ନିଖୋଜର ୧୦ ଦିନ ପରେ ମିଳିଲା ମୃତଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି: ପପେରମେଟଲା ଥାନା ଧୂଳିପୁଟ ପଞ୍ଚାୟତର କତାଦୁରୁ ଗ୍ରାମର ଚିତି ବାବୁ ଗତ ୨୧ ତାରିଖ ଦିନ ଚିତ୍ରକୋଣ୍ଡା ବ୍ୟାଙ୍କକୁ କାମରେ ଆସିଥିଲେ। ଭୀଷଣ ବର୍ଷା ହେବାରୁ ଆଉ ଘରକୁ ନଫେରି...

‘ପ୍ରତିଶୋଧ ନୁହେଁ, ୨ ଲକ୍ଷ ଟଙ୍କା ପାଇଁ ଦୁଇ ଜଣଙ୍କୁ ହତ୍ୟା କରିଛି ବବୁଆ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧାମନଗର ଡବଲ ମର୍ଡର ଉପରୁ ପରଦା ହଟାଇଛନ୍ତି ଭଦ୍ରକ ଏସ୍‌ପି ବାତ୍ତୁଲା ଗଙ୍ଗାଧର। ଟଙ୍କା ପାଇଁ ଅଭିଯୁକ୍ତ ବବୁଆ ଦୁଇ ଜଣଙ୍କୁ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଧାମନଗର ଡବଲ...

ଭଦ୍ରକ ଡବଲ୍ ମର୍ଡର – ‘ରବୀନ୍ଦ୍ର ପରିବାର ଉପରେ ପ୍ରତିଶୋଧ ନେଲା ଅଭିଯୁକ୍ତ ବବୁଆ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଦ୍ରକ ଜିଲ୍ଲା ଧାମନଗର ଡବଲ ମର୍ଡର ଘଟଣାରେ ଟୁଇଷ୍ଟ। ଅଭିଯୁକ୍ତ ବବୁଆ ଗିରଫ ହେବା ପରେ ପୂରା ପରିବାରକୁ କାହିଁକି ମାରିବାକୁ ଚାହୁଁଥିଲା ତାହା ସ୍ପଷ୍ଟ କରିଛି। "ମୁଁ ଯେତେବେଳେ ଛୋଟ ଥିଲି...

ଟିଟୋ ଲିଙ୍କ୍ – କେନ୍ଦ୍ରାପଡ଼ାରେ ଭିଜିଲାନ୍ସର ତନାଘନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଟିଟୋ ଲିଙ୍କ୍‌ ନେଇ ସରକାରୀ ଅଫସ୍‌ରେ ତନାଘନା କରୁଛି ଭିଜିଲାନ୍ସ। ବାଲିଘାଟ ଲିଜ୍ ଓ  କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପେଟ୍ରୋଲ ପମ୍ପ ନିର୍ମାଣ ଘଟଣାର ସରକାରି ଲିଙ୍କ୍ ଖୋଜୁଛି ଭିଜିଲାନ୍ସ। ଡେରାବିଶ, କେନ୍ଦ୍ରାପଡା...

ଭଦ୍ରକରେ ଚାଞ୍ଚଲ୍ୟ – ମା’କୁ ଶିଳପୁଆରେ ଛେଚି ମାରିଦେବା ପରେ ଝିଅକୁ ଦୁଷ୍କର୍ମ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି ଏକ ନୃଶଂସ ଘଟଣା। ରବିବାର ରାତିରେ ତଳସିଠା ଗାଁରେ ବାବୁଆ ମହାନ୍ତି ନାମକ ଜଣେ ଯୁବକ ଏବଂ ତାଙ୍କର କିଛି ସହଯୋଗୀ ମା'କୁ...

ଟିଟୋ ଲିଙ୍କ୍ – ବାପୁ ପରିଡ଼ାର ଆଉ ଦୁଇ ସହଯୋଗୀ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଟିଟୋ ସାମ୍ରାଜ୍ୟର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍। ଟିଟୋ ଲିଙ୍କ୍‌ରେ ୨୮ ତାରିଖରେ ପାରାଦୀପରୁ ଗିରଫ ହୋଇଥିବା ବାପୁ ପରିଡ଼ାର ଆଉ ଦୁଇ ଜଣ ସହଯୋଗୀଙ୍କୁ ଏସ୍‌ଟିଏଫ୍ ଗିରଫ କରି...

ଗ୍ୟାଙ୍ଗଷ୍ଟର ଟିଟୋର ଆଉ ଜଣେ ସହଯୋଗୀ ଗିରଫ, ବିଭିନ୍ନ ଥାନାରେ ରହିଛି ୨୮ଟି ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ସାମ୍ରାଜ୍ୟକୁ ଧୂଳିସାତ୍ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଜୋରଦାର ଉଦ୍ୟମ କରୁଛି। ଟିଟୋର ବେଆଇନ୍ ସମ୍ପତ୍ତିକୁ ଜବତ କରିବା ସହ ଜଣକ ପରେ ଜଣେ ସହଯୋଗୀଙ୍କୁ ଗିରଫ...

କିରୋସିନ୍ ଢାଳି ଦେହରେ ନିଆଁ ଲଗାଇ ଦେଲା ନାବାଳିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମାମୁ ଘରକୁ ବୁଲିବାକୁ ଆସିଥିବା ଭାଣେଜୀ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଛି। ଫଳରେ ତାର ମୃତ୍ୟୁ ଘଟିଛି। ଆତ୍ମହତ୍ୟାର କାରଣ...

ଆଉ ଜଣଙ୍କୁ ବାହା ହୋଇଗଲା ପ୍ରେମିକା, ପ୍ରତିଶୋଧ ପରାୟଣ ହୋଇ ତଣ୍ଟିକାଟି ଦେଲା ପ୍ରେମିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହାଘରର ୧୨ ଦିନ ପୂରିନି। ସ୍ୱାମୀ ସହିତ ବାପଘରକୁ ବୁଲିବାକୁ ଆସିଥିଲେ ନବବଧୂ। ହେଲେ ପ୍ରେମିକାକୁ ଜୀବନସାଥୀ କରି ନପାରିବାରୁ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକାର ତଣ୍ଟି କାଟି ଦେଇଛି ପ୍ରେମିକ। ଖାଲି...

ପୁଣି ଚାରି ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ଟିଟୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ଚାରି ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ଜୁଲାଇ ୩୦ରୁ ଅଗଷ୍ଟ ୩ ତାରିଖ ଯାଏଁ ଟିଟୋକୁ ରିମାଣ୍ଡରେ ନେବା ପାଇଁ ରାଜନଗର ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି...