ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କୁ ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ହତ୍ୟା ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ। ଏହି ଡବଲ ମର୍ଡର ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି...
ନୟାଗଡ଼: କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ କିଛି ବର୍ଷ ଧରି ବନ୍ୟପ୍ରାଣୀ ଛାଲ ଚାଲାଣ କରୁଥିବା ରାକେଟ ସକ୍ରିୟ ରହିଛନ୍ତି। ଏକ କଲାରାପତରିଆ ବାଘ ଛାଲ ଚାଲାଣ କରାଯାଉଥିବାବେଳେ ଶନିବାର ଦିନ...
ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ ମାମଲା: ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ଲାକମେଲ କରି ଟଙ୍କା ମାଗିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗ ହାଜର ହୋଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ। ଓଡ଼ିଆ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରି...
କୋରାପୁଟ: ନାବାଳକ ହତ୍ୟା ଅଭିଯୋଗରେ ୩ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଜଣେ ନାବାଳକକୁ ହତ୍ୟା କରି ପୋଖରୀରେ ଫୋପାଡ଼ିବା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ପୋଲିସ। ଏ ନେଇ ମଙ୍ଗଳବାର ଦିନ ଏକ...
ବେତନଟୀ ରେଞ୍ଜରେ ଆହତ ଦନ୍ତାହାତୀର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦା ବନଖଣ୍ଡ ଅନ୍ତର୍ଗତ ବେତନଟୀ ରେଞ୍ଜରେ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି। ରବିବାର ଦିନ ଏହି ଆହତ ଦନ୍ତାହାତୀଟିକୁ ଓୟୁଏଟିର ଡାକ୍ତର ଦଳ ଟ୍ରାଙ୍କୁଲାଇଜର ଦ୍ୱାରା ନିସ୍ତେଜ...
ଓଆରଏଚଡିସି ଋଣ ମାମଲା: ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ଋଣ ମାମଲାରେ କଟକ ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ ଏବଂ ପୂର୍ବତନ ଆଇଏଏସ...
କୋରାପୁଟ କୁଲାରସିଂ ନଦୀ ଘାଟରୁ ଦୁଇ କୁଇଣ୍ଟାଲ ଚନ୍ଦନକାଠ ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଆଇନ ଭାବେ ଚାଲାଣ କରାଯାଉଥିବା ପ୍ରାୟ ଦୁଇ କୁଇଣ୍ଟାଲ ଚନ୍ଦନ କାଠ ଜବତ କରିଛି କୋରାପୁଟ ଜିଲ୍ଲା ପାଡୁଆ ପୋଲିସ। ଜବତ ଚନ୍ଦନ କାଠର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ...
ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ବୈପାରୀଗୁଡ଼ା ତହସିଲର ବରିଷ୍ଠ କିରାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟ ନାରାୟଣ ଦଳାଇ। ଜଣେ ମହିଳା ହିତାଧିକାରୀଙ୍କ ଡଙ୍ଗର ଜମି ପଟ୍ଟାକୁ...
ଚାଲାଣ ବେଳେ ଜାନିଗୁଡ଼ା ନିକଟରୁ ୧୫୦ କେଜିର ଚନ୍ଦନ କାଠ ଜବତ କଲା ସେମିଳିଗୁଡ଼ା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ରପ୍ରଦେଶର ଆରକୁ ବନାଞ୍ଚଳରୁ କେରଳକୁ ଚୋରାରେ ଚାଲାଣ କରାଯାଉଥିବା ଚନ୍ଦନ କାଠକୁ ଜବତ କରିଛି ସେମିଳିଗୁଡ଼ା ପୋଲିସ। ପ୍ରାୟ ୧୩୦ କେଜି ଚନ୍ଦନ...
ମନି ଲଣ୍ଡ୍ରିଂ ମାମଲା: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଅନ୍ତରୀଣ ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ମହାଠକ କୁହାଯାଉଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅନ୍ତରୀଣ ଜାମିନ ମିଳିଛି। ୨୦୦ କୋଟି ଅର୍ଥ ହଡପ ମାମଲାରେ ବଲିଉଡ ଅଭିନେତ୍ରୀ...





















