ନୟାଗଡ଼ ‘ପରୀ’ ମୃତ୍ୟୁକୁ ନେଇ ବିଧାନସଭା ହୁଲସ୍ତୁଲ୍ – ବାଚସ୍ପତିଙ୍କ ରୁଲିଂ ଜାରି, କାଲି ଉତ୍ତର ରଖିବେ ଗୃହ...

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ରେ ୫ ବର୍ଷର ଝିଅ ପରୀର ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ। ନୟାଗଡ଼ରେ ୫ ବର୍ଷ ଝିଅ ପରୀର ମୃତ୍ୟୁ ପ୍ରସଙ୍ଗକୁ ନେଇ ମଙ୍ଗଳବାର ହୁଲସ୍ତୁଲ୍ ହୋଇଛି ବିଧାନସଭା। ବିରୋଧୀମାନେ ଏହି...

କଟକ ଫାଇନାନ୍ସ କମ୍ପାନିରୁ ସୁନା ଲୁଟ୍‌ ଘଟଣା – ଛଅ ଦିନରେ ପରଦା ହଟାଇଲା କମିସନରେଟ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଫାଇନାନ୍ସ କମ୍ପାନିରୁ ସୁନା ଲୁଟ୍‌ ଘଟଣାରେ କମ୍ପାନିର ଜଣେ କର୍ମଚାରୀ ହିଁ ମାଷ୍ଟରମାଇଣ୍ଡ ଥିଲେ। କଟକ ଫାଇନାନ୍ସ କମ୍ପାନି ସୁନା ଗହଣା ଲୁଟ୍‌ ଘଟଣାରେ କମିସନରେଟ ପୋଲିସକୁ ମିଳିଛି ସଫଳତା। ଲୁଟ୍‌ର...

ରାୟଗଡ଼ା: ୩ ଚୋରା ବାଇକ୍ ଉଦ୍ଧାର, ୨ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରର ସାଇପ୍ରିୟା ନଗର, ଲାଏନ୍ସ କ୍ଲବ ଓ ମେନ୍ ରୋଡ୍ ଅଞ୍ଚଳରୁ ଚୋରି ହୋଇଥିବା ୩ଟି ବାଇକ୍‌କୁ ଉଦ୍ଧାର କରିଛି ରାୟଗଡ଼ା ଥାନା ପୋଲିସ।...

ଜୟପୁର: ମିନିଟ୍ରକ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ     

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି। ଶୁକ୍ରବାର ଜୟପୁର ସଦର ପୋଲିସ ପାତ୍ରପୁଟ ବ୍ରିଜ୍ ନିକଟରେ ଚଢ଼ାଉ କରି ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି।...

ବିଧାନସଭାରେ ‘ହାଜତ ମୃତ୍ୟୁ’ ତାତି – ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ରାସ୍ତାକୁ ଓହ୍ଲାଇଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ନେଇ ଆଜି ଉଠିଛି ପଡ଼ିଛି ବିଧାନସଭା। ବିରୋଧୀମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହିତ ରାଜ୍ୟ ସରକାରଙ୍କୁ ଏହି ଘଟଣାରେ ଟାର୍ଗେଟ...
cuttack loot 1

କଟକ ଆଇଆଇଏଫ୍ଏଲ୍ ଫାଇନାନ୍ସରେ ଡକାୟତି, ବନ୍ଧୁକ ଦେଖାଇ ଲୁଟିନେଲେ ୧୨ କୋଟିର ସୁନା

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାସଡ଼କ ଆଇଆଇଏଫ୍ଏଲ୍ ଫାଇନାନ୍ସରେ ସଶସ୍ତ୍ର ଡକାୟତି ଦିନ ଦ୍ଵିପହରେ ବନ୍ଧୁକ ଦେଖାଇ ନେଇଗଲେ ୪ ମୁଖାପିନ୍ଧା ଲୁଟେରା ରହସ୍ୟ ଘେରରେ ଆଲାର୍ମ, ସିସିଟିଭି, ସୁରକ୍ଷା ବ୍ୟବସ୍ଥା କଟକ ସହରରେ ଗୁରୁବାର ଏକ...

ରାଜଧାନୀର ବସ୍ ଲୁଟେରା, ଚୋରି କଲାଣି ଡଜନେ ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ କୁଖ୍ୟାତ ବସ୍ ଲୁଟେରା ଜ୍ଞାନରଞ୍ଜନ ସାହୁ ପୁଣି ଏକ ବସ୍ ଚୋରି ଘଟଣାରେ ଚର୍ଚ୍ଚାକୁ ଆସିଛି। କିଛିଦିନ ପୂର୍ବେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବସ୍ ଚୋରିକରି କମିସନରେଟ ପୋଲିସକୁ ନାକେଦମ କରିଥିବା କୁଖ୍ୟାତ ବସ୍...

ଅନଲାଇନ ଗେମରୁ ଯୁବ ବ୍ୟବସାୟୀଙ୍କୁ ହତ୍ୟା, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: ଅନଲାଇନ୍ ଗେମ୍ ଖେଳି ଟଙ୍କା ବାକି ଆଉ ଏହାପରେ ଟଙ୍କା ନଶୁଝି ପାରିବାରୁ ଯୁବ ବ୍ୟବସାୟୀଙ୍କୁ ହତ୍ୟା। କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍...

ଆଦିତ୍ୟ ଦାସଙ୍କ ହତ୍ୟାର କୌଣସି ପ୍ରମାଣ ପାଇନି କ୍ରାଇମବ୍ରାଞ୍ଚ – ହାଇକୋର୍ଟରେ ଦାଖଲ କଲା ସତ୍ୟପାଠ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦିତ୍ୟ ଦାସଙ୍କ ହତ୍ୟା ନେଇ କ୍ରାଇମବ୍ରାଞ୍ଚକୁ ଏଯାବତ କୌଣସି ପ୍ରମାଣ ମିଳିନି। କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଚର୍ଚ୍ଚାକୁ ଫେରିଛି ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା। କ୍ରାଇମବ୍ରାଞ୍ଚ ଏନେଇ...

ରାୟଗଡ଼ା: ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ରାୟଗଡ଼ା ପୋଲିସ ଶନିବାର ଆମ୍ବାଗୁଡ଼ା ଛକରେ ଏକ ଟ୍ରକ ଉପରେ ଚଢ଼ାଉ କରି ୧୦ କ୍ଵିଣ୍ଟାଲରୁ...