ସଂଗ୍ରାମଠୁ ହାଇଦର – ୧୬ ବର୍ଷରେ ଓଡ଼ିଶାର ୫ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟର

ଅଭିପ୍‌ସା ବରାଳ ଗ୍ୟାଙ୍ଗଷ୍ଟର ହାଇଦର ପୂର୍ବରୁ ଓଡ଼ିଶାରେ ଅନେକ ଦୁର୍ଦ୍ଦାନ୍ତ ଅପରାଧୀ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଦିନେ ସେହି ଅପରାଧୀମାନଙ୍କ ନାଁ ଶୁଣି ଅଞ୍ଚଳବାସୀ ଭୟରେ ଥରି ଉଠୁଥିଲେ। ଶେଷରେ ସେମାନଙ୍କର ବି...

ହାଇଦର ଏନ୍‌କାଉଣ୍ଟର – ସରକାରଙ୍କୁ ଜବାବ ମାଗିଲେ ଓଡ଼ିଶା ମାନବ ଅଧିକାର କମିସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ୟାଙ୍ଗଷ୍ଟର୍ ହାଇଦର୍ ଏନକାଉଣ୍ଟର୍ ଘଟଣାରେ ସରକାରଙ୍କୁ ଜବାବ ମାଗିଛନ୍ତି ଓଡ଼ିଶା ମାନବ ଅଧିକାର କମିସନ। ଗଣମାଧ୍ୟମର ରିପୋର୍ଟକୁ ଭିତ୍ତି କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ତଲବ କରିବା ପାଇଁ...

ପୋଲିସ ହାତରୁ ଖସିଯିବାକୁ ଚେଷ୍ଟା ବେଳେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁଖ୍ୟାତ ଅପରାଧୀ ହାଇଦରକୁ ପୋଲିସ ଏନକାଉଣ୍ଟର କରିଛି। ବାରିପଦା ନିକଟରେ ତାକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। କଟକ ଡିସିପି ପ୍ରତୀକ ସିଂହଙ୍କ ସୂଚନା ଅନୁସାରେ ହାଇଦରର ପେଟରେ ଗୁଳି ବାଜିଛି।...

ପେଗାସସ ବିବାଦ – କ’ଣ ଓ କାହିଁକି?

ଓଡ଼ିଶାଲାଇଭ୍ ବ୍ୟୁରୋ ପେଗାସସ ସ୍ପାଇୱେରକୁ ନେଇ ଗତ କିଛି ଦିନ ହେବ ଦେଶରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି ଏବଂ ଏହାକୁ ନେଇ ରାଜନୀତି ମହଲରେ ହଇଚଇ ଖେଳି ଯାଇଛି। ବହୁ ରାଜନେତା,...

ଭୀମଟାଙ୍ଗୀ ପ୍ରିୟଙ୍କା ହତ୍ୟାକାଣ୍ଡର ରହସ୍ୟ ଖୋଲୁଛି ଜଗନ୍ନାଥଙ୍କ ହ୍ଵାଟ୍ସଆପ୍ ଚାଟ୍ – ପ୍ରତିଶୋଧ ପାଇଁ ହତ୍ୟା!

ଓଡ଼ିଶାଲାଇଭ୍ ବ୍ୟୁରୋ ଭୀମଟାଙ୍ଗୀ ପ୍ରିୟଙ୍କା ହତ୍ୟା ମାମଲାରେ ନୂଆ ଟ୍ଵିଷ୍ଟ ଆଣିଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ହ୍ଵାଟ୍ସଆପ୍ ଚାଟ୍। ଘଟଣାର ଖିଅ ଖୋଜିବାକୁ ପୋଲିସ ଚଳାଇଛି ତନାଘନା। "ବାପା, ମାଆ, ବଡ଼ଭାଇ, ଭାଉଜ ଆଉ ମୋର...

ଭୁବନେଶ୍ଵର ଭୀମଟାଙ୍ଗୀ ହତ୍ୟାକାଣ୍ଡ – ଘଟଣା ପଛର ମାଷ୍ଟମାଇଣ୍ଡକୁ ଖୋଜୁଛି ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ସୋମବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଭୀମଟାଙ୍ଗୀସ୍ଥିତ ହାଉସିଂ ବୋର୍ଡ କଲୋନୀର ଏକ ଘର ଭିତରୁ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରିଛି...

କୋରାପୁଟ: ପାରିବାରିକ କଳହରୁ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ ପାରିବାରିକ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ୭ ବର୍ଷର ଶିଶୁ କନ୍ୟା ସମ୍ମୁଖରେ ନିଜ...

ଜୟପୁରକୁ ଅପରାଧମୁକ୍ତ କରିବା ପାଇଁ ପୋଲିସର ପଦକ୍ଷେପ – ୮ଟି ମାମଲାରେ ୧୬ ଜଣ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲାର ଜୟପୁର ସହର ଓ ଗ୍ରାମାଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ଏବଂ ଲୁଟ୍‌ ଭଳି ଅପରାଧ ବଢ଼ିବାରେ ଲାଗିଛି। ଏଣୁ ଜୟପୁରକୁ ଅପରାଧମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି...

ନୟାଗଡ଼ : ଦୋକାନୀଙ୍କୁ ଖେଳନା ବନ୍ଧୁକ ଦେଖାଇ ଯୁବକ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ ଜଣେ ବ୍ୟବସାୟୀଙ୍କୁ ଖେଳନା ବନ୍ଧୁକ ଦେଖାଇ ଡରାଇଥିବା ଯୁବକକୁ ବୁଧବାର ପୋଲିସ ଗିରଫ କରିଛି। ଗିରଫ ଯୁବକଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଜିତେନ୍ଦ୍ର କୁମାର ନାୟକ। ଲକ୍‌ଡାଉନ୍...

ସୋସିଆଲ ମିଡିଆ ବିଜ୍ଞାପନରୁ ଅର୍ଡର କରୁଛନ୍ତି କି? – ହୋମ୍ ଡେଲିଭରି ନାଁରେ ଟଙ୍କା ଲୁଟୁଛନ୍ତି ସାଇବର ଅପରାଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆସୁଥିବା ବିଜ୍ଞାପନରୁ ଅର୍ଡର କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସତର୍କ। କାହିଁକି ନା ସାଇବର ଅପରାଧୀମାନେ ଏବେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ...