକ ଏସଡିଜେଏମ କୋର୍ଟ ଏହି...
ସରିଲା କଟକର ଐତିହାସିକ ବାଲିଯାତ୍ରା: ବ୍ୟବସାୟ ୧୦୦ କୋଟି ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା କଟକର ଐତିହାସିକ ବାଲିଯାତ୍ରା। ଗତ ନଭେମ୍ବର ୨୭ ତାରିଖରୁ ୯ ଦିନ ଧରି ଚାଲିଥିବା ଏହି ବାଲିଯାତ୍ରାରେ ରେକର୍ଡ ବ୍ୟବସାୟ ହୋଇଛି। ଏଥର ବାଲିଯାତ୍ରାରେ ୧୦୦ କୋଟି ଟଙ୍କରୁ ଊର୍ଦ୍ଧ୍ଵ...
ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ମିଳିଲା ବଡ଼ ଝଟକା। ବିଜୟ ଶଙ୍କରଙ୍କ ବିବାହ ଆବେଦନକୁ ଖାରଜ କରିଛନ୍ତି କଟକ ବିବାହ ପଞ୍ଜୀକରଣ ଅଧିକାରୀ। ବିବାହ ପାଇଁ କରାଯାଇଥିବା ଆବେଦନପତ୍ରରେ ତ୍ରୁଟି...
ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ମଙ୍ଗଳବାର ଦିନ ସରିବ କଟକର ଐତିହାସିକ ବାଲିଯାତ୍ରା। ଶେଷଦିନରେ ବାଲିଯାତ୍ରା ପଡ଼ିଆରେ ଅସମ୍ଭବ ଭିଡ଼ ବଢ଼ିବାର ସମ୍ଭାବନା ରହିଛି। ତେଣୁ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ...
ହାଇକୋର୍ଟରୁ ଜାମିନ ମିଳିଲା, ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟରୁ ଅର୍ଚ୍ଚନା ନାଗଙ୍କୁ ସୋମବାର ଦିନ ଜାମିନ ମିଳିଛି। ଇଡି ମାମଲାରେ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଏହା ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ...
ଆଉ ଗୋଟିଏ ଦିନ ଚାଲିବ କଟକର ଐତିହାସିକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ନୁହେଁ, ଆସନ୍ତାକାଲି ଶେଷ ହେବ କଟକର ଐତିହାସିକ ବାଲିଯାତ୍ରା। ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆହୁରି ଗୋଟିଏ ଦିନ ବାଲିଯାତ୍ରାର ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର।
ଗତ ନଭେମ୍ବର ୨୭ ତାରିଖରୁ...
ଆଜିଠୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାରଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା। ନୌବାଣିଜ୍ୟ ପରମ୍ପରାର ସ୍ମୃତି ଓ ସ୍ମାରକୀ ବହନ କରୁଥିବା ଐତିହାସିକ ବାଲିଯାତ୍ରା ଆଜି ସନ୍ଧ୍ୟାରେ ଉଦଘାଟିତ ହେବ।
ଐତିହାସିକ ବାଲିଯାତ୍ରାକୁ ଜାକଜମକରେ ପାଳନ କରିବା...
ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ଏ++ ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ମିଳିଛି ଏ++ ମାନ୍ୟତା। ନାକ ଟିମ୍ର ପରିଦର୍ଶନ ପରେ ପ୍ରଥମ ଥର ଲାଗି ରେଭେନ୍ସାକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି।
ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିଟେସନ କାଉନସିଲ (ନାକ୍) ରାଙ୍କରେଭେନ୍ସା...
ଧବଳେଶ୍ଵର ମନ୍ଦିରରେ ତାଲା, ସକାଳ ୮ଟାରୁ ଧାଡ଼ିରେ ଛିଡ଼ାହୋଇ ନୟାନ୍ତ ହେଲେଣି ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରଶାସନ ଏବଂ ପୂଜକ ମୁହାଁମୁହିଁ ହେବାରୁ ଆଠଗଡ଼ସ୍ଥିତ ବାବା ଧବଳେଶ୍ଵରଙ୍କ ପୀଠରେ ତାଲା ପଡ଼ିଛି। ଫଳରେ ସକାଳୁ ମନ୍ଦିର ଆସିଥିବା ଭକ୍ତ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ରହିଛନ୍ତି।
କାର୍ତ୍ତିକ...
ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ। ସୁପ୍ରିମକୋର୍ଟ କଲେଜିୟମ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବା ପାଇଁ ତାଙ୍କ ନାମ ସୁପାରିସ କରିଛନ୍ତି। ସେ...




















