ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା – ନ୍ୟାୟ ପାଇଁ ଏସ୍‍ପିଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। କିନ୍ତୁ ବିବାହ କରିବାକୁ ଜିଦ୍ କରିବାରୁ ପ୍ରତାରଣା କଲେ ପ୍ରେମିକ। ଏଭଳି ଏକ...

ଭୁଜାଲିରେ ଆକ୍ରମଣ କରି ଡକାୟତି ଘଟଣା – କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନେତୃତ୍ଵରେ ଉଚ୍ଚସ୍ତରୀୟ ତଦନ୍ତ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କୁସୁନୁପୁର ଗାଁରେ ଗତକାଲି ରାତିରେ ହୋଇଥିବା ଡକାୟତି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନେତୃତ୍ଵରେ ତଦନ୍ତ ଚାଲିଛି।...

କେନ୍ଦ୍ରାପଡ଼ାରେ ମା-ଝିଅଙ୍କ ମୃତ୍ୟୁ ଘଟଣା – ହତ୍ୟାକାରୀଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ଧାରଣା

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ମାଣପଡ଼ା ଗାଁର ପ୍ରମିଳା ନାଥ ଓ ତାଙ୍କ ଝିଅ ବଡ଼ ଝିଅଙ୍କ ମୃତଦେହ ମିଳିବା ଘଟଣାରେ ଆଜି ନୂଆ ମୋଡ଼ ଆସିଛି।...

ଘରେ ପଶି ଲୁଟି ନେଲେ ସୁନା ଓ ଟଙ୍କା, ଡକାୟତଙ୍କ ଭୁଜାଲି ଚୋଟରେ ଦମ୍ପତି ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନୁପୁର ଗାଁରେ ରବିବାର ରାତିରେ ବଡ଼ ଧରଣର ଡକାୟତି ହୋଇଛି। ଡକାୟତମାନେ ଗାଁର ଦୁଇ ଜଣଙ୍କ ଘରେ ପଶି କଳାକନା...

କେନ୍ଦ୍ରାପଡ଼ା: ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରୁ ମିଳିଲା ମା’-ଝିଅଙ୍କ ମୃତଦେହ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମହୁଲିଆ ପଞ୍ଚାୟତର ମାଣପଡ଼ା ଗାଁରେ ଏଭଳି ଏକ ଅଭାବନୀୟ...

କୋରାପୁଟ: କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର କରିଗୁଡ଼ା ଛକ ନିକଟରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ସେମିଳିଗୁଡ଼ା ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ...

ପେଟିଏମ୍‌ କେୱାଇସି ନାଁରେ ଠକେଇ: ଜାଣନ୍ତୁ କେମିତି ଜାଲ ବିଛାଇଛନ୍ତି ଫେକ୍ କଷ୍ଟମର କେୟାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍‌ଲାଇନ୍‌ ଅର୍ଥ କାରବାର ବେଳେ ଗ୍ରାହକଙ୍କୁ ଆଜିକାଲି ବିଭିନ୍ନ ପ୍ରକାର ଡର ଓ ଆଶଙ୍କା ଲାଗି ରହୁଛି। ଅନ୍‌ଲାଇନ୍‌ ଠକମାନେ ବିଭିନ୍ନ ଉପାୟରେ ସେମାନଙ୍କୁ ଠକିବାରେ ଲାଗିଛନ୍ତି। ସାଧାରଣ ଲୋକେ ଯେଉଁମାନେ...

ନୟାଗଡ଼: ପାଟ୍ରୋଲିଂ ବେଳେ ଚୋରା କାଠ ଓ ବାରହା ମାଂସ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ରାତିରେ ନୟାଗଡ଼ ଜିଲ୍ଲା ବାଇଶପଲ୍ଲୀ ଅଭୟାରଣ୍ୟ ହାତୀପଲ କରିଡରରେ ପାଟ୍ରୋଲିଂ ଚାଲିଥିବା ସମୟରେ ଚୋରା ଶାଳ କାଠଗଣ୍ଡି ଜବତ ହୋଇଛି। ବନ ବିଭାଗ କର୍ମଚାରୀମାନେ ଦୁଇଟି ସ୍ଥାନରୁ ୯ଟି କାଠଗଣ୍ଡି...

କେନ୍ଦ୍ରାପଡ଼ା: ୧୫୦ ଲିଟର ବିଦେଶୀ ମଦ ଜବତ, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଉପାନ୍ତ ଅଞ୍ଚଳ ବତୀଘର ପଞ୍ଚାୟତ ଅଧୀନରେ ଥିବା ବରକୋଳିଖଳା ଗାଁରୁ ୧୫୦ ଲିଟର ବିଦେଶୀ ମଦ ଜବତ କରିଛି ଜମ୍ବୁ ସାମୂଦ୍ରିକ...

କେନ୍ଦ୍ରପଡ଼ା: ଶ୍ରମିକ ଚାଲାଣ ମାମଲାରେ ୫ ଦଲାଲଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବନ୍ଧାହେଲେ ୫ ଶ୍ରମିକ ଦଲାଲ୍। ଉଚ୍ଚ ଦରମାରେ ଚାକିରିର ପ୍ରଲୋଭନ ଦେଖାଇ ବେଆଇନ ଭାବେ ଶ୍ରମିକ ଚାଲାଣ କରିବା ଏବଂ କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ରବିବାର...