ଡରେଇଲା ବାର୍ଡ ଫ୍ଲୁ – କୁକୁଡ଼ା ମାରିବା ପାଇଁ ୧୨ଟି ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ। ଓୟୁଏଟି ଫାର୍ମ ଏହାର କେନ୍ଦ୍ରସ୍ଥଳ ହୋଇଥିବାରୁ ମଙ୍ଗଳବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ ହେବ। ଓୟୁଏଟିଠାରୁ ୧ କିଲୋମିଟର ପରିଧି ଭିତରେ ଯେତେ କୁକୁଡ଼ା ଅଛନ୍ତି...

ଏକାମ୍ର ଯୋଜନା ପ୍ୟାକେଜ – ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ରାଶି ଘୋଷଣା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରେକର୍ଡ ହେବ ଅଧିଗୃହିତ ଜମି ଜମି ଦାନ କରିଥିବା ଲୋକଙ୍କ ନାଁରେ ଫଳକ ଲାଗିବ ଜମି ବଦଳରେ ଦିଆଯିବ ଜମି ବିସ୍ଥାପିତଙ୍କୁ ମିଳିବ ଘରଭଡ଼ା...

କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନରେ ନିଯୁକ୍ତି, ଜାନୁଆରି ୩୧ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନରେ ୩ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିବାର ଶେଷ ତାରିଖ ଜାନୁଆରି ୩୧ ତାରିଖ। ସମସ୍ତ ନିଯୁକ୍ତି...

କୋରୋନା ଭାଇରସ୍‌ ପାଇଁ ଏୟାରପୋର୍ଟରେ ଯାଞ୍ଚ କଡ଼ାକଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଭାଇରସ୍‌ ଲାଗି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। କାୟା ମେଲାଉଛି କୋରୋନା ଭାଇରସ୍‌। ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଦେଶ ବିଦେଶରୁ ଆସୁଥିବା...

ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ଝାରସୁଗୁଡ଼ା ବିମାନବନ୍ଦରରୁ କୋଲକାତାକୁ ସିଧାସଳଖ ଉଡ଼ିବ ବିମାନ। ଆଲିଆନ୍ସ ଏୟାର ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଫଳରେ ଯାତ୍ରୀମାନେ ଝାରସୁଗୁଡ଼ାରୁ କୋଲକାତାକୁ ସିଧାସଳଖ ବିମାନ ସେବା...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡ଼ିଲା ୩୦ ଫୁଟ୍ ଲମ୍ବର ଜାତୀୟ ପତାକା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡ଼ିଲା ୩୦ ଫୁଟ୍ ଲମ୍ବର ଜାତୀୟ ପତାକା। ରବିବାର ଗଣତନ୍ତ୍ର ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ବିଶାଳ ପତାକାକୁ ଉତ୍ତୋଳନ କରିଛନ୍ତି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ...

‘ବାଟୋଇ’ର ସ୍ରଷ୍ଟା ବୀଣାପାଣି ମହାନ୍ତିଙ୍କୁ ‘ପଦ୍ମଶ୍ରୀ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ବାଟୋଇ’ ପାଇଁ ବୀଣାପାଣି ମହାନ୍ତିଙ୍କୁ ମିଳିଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। କଟକ: ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି ପାଇବେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ। ଏହା ପୂର୍ବରୁ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଥିବା...

‘କୃଷି ଓଡ଼ିଶା’ରେ ନୂଆ କୃଷି ଯନ୍ତ୍ରପାତିର ଚମକ – ଜମିରେ ଡ୍ରୋନ୍ ପକାଇବ କୀଟନାଶକ, ଘରେ ବସି ମହିଳା...

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆ ତଥା ଉନ୍ନତମାନର କୃଷି ଯନ୍ତ୍ରପାତି ଜଟିଳ କୃଷି ବ୍ୟବସ୍ଥାକୁ ସରଳ କରିବା ସହ ଯୁବପିଢ଼ିଙ୍କୁ ଚାଷ ପ୍ରତି ଆକର୍ଷିତ କରିବାରେ ସହାୟକ ହୋଇଛି। ଚାଷ କ୍ଷେତ୍ରରେ ସଫଳତା ପାଇବା ପାଇଁ...

ଭୁଶୁଡ଼ିଲା ବିମାନ ବନ୍ଦର ଲିଙ୍କ୍ ବିଲ୍ଡିଂ – ଦିଲ୍ଲୀପ କନଷ୍ଟ୍ରକକ୍ସନ୍‌ର ଅନ୍ୟ ନିର୍ମାଣର ସ୍ଥାୟୀତ୍ୱ ଉପରେ ଉଠିଲା ପ୍ରଶ୍ନ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଲିଙ୍କ୍‌ ବିଲ୍ଡିଂ ଭୁଶୁଡ଼ିବା ପରେ ଦିଲ୍ଲୀପ କନଷ୍ଟ୍ରକ୍‌ସନ୍‌ର ପାରିବା ପାଣିଆକୁ ନେଇ ପ୍ରଶ୍ନ ଉଠିଛି। କୋଠା କେମିତି ଭୁଶୁଡ଼ିଲା ତାକୁ ନେଇ...

ଅଧ ରାତିରେ ଭୁଶୁଡ଼ିଲା ଭୁବନେଶ୍ୱର ବିମାନ ବନ୍ଦର ‘ଲିଙ୍କ୍ ବିଲ୍ଡିଂ’ – ଚାଲିଲା କାଦୁଅ ଫିଙ୍ଗା, ଦାୟୀ କିଏ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିମାନ ବନ୍ଦର ‘ଲିଙ୍କ୍‌ ବିଲ୍ଡିଂ’ ଭୁଶୁଡ଼ିବାକୁ ନେଇ ତାତିଲା ରାଜନୀତି ପାଣିପାଗ। ବମିଖାଲ ଓଭରବ୍ରିଜ ଟ୍ରାଜେଡି ଲୋକଙ୍କ ମନରୁ ନଯାଉଣୁ ଆଉ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଭୁବନେଶ୍ୱରରେ। ଶୁକ୍ରବାର ବିଳମ୍ବିତ...