ଅନୁଗୁଳ – ୪ବର୍ଷର ଶିଶୁକନ୍ୟା ଶବରୁ ଆଖି ଗାଏବ

ଓଡ଼ିଶାଲାଇଭ ବ୍ୟୁରୋ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ଚିକିତ୍ସାଳୟ ଶବଘରୁ ଜଣେ ୪ବର୍ଷ ନାବାଳିକା ଶବରୁ କେହି ଆଖି ତାଡ଼ି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର...

ଘରୁ ଟାଣିଆଣି ହତ୍ୟା କଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ନଦା ଗ୍ରାମରେ ଜଣେ ଯୁବକଙ୍କୁ ଘରୁ ଟାଣି ଆଣି ହତ୍ୟା କଲେ ଦୁର୍ବୃତ୍ତ। ମୃତକ ଜଣକ ହେଲେ ନଦା ଗ୍ରାମର ନାରାୟଣ ପାତ୍ର। ଏହି ଖବର...

ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ମାମଲା – ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୦୭ ମସିହାରେ ଯାଜପୁର ଜିଲ୍ଲାରେ ଆଦିବାସୀ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାର ବୁଧବାର ଶୁଣାଣି ହୋଇଛି। ଏହି ମାମଲାରେ ଯାଜପୁର ଜିଲ୍ଲା ସେସନ୍‌ କୋର୍ଟ ବୁଧବାର ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌...

କେମିତି ସୋସିଆଲ ମିଡିଆରେ ରହିବେ ସୁରକ୍ଷିତ? ଜାରି ହେଲା ଆଡଭାଇଜରି

ଓଡ଼ିଶାଲାଇଭ ବ୍ୟୁରୋ ଅନଲାଇନ ଠକେଇରୁ ବର୍ତ୍ତିବା ପାଇଁ ଆଡଭାଇଜରି ଜାରି କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ସୋସିଆଲ ମିଡିଆ ସେଫ୍ଟି , ସୁରକ୍ଷିତ ଏଟିଏମ ବ୍ୟବହାର, ଅନଲାଇନ ମନି ଟ୍ରାନ୍ସଫର, ପାସଓ୍ୱାର୍ଡ ହ୍ୟାକ, ଇଣ୍ଟରନେଟ ସେଫ୍ଟି...

କୋରାପୁଟ: ଗଞ୍ଜେଇ ମାଫିଆ କାବୁଲକୁ କାବୁ କଲା ପୋଲିସ

ଓଡ଼ିଶାଲାଇଭ ବ୍ୟୁରୋ ଜୟପୁର ପୋଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଚାଲାଣର ମାଷ୍ଟରମାଇଣ୍ଡ କାବୁଲ ଖରାକୁ ପୋଲିସ ଏନକାଉଣ୍ଟର କରି ଗିରଫ କରିଛି। ଅପରାଧୀ କାବୁଲର ଡାହାଣ ଗୋଡ଼ରେ ଗୁଳି ବାଜିଛି। କାବୁଲ ଖରାକୁ ଆଜି...

କୋରାପୁଟ: ସାମାନ୍ୟ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଓଡ଼ିଶାଲାଇଭ ବ୍ୟୁରୋ ସ୍ତ୍ରୀକୁ ଅତି ଜଘନ୍ୟ ଭାବେ ହତ୍ୟା କଲା ସ୍ୱାମୀ। କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଚିକାମ୍ବ ପଞ୍ଚାୟତରେ ଥିବା ବାଗ୍ରି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୋମବାର ରାତିରେ ବାଗ୍ରି ଗାଁର...

ଭୁବନେଶ୍ଵରରୁ ବିଦା ହେବେ ନିଶା ବେପାରୀ

ଓଡ଼ିଶାଲାଇଭ ବ୍ୟୁରୋ କମିସନରେଟ୍ ପୋଲିସ ଇତିହାସରେ ପ୍ରଥମ ଘଟଣା ଘଟିବାକୁ ଯାଉଛି। ପୋଲିସ ଆଇନ – ୨୦୦୩ର ଦଫା ୪୬ ମୁତାବକ ୩ଜଣ ଅଭ୍ୟାସଗତ ନିଶା ବେପାରୀଙ୍କୁ ସୀମା ବାହାରକୁ ପଠାଯିବ ବୋଲି ସୂଚନା...

ପଟ୍ଟନାୟିକିଆ ଛକରେ ଟ୍ରିପଲ ମର୍ଡର ଘଟଣା: ୬ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ ସମେତ ୬ ଜଣ ଗିରଫ ହୋଇଛନ୍ତି। ଗିରଫ...

ଆମ୍ଵୁଲାନ୍ସରୁ ଜବତ ହେଲା ୬୬୦ କେଜି ଗଞ୍ଜେଇ, ୧୦ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ଆମ୍ଵୁଲାନ୍ସରେ ରୋଗୀ ବଦଳରେ ହେଉଥିଲା ଗଞ୍ଜେଇ ଚାଲାଣ। ଏପରି ଏକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପୁର ଏଡପିଓ ସାଗରିକା ନାଥଙ୍କ ସହ...

ଟଙ୍କା ଲୁଟି ଫେରାର ହୋଇ ଯାଉଥିବା ବେଳେ ଲୁଟେରା ପକେଟରେ ଫୁଟିଲା ବୋମା

ଓଡ଼ିଶାଲାଇଭ ବ୍ୟୁରୋ ଯେ ପାଞ୍ଚେ ପରମନ୍ଦ ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଅର୍ଥାତ ଯିଏ ପରର ମନ୍ଦ ପାଞ୍ଚେ ତା କଥା ଭଗବାନ ହିଁ ବୁଝନ୍ତି। ଏମିତି ଏକ ଘଟଣା ଆଜି ଗଞ୍ଜାମ ଜିଲ୍ଲା...