ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ, ଉଦ୍‌ଘାଟିତ ହେବ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଓ ଅନ୍ୟାନ୍ୟ ପ୍ରକଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଇସ୍ପାତନଗରୀ ରାଉରକେଲା ଗସ୍ତ କରୁଛନ୍ତି। ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ପାଇଁ ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାସହ...

ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଉପଖଣ୍ଡର...

ରାଉରକେଲା ବିମାନ ବନ୍ଦରରୁ ଉଡ଼ାଣ ପରୀକ୍ଷଣ ସଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ୍‌-୨୦୨୩ ଆୟୋଜନ ହେବା ପୂର୍ବରୁ ଶୁକ୍ରବାର ଦିନ ରାଉରକେଲା ବିମାନ ବନ୍ଦରରୁ ପରୀକ୍ଷଣ ଭାବେ ଉଡ଼ିଲା ବିମାନ। ‘ଏଲାଏନ୍ସ ଏୟାର’ର ୭୨ ସିଟ୍‌ ବିଶିଷ୍ଟ ଯାତ୍ରୀବାହୀ ବିମାନ ଅବତରଣର...

ହକି ବିଶ୍ଵକପ୍ ପାଇଁ ଭୁବନେଶ୍ୱରରେ ପହଁଞ୍ଚିଲା ଭାରତୀୟ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ବିଶ୍ଵକପକୁ ରହିଲା ଆଉ ମାତ୍ର ୧୭ ଦିନ। ଆରମ୍ଭ ହୋଇଛି ବିଶ୍ଵକପ୍ କାଉଣ୍ଟଡାଉନ୍। ହକି ବିଶ୍ଵକପ୍ ଖେଳିବା ଲାଗି ମଙ୍ଗଳବାର ଭାରତୀୟ ପୁରୁଷ ହକି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।...

ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ: ଦକ୍ଷିଣ କୋରିଆକୁ ୫-୦ ଗୋଲରେ ପରାଜିତ କରି...

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ହକି ପୁରୁଷ ବିଶ୍ୱକପ ଅବସରରେ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମଠାରେ ଚାଲିଛି ଅଭ୍ୟାସ ମ୍ୟାଚ। ଶନିବାର ଦିନ ଭାରତୀୟ ଜୁନିୟର ହକି ଟିମ ଏବଂ ଦକ୍ଷିଣ କୋରିଆ...

ପୁରୁଷ ହକି ବିଶ୍ଵକପ-୨୦୨୩ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଅମିତ ରୋହିଦାସ ଉପ ଅଧିନାୟକ ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଶୁକ୍ରବାର ଦିନ ହକି ଇଣ୍ଡିଆ ତରଫରୁ ଘୋଷଣା କରାଯାଇଥିବା ୧୮ ଜଣିଆ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଦୁଇ ଜଣ...

ରାଉରକେଲାରେ ଅଭ୍ୟାସ ମ୍ୟାଚ୍ ପାଇଁ ଭାରତୀୟ ଜୁନିୟର ହକି ଦଳରେ ୪ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୨୪ ତାରିଖରୁ ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତୀୟ ଜୁନିୟର ହକି ଦଳ ଓ ଦକ୍ଷିଣ କୋରିଆ ମଧ୍ୟରେ ୩ଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଏହି ଅଭ୍ୟାସ ମ୍ୟାଚ୍...

ହୋର୍ଡିଂ ଉପରେ ଚଢ଼ି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଜିଦ୍ ଧରିଲେ ଯୁବକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ଶିଶୁଭବନ ଛକରେ ଦେଖିବାକୁ ମିଳିଛି ହାଇଡ୍ରାମା। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ସୁଯୋଗ ନମିଳିବାରୁ ମୁକ୍ତିକାନ୍ତ ବିଶ୍ୱାଳ ନାମକ ଜଣେ ଯୁବକ ଏବେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଉଛନ୍ତି। ଚାଲି...

ରାଉରକେଲା ବିମାନବନ୍ଦରକୁ ମିଳିଲା ବିମାନ ଉଡ଼ାଣ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ରାଉରକେଲା ବିମାନବନ୍ଦରକୁ ମିଳିଛି ବିମାନ ଉଡ଼ାଣ ଅନୁମତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ବିମାନ ଉଡାଣ ପାଇଁ ଅନୁମତି ଦେଇଛନ୍ତି। ଏହାସହ...

ହକି ବିଶ୍ଵକପ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏଫ୍ଆଇଏଚ୍ ମାନ୍ୟତା ପ୍ରାପ୍ତ ଓଡ଼ିଶାର ୪ଟି ନୂତନ ହକି ଟର୍ଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ୍ ୨୦୨୩ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ଏଫଆଇଏଚ୍ ମାନ୍ୟତା ପାଇଥିବା ଓଡ଼ିଶାର ୪ଟି ନୂତନ ହକି ଟର୍ଫ। ଉଭୟ ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଥିବା ହକି...