ନକଲି ସାର୍ଟିଫିକେଟ ଦେଇ ୩ବର୍ଷ ହେଲା ଡାକ୍ତର ସାଜିଥିଲେ, ଆଜି ଧରାପଡ଼ିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନକଲି ସାର୍ଟିଫିକେଟ ଦେଇ ୩ ବର୍ଷ ହେଲା ଡାକ୍ତର ସାଜିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ରାଉରକେଲା ପୋଲିସ୍‌। ବ୍ୟକ୍ତି ଜଣକ ନକଲି ସାର୍ଟିଫିକେଟ ଦେଇ ରାଉରକେଲା ନୁଆଗାଁର ଏକ ହସ୍ପିଟାଲରେ ଚାକିରି...

ରାଉରକେଲାରେ ହାତୀ ପଲଙ୍କ ଉପଦ୍ରବ, ଆତଙ୍କିତ ଅବସ୍ଥାରେ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲା ସହରରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଜଲଦା ହାତୀବନ୍ଧ ଅଞ୍ଚଳରେ ୧୮ଟି ହାତୀ ପଶି ଆସିଥିବାର ସୂଚନା ମିଳିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସହର ଭିତରକୁ ପଶିବାର...

ଜଳିଗଲା କପଡ଼ା ଗୋଦାମ – ୭ ଲକ୍ଷ ଟଙ୍କାର କପଡ଼ା ଭସ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲା ମଙ୍ଗଳଭବନ ନିକଟରେ ଥିବା ଏକ କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ଗୋଦାମରେ ଥିବା ପ୍ରାୟ ୭ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ଜଳି ପାଉଁଶ ହୋଇଯାଇଛି। ଖବର ପାଇ...

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସଂପ୍ରସାରଣ ହେବ : ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ରାଉରକେଲାରେ ଗୋଟିଏ ଅତ୍ୟାଧୁନିକ ଷ୍ଟିଲ୍‌ କ୍ଲଷ୍ଟର ନିର୍ମାଣ କରିବାର ଲକ୍ଷ୍ୟ ରହିଛି। ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ କରିବାକୁ ମଧ୍ୟ ଯୋଜନା କରାଯାଉଛି। ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକମାନଙ୍କର ପାରିଶ୍ରମିକ...

ବନ୍ଧୁକ ଦେଖାଇ କମ୍ପାନି ମ୍ୟାନେଜରଙ୍କଠୁ ଲୁଟି ନେଲେ ୬ ଲକ୍ଷ ୫୦ ହଜାର ଟଙ୍କା

ଓଡ଼ିଶାଲାଇଭ ବ୍ୟୁରୋ ଦିନ ଦିପହରେ ବନ୍ଧୁକ ଦେଖାଇ ୬ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଲୁଟର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଗୋଟେ ଘରୋଇ କମ୍ପାନିର...

ରାଉରକେଲା ଏନ୍‌ଆଇଟିରେ ଡକ୍ଟର ବିକ୍ରମ ଆମ୍ବାଲାଲ ସାରାଭାଇଙ୍କ ଜନ୍ମ ଶତବାର୍ଷିକୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭବିଷ୍ୟତରେ ଦକ୍ଷ ମହାକାଶ ବିଜ୍ଞାନୀ ଗଢି ତୋଳିବା ପାଇଁ ସତୀଶ ଧାୱନ ସ୍ପେସ ସେଣ୍ଟର ଓ ଇସ୍ରୋ  ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ। ଏହିକ୍ରମରେ ଦେଶର ୪ ଟି ରାଜ୍ୟ...

ରାଉରକେଲା ପୋଲିସ ହାତରେ ପିଏଲଏଫଆଇ ଏରିଆ କମାଣ୍ଡର ମହେନ୍ଦ୍ର ଚିମ୍ପିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ଦିନ ହେଲା ପୋଲିସକୁ ଚକମା ଦେଇ ଫେରାର ଥିବା ପିଏଲଏଫଆଇ ଏରିଆ କମାଣ୍ଡର ମହେନ୍ଦ୍ର ଚିମ୍ପିଆ ଶେଷରେ ଗିରଫ ହୋଇଛି। ବିଶ୍ରା ଥାନା...

ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ ମଙ୍ଗଳ ସିଂହ ମୁଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲା: ଦୁର୍ଦ୍ଦାନ୍ତ ମାଓବାଦୀ ମଙ୍ଗଳ ସିଂହ ମୁଣ୍ଡାର ଆତ୍ମସମର୍ପଣ। ତା'କୁ ଧରିବା ପାଇଁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ମଙ୍ଗଳ ସିଂହ ଏସ୍‌ଡିଏସ୍‌ ଡିଭିଜନ(ସୁନ୍ଦରଗଡ଼, ଦେବଗଡ଼ ଓ...

ମହରମ ଉପଲକ୍ଷେ ରାଉରକେଲାରେ ଦଶମୀ ଆଖଡ଼ା ଶୋଭାଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ମୁସଲିମ ସମ୍ପ୍ରଦାୟଙ୍କ ବଡ଼ ପର୍ବ ମହରମ। ଏହି ଅବସରରେ ରାଉରକେଲାରେ ଧୂମଧାମରେ ପାଳିତ ହୋଇଯାଇଛି ମହରମ ପର୍ବ। ଏନେଇ ମୁସଲିମ ସମ୍ପ୍ରଦାୟର ଲୋକମାନେ ମହରମର ଦଶମୀ ଆଖଡ଼ା...

ପାରା ଧରିବାକୁ ଯାଇ ଫସିଥିଲେ ପାଣି ଟାଙ୍କିରେ – ୧୦ଦିନ ପରେ ହେଲେ ଉଦ୍ଧାର   

ଓଡ଼ିଶାଲାଇଭ ବ୍ୟୁରୋ ରଖେ ହରି ମାରେ କିଏ। ଏହି ଉକ୍ତିର ସତ୍ୟତା ଜଣେ ବାଳକ କ୍ଷେତ୍ରରେ ଦେଖାଯାଇଛି। ଦୀର୍ଘ ୧୦ ଦିନ ଏକ ପାଣି ଟାଙ୍କିରେ ଫସି ରହିବା ପରେ ବୁଧବାର ତାକୁ ଉଦ୍ଧାର...