ଏସ୍ସିବିରେ ଜଗା-କାଳିଆ, ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୨ ବର୍ଷ ପରେ ଦିଲ୍ଲୀରୁ ଫେରିଲେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ।
କଟକ: ଜଗା-କାଳିଆ ଶନିବାର କଟକରେ ପହଞ୍ଚିବା ପରେ ଉଭୟଙ୍କୁ ଏସ୍ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୦୧୭ ମସିହାରୁ ଦିଲ୍ଲୀ ଏମ୍ସରେ...
ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ‘ଭରସା’, ଶୁଭାରମ୍ଭ କଲେ ଅପରାଜିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକଙ୍କ ପାଇଁ ଆରମ୍ଭ ହେଲା ‘ଭରସା’ ଟ୍ରଷ୍ଟ। ଶନିବାର ଦିନ ଇଡକୋଲ ଅଡିଟୋରିୟମରେ ଏହାକୁ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଗରିବ...
‘‘ମୋ’ ପୁଅ କହିକି ଯାଇଛି ସେ ନିଶ୍ଚୟ ଫେରିବ’’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Y_k7GpJ12e4
ମେ’ ୨୫ରେ ଭୁବନେଶ୍ୱର ନୟାପଲ୍ଲୀ ନିକଟରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଅମୀୟବାଳା ପରିଡ଼ା ତାଙ୍କ ପୁଅ ଗିରିଜାକୁ ହରାଇଛନ୍ତି। ସେହି ଦୁଃଖଦ ମୁହୂର୍ତ୍ତକୁ ମନେପକାଇଛନ୍ତି ଅମୀୟବାଳା।
"ସେ ନିଶ୍ଚୟ ଆସିବ। ମତେ...
କିଟ୍ ବିଶ୍ୱବିଦ୍ୟାଳୟକୁ ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
କିଟ୍ ବିଶ୍ୱଦ୍ୟାଳୟକୁ ମିଳିଛି ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ର ମାନ୍ୟତା। ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଓ ପୂର୍ବ ଭାରତର ଏକମାତ୍ର ଘରୋଇ ଅନୁଷ୍ଠାନ ଭାବେ କିଟ୍କୁ ଏହି ମାନ୍ୟତା ମିଳିଛି।
କେନ୍ଦ୍ର ମାନବସମ୍ବଳ ବିକାଶ...
ପବ୍ଲିକ ସ୍କାନରରେ ପୋଲିସ ଓ ସରକାରୀ ଗାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୋଲିସ ଓ ସରକାରୀ ଗାଡ଼ି ଯାଞ୍ଚ କରିବାକୁ ଦାବି କଲେ ସାଧାରଣ ଲୋକେ।
ପୋଲିସ ସବୁବେଳେ ପବ୍ଲିକ ଗାଡ଼ିକୁ ଚେକିଂ କରି ଜରିମାନା ଆଦାୟ କରିଥାଏ। କିନ୍ତୁ ଆଜି ଓଲଟା ଚିତ୍ର ଦେଖିବାକୁ...
ରାଜଧାନୀର ରାଜମହଲ ରାସ୍ତା ପାଲଟିଗଲା ଶ୍ରୀନଗର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=rDEo7j9qLF8
ଗାଡ଼ି ଚେକିଂ ବେଳେ ଲଙ୍କାକାଣ୍ଡ
ତାତିଲେ ଲୋକେ
ପୋଲିସ-ଜନତା ଖଣ୍ଡଯୁଦ୍ଧ
ଲୋକଙ୍କୁ ଗୋଡ଼େଇ ପିଟିଲା ପୋଲିସ
ପୋଲିସ ଉପରକୁ ଇଟା, ପଥର ମାଡ଼
ପୋଲିସର ଫ୍ଲାଗମାର୍ଚ୍ଚ
ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଚିତ୍ର।...
ବାଲେଶ୍ଵରର ବିଜୟ ଜେନା, ଭୁବନେଶ୍ୱରରେ ଟ୍ରି-ମ୍ୟାନ୍
ଓଡ଼ିଶାଲାଇଭ ବ୍ୟୁରୋ
ପ୍ରଥମେ କହୁଥିଲେ ପାଗଳ ଏବେ ଖୁସିରେ ହାତ ମିଳାନ୍ତି
ପରିବେଶକୁ ସବୁଜିମା କରିବା ଲକ୍ଷ୍ୟ
ପ୍ରତ୍ୟେକ ଦିନ ଲଗାଉଛନ୍ତି ଗଛ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପ୍ରତିଦିନ କେଉଁଠି ନା କେଉଁଠି...
ଆମିକସକ୍ୟୁରି କହିଲେ, ପୁରୀର ବିକାଶ ପାଇଁ ଉଚ୍ଛେଦ ଠିକ୍
ଓଡ଼ିଶାଲାଇଭ ବ୍ୟୁରୋ
ଉଚ୍ଛେଦ ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ୨ଦିନିଆ ଗସ୍ତରେ ପୁରୀରେ ପହଞ୍ଚିଛନ୍ତି ଆମିକସକ୍ୟୁରି ରଞ୍ଜିତ କୁମାର ଓ ସିଲିସେଟର ଜେନେରାଲ ତୁଷାର ମେହେତା। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶରେ ଆମିକସକ୍ୟୁରି ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା...
କଟକରେ ପହଞ୍ଚିବେ ଜଗା-କାଳିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ ଆଜି ଓଡ଼ିଶାରେ ପହଞ୍ଚିବେ। ଅପରାହ୍ଣରେ ସେମାନେ କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍ସିବିକୁ ନିଆଯିବ।
ଜଗା-କାଳିଆଙ୍କ ସହ ଏମ୍ସରୁ ୧୧ ଜଣିଆ ଟିମ୍...
ବିଏମସିର ନୂଆ ପାର୍କିଂ ପ୍ଲାନ, ୬ ମାସରେ ଲାଗୁ ହେବ ନୂଆ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିବ ରାଜଧାନୀ ଭୁବନେଶ୍ୱରର ପାର୍କିଂ ବ୍ୟବସ୍ଥା। ଅଳ୍ପ ଦିନ ମଧ୍ୟରେ ଭୁବନେଶ୍ୱରରେ ଲାଗୁ ହେବାକୁ ଯାଉଛି ନୂଆ ପାର୍କିଂ ନିୟମ। ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କମିସନରେଟ୍ ପୋଲିସ୍ କଡ଼ାକଡ଼ି...





















