ନୟାଗଡ଼ : ଦୋକାନୀଙ୍କୁ ଖେଳନା ବନ୍ଧୁକ ଦେଖାଇ ଯୁବକ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ ଜଣେ ବ୍ୟବସାୟୀଙ୍କୁ ଖେଳନା ବନ୍ଧୁକ ଦେଖାଇ ଡରାଇଥିବା ଯୁବକକୁ ବୁଧବାର ପୋଲିସ ଗିରଫ କରିଛି। ଗିରଫ ଯୁବକଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଜିତେନ୍ଦ୍ର କୁମାର ନାୟକ। ଲକ୍‌ଡାଉନ୍...

ସୋସିଆଲ ମିଡିଆ ବିଜ୍ଞାପନରୁ ଅର୍ଡର କରୁଛନ୍ତି କି? – ହୋମ୍ ଡେଲିଭରି ନାଁରେ ଟଙ୍କା ଲୁଟୁଛନ୍ତି ସାଇବର ଅପରାଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆସୁଥିବା ବିଜ୍ଞାପନରୁ ଅର୍ଡର କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସତର୍କ। କାହିଁକି ନା ସାଇବର ଅପରାଧୀମାନେ ଏବେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ...

ବଲାଙ୍ଗୀରରେ ବନ୍ଧୁକଧାରୀ ଯୁବକର ହାଇଡ୍ରାମା – ୫ ଘଣ୍ଟାରେ କାବୁ କଲା ପୋଲିସ, ଘଟଣା ପଛରେ ପ୍ରେମ ସମ୍ପର୍କ...

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗୀର ସହରରେ ମଙ୍ଗଳବାର ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ଶାନ୍ତିପଡ଼ା ଅଞ୍ଚଳର ଦିବ୍ୟଲୋଚନ ହୋତାଙ୍କ ଘରେ ଆଜି ସକାଳେ ଜଣେ ଯୁବକ ପଶି ବନ୍ଧୁକ ଦେଖାଇ ପୂରା ପରିବାରକୁ ବନ୍ଧକ ବନାଇଦେଇଥିଲେ।...

କେନ୍ଦ୍ରାପଡ଼ାର ଜଣେ ଡାକ୍ତରଙ୍କଠାରୁ ସାଇବର ଅପରାଧୀ ଠକିନେଲେ ସାଢ଼େ ୧୦ ଲକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାଳରେ ସାଇବର ଠକମାନଙ୍କ ଦୌରାତ୍ମ୍ୟ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଏବେ ପୁଣି ଜଣେ ଡାକ୍ତର ସାଇବର ଅପରାଧର ଶିକାର ହୋଇଛନ୍ତି। କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଡାକ୍ତର ବାଦଲ...

କୋରାପୁଟ: ପଣସ ବୋଝେଇ ଟ୍ରକରୁ ଏକ କୋଟିର ଗଞ୍ଜେଇ ଜବତ, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ଜଳାପୁଟ ଅଞ୍ଚଳରୁ ଏକ ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ଉକ୍ତ ଟ୍ରକରେ ଅଭିନଵ ଉପାୟରେ ପ୍ରାୟ ୧କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା।...

‘ଅପରେସନ ହାଇଦର’ – ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ କେମିତି ଜାଲ ବିଛାଇଥିଲା ପୋଲିସ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଅପରେସନ ହାଇଦର' ସଫଳ – ତେଲାଙ୍ଗାନାରୁ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିଲା କମିସନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌। ଏପ୍ରିଲ ୧୦ରେ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଯିବା ପରେ ପୋଲିସର ନିଦ ହଜିଯାଇଥିଲା।...

ପୋଲିସ ଆଖିରେ ଧୂଳି ଦେଇ ଖସିଗଲା ହାଇଦର – ୫ଦିନ ପରେବି ମିଳୁନି ପତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ କୁଖ୍ୟାତ ଅପରାଧୀ ହାଇଦର ଫେରାର୍ ଘଟଣାକୁ ୫ ଦିନ। ଏପର୍ଯ୍ୟନ୍ତ ଟେର୍ ପାଉନି ପୋଲିସ। ଜମ୍ବୁରୁ ବାଂଲାଦେଶ ଯାଇଥିବା ସନ୍ଦେହ। କୁଖ୍ୟାତ ଅପରାଧୀ ହାଇଦର୍ ଫେରାର ଘଟଣାକୁ ଏତେ ଦିନ ବିତିଯାଇଥିଲେ ସୁଦ୍ଧା...

ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ୍ ଖାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମାଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ହାଇଦରକୁ ଖୋଜିବା ପାଇଁ ପୋଲିସ ଚେଷ୍ଟା ଚଳାଇଥିବା ବେଳେ ସୋମବାର ତାର ସହଯୋଗୀ ୟାକୁବ୍ ଖାଁ...

ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ – ୧୩ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କମିସନରେଟ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ୧୩ ବର୍ଷ ତଳର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।...

ଜୟପୁରରୁ ସମ୍ଵଲପୁରକୁ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି – ଅଧାବାଟରୁ ଗିରଫ କଲା ନବରଙ୍ଗପୁର ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରଙ୍ଗ ପାତ୍ର): ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ। ଏମାନେ ଜୟପୁରରୁ ସମ୍ଵଲପୁରକୁ ଗଞ୍ଜେଇ ଚାଲାଣ କରୁଥିଲେ। ପୋଲିସ ସେମାନଙ୍କଠାରୁ ୨୬ କିଲୋ...