କଟକ ନାବାଳିକା ଦୁର୍ଷ୍କମ ମାମଲା – ତଦନ୍ତ ପାଇଁ ଗଠନ ହେଲା ସ୍ପେଶାଲ୍ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ନାବାଳିକା ଦୁର୍ଷ୍କମ ମାମଲାରେ ବୁଧବାର ଚାଉଳିଆଗଞ୍ଜ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଚାଉଳିଆଗଞ୍ଜର ସନ୍ତୋଷ ବେହେରା। ଏଥିସହିତ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର...
ଆଜି ଅପରାହ୍ଣ ୩ଟା ଯାଏଁ ଟୁଇନ୍ ସିଟିରେ ପ୍ରବଳ ବର୍ଷା, ଦିଶିବନି ରାସ୍ତାଘାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୁବନେଶ୍ଵର ଏବଂ କଟକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ବର୍ଷା ଯୋଗୁଁ ଏହି...
ଭୁବନେଶ୍ୱରରେ ଯାତ୍ରୀବାହୀ ବସ୍କୁ ୫ ଲକ୍ଷ ୬୬ ହଜାର ଟଙ୍କା ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା କରାଯାଇଛି। ବୁଧବାର ଭୁବନେଶ୍ୱର ଆରିଟିଓ ୨ ‘ନିୟୁ ରାଜଧାନୀ’ ନାମକ ଏକ ଯାତ୍ରୀବାହୀ ବସ୍କୁ ଏହି...
ଭୁବନେଶ୍ଵରରେ ହେବ ଆଉ ଦୁଇଟି ଶ୍ମଶାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସତ୍ୟନଗର ଶ୍ମଶାନରେ ବଢୁଛି ଶବଦାହ ସଂଖ୍ୟା
ଭୁବନେଶ୍ଵର ପାଇଁ ଆଉ ୨ ଶ୍ମଶାନ
ପଟିଆରେ ଗ୍ୟାସ୍ ଜରିଆରେ ଶବଦାହ ବ୍ୟବସ୍ଥା
ଖଣ୍ଡଗିରିରେ ବିଦ୍ୟୁତ୍ ଜରିଆରେ ଶବଦାହ ବ୍ୟବସ୍ଥା
ରାଜଧାନୀ ଭୁବନେଶ୍ଵର ପାଇଁ...
ଭୁବନେଶ୍ୱରର କରୋନା ରିପୋର୍ଟ – ୨୭୧ ପଜିଟିଭ୍ ଚିହ୍ନଟ, ୩୧୩ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ଆଜି ୨୭୧ ପଜିଟିଭ୍ ଚିହ୍ନଟ
୬୮ ଜଣ କ୍ୱାରେଣ୍ଟାଇନରୁ,୨୦୩ ସ୍ଥାନୀୟ ସଂକ୍ରମିତ
ସହରର ସଂକ୍ରମିତଙ୍କ ସଂଖ୍ୟା ୨୫,୭୩୫କୁ ବୃଦ୍ଧି
ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୨୭୧ କରୋନା...
ପୁଣି ହାରିଲା କରୋନା, ସମ୍ କୋଭିଡ ହସ୍ପିଟାଲରେ ସୁସ୍ଥ ହେଲେ ୯୩ ବର୍ଷୀୟା ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀକୁ ମାତ୍ ଦେବାରେ ଆଉ ପାଦେ ସଫଳତା ସାଉଁଟିଛି ସମ୍ କୋଭିଡ ହସ୍ପିଟାଲ୍। ଏଭଳି ଏକ ଅଦୃଶ୍ୟ ଏବଂ ଭୟଙ୍କର ଶତୃକୁ ବୟୋଜ୍ୟେଷ୍ଠମାନେ ଯେ ଖୁବ ଅନାୟସରେ ପରାସ୍ତ କରିପାରିବେ...
କଟକର ନୂଆ ସେଲ୍ଫି ପଏଣ୍ଟ – ‘ଆଇ ଲଭ କଟକ’ ଷ୍ଟାଣ୍ଡି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରେ ଏବେ ସେଲ୍ଫି ପ୍ରେମୀଙ୍କ ଭିଡ଼ ଜମୁଛି। ତେବେ ଏହା ପଛର କାରଣ ହେଉଛି 'ଆଇ ଲଭ କଟକ' ଷ୍ଟାଣ୍ଡି। ରାଣୀହାଟରୁ ଯୋବ୍ରା ମଧ୍ୟରେ ତାଳଦଣ୍ଡା କେନାଲ ରୋଡରେ ନୂଆକରି...
ପୁରୀ ସ୍ଵର୍ଣ୍ଣିମ ବେଳାଭୂମିକୁ ମିଳିଲା ବିଶ୍ଵସ୍ତରୀୟ ‘ବ୍ଲୁ ଫ୍ଲାଗ୍’ ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପର୍ଯ୍ୟଟନରେ ଯୋଡ଼ି ହୋଇଛି ଆଉ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ। ପୁରୀ ଗୋଲ୍ଡେନ ବେଳାଭୂମି ଲାଭ କରିଛି ଅନ୍ତର୍ଜାତୀୟ 'ବ୍ଲୁ ଫ୍ଲାଗ୍'ର ମାନ୍ୟତା। ରବିବାର ଡେନମାର୍କ ଜୁରି ପକ୍ଷରୁ ପୁରୀ ବେଳାଭୂମିକୁ...
ଆଇପିଏସ୍ ଅଫିସର ଅନୁପ ସାହୁଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର ପୂର୍ବତନ ଡିସିପି ତଥା ବର୍ତ୍ତମାନର ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ନାଁରେ ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲାଯାଇଛି। ଏନେଇ ନିଜେ ଆଇପିଏସ୍ ଅଫିସର ଅନୁପ ସାହୁ ସୂଚନା...
ଅସ୍ତରଙ୍ଗର ସ୍ଵତନ୍ତ୍ର ପରିଚୟ – ପୀର ଜାହାନିଆଁ ଓ ଗଙ୍ଗାଦେବୀ ମୁହାଁଣ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗକୁ ସ୍ଵତନ୍ତ୍ର ପରିଚୟ ଦେଇଛି ଗଙ୍ଗାଦେବୀ ମୁହାଁଣ ଓ ସର୍ବଧର୍ମ ସମନ୍ଵୟର ପୀଠ ପୀର ଜାହାନିଆଁ। ବର୍ଷତମାମ ଏଠାକୁ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ...





















