ସମ୍ ହସ୍ପିଟାଲରେ କରୋନାକୁ ହରାଇଲେ ୯୪ ବର୍ଷୀୟ ବୃଦ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ କୋଭିଡ ହସ୍ପିଟାଲରେ ପୁଣି ଜଣେ ୯୪ ବର୍ଷୀୟ ବୃଦ୍ଧ କରୋନାକୁ ପରାସ୍ତ କରିଛନ୍ତି। ବୃଦ୍ଧ ଜଣଙ୍କ ହେଲେ ପୁରୀ ଅଞ୍ଚଳର ସୁରଥ ରାଉତରାୟ। ସମ୍ କୋଭିଡ ହସ୍ପିଟାଲର ଡାକ୍ତର, ନର୍ସଙ୍କ...

ଛେରାପହଁରା ନୀତିରେ ଗଜପତିଙ୍କ ୫୦ ବର୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ଚଳିତ ବର୍ଷ ରଥଯାତ୍ରାରେ ଗଜପତି ମହାରାଜା ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି। ଏବର୍ଷକୁ ମିଶାଇ ଛେରାପହଁରାରେ ୫୦ବର୍ଷ...

ଶ୍ରୀଜିଉଙ୍କ ‘ଛେରା ପହଁରା’ ନୀତି ସମ୍ପନ୍ନ – ଆରମ୍ଭ ହୋଇଛି ରଥ ଟଣା କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରିବାପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନସିଂହାସନକୁ ଫେରୁଛନ୍ତି ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ନିକଟରେ ଦଣ୍ଡାୟମାନ ହୋଇଥିବା ତିନି ରଥର...

ବାହୁଡ଼ାଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ପ୍ରିୟ ପୋଡ଼ ପିଠା ଭୋଗ ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଡ଼ ପିଠା ହେଉଛି ଏକ ପାରମ୍ପରିକ ପିଠା। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହୁଏ ଏହି ପୋଡ଼ ପିଠା। ଓଡ଼ିଶାରେ ଏହି ପିଠାର ସ୍ଵତନ୍ତ୍ର ପରିଚୟ ରହିଛି। ବାହୁଡ଼ାଯାତ୍ରାରେ ମାଉସୀଙ୍କ ପ୍ରସ୍ତୁତ...

ପବିତ୍ର ବାହୁଡ଼ାଯାତ୍ରା – ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ନୀତିକାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ। ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ ଓ କାହାଳି ତାଳେ ତାଳେ...

ଆଜି ହେବ ଲକ୍ଷ୍ମୀ-ନାରାୟଣ ଭେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହୁଡ଼ାଯାତ୍ରାର ସବୁଠାରୁ ଅନନ୍ୟ ପରମ୍ପରା ହେଉଛି ଲକ୍ଷ୍ମୀ ନାରାୟଣ ଭେଟ। ଅଭିମାନିନୀ ମା’ ଲକ୍ଷ୍ମୀ ଆଜି ଶ୍ରୀନଅରରେ ପ୍ରଭୁ ଜଗନ୍ନାଥଙ୍କୁ ଭେଟିବେ। ମା’ ଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କୁ ନେଇ ମାଉସୀ...

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା – ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ। ଏଥିପାଇଁ ସେବାୟତମାନେ ରାଘବ ଦାସ ମଠ ଠାରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମସ୍ତକର ଶୋଭା...

କାର୍ଯ୍ୟାଳୟରେ କୋଭିଡ ନିୟମ ମାନ, ନହେଲେ କାର୍ଯ୍ୟାନୁଷ୍ଠାନ – ବିଏମସି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଥିବା ସମସ୍ତ ଘରୋଇ ଓ ସରକାରୀ କାର୍ଯ୍ୟାଳୟକୁ ଚେତାବନୀ ଦେଇଛି ବିଏମସି। ସମସ୍ତ କାର୍ଯ୍ୟାଳୟଗୁଡ଼ିକରେ କୋଭିଡ ନିୟମ ମାନିବାକୁ ବିଏମସି ପକ୍ଷରୁ କୁହାଯାଇଛି। ଏଥିସହ ଯଦି ଏହି ନିୟମ...

ଆଜିଠୁ ଗଡ଼ିଲା ‘ମୋ ବସ୍’ – ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ୮୭ ବସ୍‌କୁ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହେଲା ‘ମୋ ବସ୍’ ସେବା। ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ଗଡ଼ିବ ୮୭ଟି ବସ୍। ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ସେବା ଯାତ୍ରୀମାନେ ପାଇପାରିବେ ବୋଲି...

୧୫ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର – ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣକୁ ଗୁରୁତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ...