କଟକରେ ପହଞ୍ଚିବେ ଜଗା-କାଳିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ ଆଜି ଓଡ଼ିଶାରେ ପହଞ୍ଚିବେ। ଅପରାହ୍ଣରେ ସେମାନେ କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍ସିବିକୁ ନିଆଯିବ।
ଜଗା-କାଳିଆଙ୍କ ସହ ଏମ୍ସରୁ ୧୧ ଜଣିଆ ଟିମ୍...
ବିଏମସିର ନୂଆ ପାର୍କିଂ ପ୍ଲାନ, ୬ ମାସରେ ଲାଗୁ ହେବ ନୂଆ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିବ ରାଜଧାନୀ ଭୁବନେଶ୍ୱରର ପାର୍କିଂ ବ୍ୟବସ୍ଥା। ଅଳ୍ପ ଦିନ ମଧ୍ୟରେ ଭୁବନେଶ୍ୱରରେ ଲାଗୁ ହେବାକୁ ଯାଉଛି ନୂଆ ପାର୍କିଂ ନିୟମ। ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କମିସନରେଟ୍ ପୋଲିସ୍ କଡ଼ାକଡ଼ି...
ନୂଆ ଗଢ଼ିବା ପାଇଁ ହେଲେ ପୁରୁଣା ଭାଙ୍ଗିବାକୁ ପଡ଼ିବ – ପ୍ରତାପ ଜେନା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘‘ପୁରୀ ଶ୍ରୀମନ୍ଦିରର ବିକାଶ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଶ୍ରୀମନ୍ଦିର ଚତଃପାର୍ଶ୍ୱକୁ ନୂଆ ଢାଞ୍ଚାରେ ଗଢ଼ିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। କିଛି ନୂଆ...
ବି.ଡ଼ି.ଏ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଗୁରୁଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବି.ଡି.ଏ କଲୋନୀରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁଦିବସ ପାଳିତ ହୋଇଯାଇଛି।
ଗୁରୁଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଆଶୁତୋଷ ରଥ ଯୋଗ ଦେଇଥିଲେ। ତାଙ୍କ ସହ ବିଦ୍ୟାଳୟର ସଭାପତି...
ସରକାରୀ ଅଫିସ ଉଠିବା ବିରୁଦ୍ଧରେ ‘ଆମ କଟକ’ ପକ୍ଷରୁ ଅଭିନବ ବିରୋଧ
ଓଡ଼ିଶାଲାଇଭ ବ୍ୟୁରୋ
ହଜାରେ ବର୍ଷର କଟକରୁ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରିବା ବିରୁଦ୍ଧରେ ଲଢେଇ ଜୋରଦାର ହୋଇଛି। କଟକର କିଛି ନାଗରିକ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଏ ନେଇ ଏକ...
ଆରଟିଓ ଅଫିସ୍ରେ ସୋରିଷ ପକେଇବାକୁ ଜାଗା ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କ ଦ୍ୱାରା ନୂଆ ମୋଟର ଯାନ ଆଇନ୍ ଆଗତ ହେବା ପରେ ଟ୍ରାଫିକ୍ ପୋଲିସଙ୍କ ଜାଲରେ ଫସୁଛନ୍ତି ନିୟମ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକ। ଡ୍ରାଇଭିଙ୍ଗ୍ ଲାଇସେନ୍ସ, ପ୍ରଦୂଷଣ ପ୍ରମାଣପତ୍ର, କାଗଜପତ୍ର...
ବଦଳିବ ପୁରୀ ଚିତ୍ର: ସମ୍ନାକୁ ଆସିଲା ନକ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀର ହେବ ନବକଳେବର। ମହାପ୍ରଭୁଙ୍କ ନବକଳେବରର ଚାରି ବର୍ଷ ପରେ ଏବେ ପୁରୀ ସହରର ହେବ ନବକଳେବର। ପୁରୀର ନକ୍ସାକୁ ବଦଳାଇବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ପୁରୀକୁ ବିଶ୍ଵ...
ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ – ଅନୁପ ଜଲୋଟାଙ୍କ ଭଜନରେ ବିଭୋର ହେଲେ ଦର୍ଶକ
ଓଡ଼ିଶାଲାଇଭ ବ୍ୟୁରୋ
ଗୁରୁ କେଳୁଚରଣ ମହାପାତ୍ରଙ୍କ ୨୫ତମ ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି। ସୃଜନ ଅନୁଷ୍ଠାନ ଗତ ୨୪ ବର୍ଷ ଧରି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆୟୋଜନ କରି ଆସୁଅଛି। ଗୁରୁ...
ପୁରୀରେ ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା କରିବେ ଆମିକସ୍ କ୍ୟୁରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପୁରୀ ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାର ଓ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା। ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା ବେଳେ ଏହାକୁ ନେଇ...
ପୁରୀ ମଠ ଉଚ୍ଛେଦ – ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପୁରୀ ମଠ ଉଚ୍ଛେଦରେ ଲାଗିଲା ରାଜନୀତିର ରଙ୍ଗ। ସରକାରଙ୍କୁ ଘେରିଲେ ବିରୋଧୀ ବିଜେପି ଏବଂ କଂଗ୍ରେସ। ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଗ ଥଇଥାନ, ପଛେ ଉଚ୍ଛେଦ ଦାବି...





















