ବାପାକୁ ଗୋଡ଼ାଇ ଟାଙ୍ଗିଆରେ ହାଣିଲା ପୁଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାନବିକତାର ସବୁ ସୀମା ପାର କଲା ପୁଅ। ସାମାନ୍ୟ ବଚସାରେ ଉତ୍କ୍ଷିପ୍ତ ହୋଇ ବାପାକୁ ଟାଙ୍ଗିଆରେ ହାଣିଦେଲା ପୁଅ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଧିନସ୍ଥ କେନ୍ଦୁପାଟିର ଝରାବାହଲ ପଡ଼ାରେ ବୁଧବାର...
ସୋର ବସ୍ଷ୍ଟାଣ୍ଡରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଜିଲ୍ଲା ଗଞ୍ଜେଇ କାରବାରର ଆଡ୍ଡାସ୍ଥଳୀ ପାଲଟିଲାଣି। ବୁଧବାର ବାଲେଶ୍ୱର ଜିଲ୍ଲା ସୋର ବସ୍ ଷ୍ଟାଣ୍ଡରୁ ୮୦ କିଲୋଗ୍ରାମର ଗଞ୍ଜେଇ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୬...
ଲଜ୍ଜା! ଖୋର୍ଦ୍ଧାରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲା ତାପଙ୍ଗରେ ଘଟିଛି ଏକ ଅମାନବୀୟ ଘଟଣା। ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ଯୁବତୀଜଣକ କଥା କହିପାରନ୍ତି ନାହିଁ। ଏ ବିଷୟରେ ଯୁବତୀଙ୍କ ମା' ଥାନା...
ପୁରୀ ବସ୍ ଷ୍ଟାଣ୍ଡରେ ନାବାଳିକାକୁ ଦୁଷ୍କର୍ମ – ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଦାୟୀ କିଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରା ବେଳେ ପୁରୀ ସହର କେତେ ସୁରକ୍ଷିତ? ଏହା ସୋମବାର ରାତିରେ ସ୍ପଷ୍ଟ ପ୍ରମାଣିତ ହୋଇଛି। ରଥଯାତ୍ରା ପାଇଁ ପୁରୀ ସହରରେ ପୋଲିସ ଛାଉଣୀ ହୋଇଥିବା ବେଳେ ଜଣେ ଆଦିବାସୀ ନାବାଳିକାକୁ...
ପୁରୀରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ – ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ
ଓଡ଼ିଶାଲାଇଭ ବ୍ୟୁରୋ
ପୁରୀରେ ବସ୍ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ଏବଂ କଂଗ୍ରେସ। ଏହି ଘଟଣାରେ ପୋଲିସ ବସ୍ ହେଲପରକୁ ଗିରଫ କରିଥିଲେ ମଧ୍ୟ ରାଜନୀତିରେ...
ଗୁଳି ଫୁଟାଇ ଡାକ୍ତରଙ୍କଠାରୁ ୫୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ-ଢେଙ୍କାନାଳ ହାଇୱେରେ ମଙ୍ଗଳବାର ଘଟିଛି ଏକ ବଡ଼ ଧରଣର ଲୁଟ୍। ଜମି କିଣିବାକୁ ଯାଉଥିବା ଜଣେ ହୋମିଓପ୍ୟାଥି ଡାକ୍ତରଙ୍କ କାର ଉପରକୁ ଗୁଳିକରି ଦୁର୍ବୃତ୍ତମାନେ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା...
ପୁରୀ: ବସ୍ରେ ନାବାଳିକାଙ୍କୁ ଦୁଷ୍କର୍ମ, ହେଲପର ଗିରଫ
ଓଡ଼ିଶାଲାଇଭ ବ୍ୟୁରୋ
ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ପୁରୀ ସହରରେ। ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୁକ୍ତ ବସ୍ ହେଲପରଙ୍କୁ ପୋଲିସ ଗିରଫ କରିଛି।
ସୋମବାର ରାତିରେ ଏକ ଏସି...
କର୍ମଚାରୀ ଥଇଥାନକୁ ନେଇ ନିର୍ତାର ନିର୍ଦ୍ଦେଶକଙ୍କୁ ଆକ୍ରମଣ, ୫ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ : ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା (ଏସ୍ଭିନିରତାର)ର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କୁ ଆକ୍ରମଣା ଘଟଣାରେ ଓଲଟପୁର ଥାନା ପୋଲିସ୍...
ସରକାରଙ୍କ ଦୁର୍ଘଟଣା ପ୍ୟାକେଜ – ଆହତଙ୍କୁ ୫୦ ହଜାର, ମୃତକଙ୍କୁ ୨ ଲକ୍ଷ
ଓଡ଼ିଶାଲାଇଭ ବ୍ୟୁରୋ
ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଅନେକ ଲୋକ ଆହତ ଏବଂ ମୃତ୍ୟୁ ମୁଖରେ ପଡୁଛନ୍ତି। ଆହତଙ୍କ ଚିକିତ୍ସା ଏବଂ ପ୍ରାଣ ହରାଉଥିବା ଲୋକଙ୍କ ପରିବାରବର୍ଗକୁ ସହାୟତା ରାଶି ଦେବା...
ପୁରୀରେ ବୋମା ମାଡ଼, ୭ ଆହତ
ଓଡ଼ିଶାଲାଇଭ ବ୍ୟୁରୋ
ରାଜନୈତିକ ଶତୃତାକୁ କେନ୍ଦ୍ର କରି ପୁରୀ କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ଟି ବୋମା ମାଡ଼ ମଧ୍ୟ ହୋଇଛି। ବୋମା ମାଡ଼ରେ ଉଭୟ ଗୋଷ୍ଠୀର...




















