ରାଜ୍ୟରେ ପୂରଣ ହେବ ୭ ହଜାରରୁ ଅଧିକ ନର୍ସ ପଦବୀ, ରୋକ ହଟାଇଲେ ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ଡାକ୍ତରଖାନା ପାଇଁ ନର୍ସ ନିଯୁକ୍ତି ପ୍ରକ୍ରିୟା ପାଇଁ ବାଟ ଫିଟିଛି। ରାଜ୍ୟରେ ୭ ହଜାର ୪୮୩ ନର୍ସିଂ ଅଫିସରଙ୍କ ନିଯୁକ୍ତି ଉପରୁ ରୋକ ହଟାଇଛନ୍ତି ହାଇକୋର୍ଟ। ନର୍ସିଂ ଅଫିସର...
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଚାକିରି ଜାଲିଆତି ମାମଲାରେ ଦାଖଲ ହେଲା ଚାର୍ଜଫ୍ରେମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଛି ଅଡ଼ୁଆ। ଟାଟା ମୋଟର୍ସ ଚାକିରି ଜାଲିଆତି ମାମଲାରେ ତାଙ୍କ ବିରୋଧରେ ଭୁବନେଶ୍ଵର ସ୍ଵତନ୍ତ୍ର ଅଦାଲତରେ ଚାର୍ଜଫ୍ରେମ ହୋଇଛି। ଏହା ସହ ମାମଲାର ଅନ୍ୟ...
ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଶ୍ରାବଣ-ଶୁକ୍ଳ ସପ୍ତମୀରେ ଶ୍ରୀଜିଉଙ୍କ ବନକଲାଗି ପାଇଁ ତିଥି ଧାର୍ଯ୍ୟ କରାଯାଇଛି।...
ଉଠାଦୋକାନୀଙ୍କ ଆର୍ଥିକ ସୁରକ୍ଷା ପାଇଁ ପିଏମ୍ ସ୍ୱନିଧି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=zG9abpdWL6E]
ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ୍ (ଭୁବନେଶ୍ୱର) ପକ୍ଷରୁ ଏକ ମାସିକ ‘ଆର୍ଥିକ ଅନ୍ତର୍ଭୁକ୍ତି ସେମିନାର ସିରିଜ୍’ ଆରମ୍ଭ ହୋଇଛି। ଏହାର ପରିଚାଳନା କରୁଛନ୍ତି ଏକ୍ସଆଇଏମର...
ଭୁବନେଶ୍ଵରରେ ଡେଙ୍ଗୁ ଭୟ, ଦିନକୁ ୮୦ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣାୟତ୍ତ ହେଲାଣି ଡେଙ୍ଗୁ ପରିସ୍ଥିତି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଶହ ଛୁଇଁବାକୁ ଯାଉଥିବାବେଳେ ରାଜଧାନୀ ଭୁବନେଶ୍ଵରରେ ଦିନକୁ ୭୦ରୁ ୮୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ...
ପୁରୀରେ ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’ ଉଦଯାପିତ, ଫଟୋରେ କଳା ସଂସ୍କୃତିକୁ ଦେଖି ଦର୍ଶକେ ମନ୍ତ୍ରମୁଗ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଅନୁଷ୍ଠିତ ହୋଇଯାଇଛି ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’। ପୁରୀ ସଂସ୍କୃତି ଭବନ ସ୍ଥିତ ଲଲିତ କଳା ଏକାଡେମୀ ପରିସରରେ ଅଗଷ୍ଟ ୧୪ ତାରିଖରୁ ୨୦ ତାରିଖ ଯାଏଁ ଏହି ଫଟୋଗ୍ରାଫି...
ସମ୍ବଲପୁର: ଘର ଭିତରୁ ମା’ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ସମ୍ବଲପୁର): ବନ୍ଦ ଘର ଭିତରୁ ମା’ ପୁଅଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ଏହି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ଅନୁଗୁଳିଆପଡ଼ାରେ। ମୃତକମାନେ ହେଲେ...
ମାନବ ଚାଲାଣ ମାମଲାରେ ଆଗରେ ଓଡ଼ିଶା: ଏନସିଆରବି ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାନବ ଚାଲାଣ କ୍ଷେତ୍ରରେ ସବୁଠୁ ଆଗରେ ରହିଛି ଓଡ଼ିଶା। ଏହା ଏନସିଆରବି ରିପୋର୍ଟରୁ ଜଣାପଡ଼ିଛି।
ନାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ମାନବ ଚାଲାଣ କ୍ଷେତ୍ରରେ ଆଗରେ...
ପୁରୀ ଜିଲ୍ଲା ସତ୍ୟବାଦୀରେ ୫-ଟି ସଚିବଙ୍କ ଉପରକୁ କାଳିମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼। ଶନିବାର ପୁରୀ ଜିଲ୍ଲାର ସତ୍ୟବାଦୀରେ ୫-ଟି ସଚିବଙ୍କ ଉପରକୁ ଜଣେ ବ୍ୟକ୍ତି କାଳିମାଡ଼ କରିଛନ୍ତି। ଘଟଣା ପରେ ଉକ୍ତ ବ୍ୟକ୍ତିଙ୍କୁ...
ମାହାଙ୍ଗା ଦଶମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାହାଙ୍ଗା ଦଶମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତା ଦାସଙ୍କ ମୃତ୍ୟୁ ନେଇ ବଢ଼ୁଛି ସସପେନ୍ସ। ଏହା ଆତ୍ମହତ୍ୟା ନା ଅନରକିଲିଂ? ଏହାକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କ’ଣ ହୋଇପାରେ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁର...





















