ଗିରଫ ହେଲେ ମୋଟୁ ଥାନା ଆଇଆଇସି – ବାସଭବନରୁ ମିଳିଲା ୨୪ ଲକ୍ଷରୁ ଅଧିକ ଟଙ୍କାର ସେଲ ଡିଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ ହୋଇଛନ୍ତି। ଏନେଇ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି। ସେ ବୁଧବାର ନଖରାସ୍ଥିତ ଘରକୁ ଫେରୁଥିବା ସମୟରେ...

ଡିଆରଡିଓ ତଥ୍ୟ ଲିକ ଘଟଣା –  ଅଭିଯୁକ୍ତଙ୍କ ନିକଟକୁ ଦୁବାଇରୁ ଆସୁଥିଲା ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵରସ୍ଥିତ ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଲିକ ଘଟଣାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରୁଥିବାବେଳେ କ୍ରାଇମବ୍ରାଞ୍ଚକୁ...

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା – କଟକରେ ୫ ଅଭିଯୁକ୍ତଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଗୋପନୀୟ ତଥ୍ୟ ଲିକ୍‌ ଘଟଣାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ଅଧିକ ଜେରା କରିବା ପାଇଁ ୭ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର...

ଲୁଟିବାର ଆଉ ଏକ ଉପାୟ ‘ସିମ୍ କାର୍ଡ ସ୍ଵାପିଂ’

ଓଡ଼ିଶାଲାଇଭ୍ ବ୍ୟୁରୋ ଲୁଟେରାମାନେ ଭିନ୍ନ ଭିନ୍ନ ଉପାୟରେ ଲୁଟ୍ କରିଥାନ୍ତି। କେତେବେଳେ ଓଟିପି ଜରିଆରେ ତ' ପୁଣି କେତେବେଳେ ଫୋନ କରି ବିଭିନ୍ନ ଉପହାର ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା...

ମୁମ୍ବାଇରେ ନିର୍ଭୟା ହତ୍ୟାକାଣ୍ଡର ପୁନରାବୃତ୍ତି – ଆଖି ବୁଜିଲେ ୩୨ ବର୍ଷୀୟା ପୀଡ଼ିତା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇର ସାଇନିକା ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଦିଲ୍ଲୀର ନିର୍ଭୟା ହତ୍ୟାକାଣ୍ଡର ଘଟଣା ଭଳି ଏହି...

ଚିଟଫଣ୍ଡ ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡ଼ିଶା ସିଆଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରୟଣ ପାଢ଼ୀ): ଓଡ଼ିଶାରେ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଆନ୍ଧ୍ର ପ୍ରଦେଶ ନେତା। ଅଭିଯୁକ୍ତ ଜଣକ ହେଲେ ଆନ୍ଧ୍ରର ପୂର୍ବତନ ବିଧାୟକ ତଥା ବିଶାଖାପାଟଣା ପଶ୍ଚିମ ଜୋନ...

ପାରଳାଖେୁମଣ୍ଡି ଏସିଏଫ୍ ମୃତ୍ୟୁ ମାମଲା – ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ଦେଢ଼ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର କୌଣସି ସଠିକ୍ କାରଣ...

ଭୁବନେଶ୍ଵର ଫାର୍ମ ହାଉସରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର ନନ୍ଦନକାନନ ଥାନା ନିକଟ ଏକ ଫାର୍ମ ହାଉସରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ନନ୍ଦନକାନନ ପୋଲିସ। ଯୁବତୀ ଜଣଙ୍କ ନୟାଗଡ଼ ଜିଲ୍ଲାର ହୋଇଥିବାବେଳେ ତାଙ୍କ ବାପା ଏକ...

ଆନ୍ଧ୍ରପ୍ରଦେଶ ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ୬ ମାଓବାଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ର-ଓଡ଼ିଶା ସ୍ୱତନ୍ତ୍ର ଜୋନ୍ କମିଟିର ୬ ଜଣ କ୍ୟାଡର ମାଓବାଦୀ ଆନ୍ଧ୍ରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଗୌତମ ସ୍ୱାଙ୍ଗଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ...

ଏମ୍ସରେ ଭର୍ତ୍ତି ହେଲା ଗ୍ୟାଙ୍ଗଷ୍ଟର ଛୋଟା ରାଜନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଦିଲ୍ଲୀ ସ୍ଥିତି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପେଟରେ ଯନ୍ତ୍ରଣା କାରଣରୁ ସେଠାରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତା’ର ଚିକିତ୍ସା କରୁଛନ୍ତି। ନିକଟରେ ସେ କରୋନାରୁ...