ଆଦିତ୍ୟ ଦାଶ ମୃତ୍ୟୁ ମାମଲା – ପତ୍ନୀ ବିଦ୍ୟାଶ୍ରୀଙ୍କ ବିରୋଧରେ ଏତଲା କଲେ ପ୍ରେମିକା ଚିନ୍ମୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପୁଣି ଆସିଛି ଏକ ନୂଆ ମୋଡ଼। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି ଚିନ୍ମୟୀ। ବାଲେଶ୍ୱରର ଖଇରା ଥାନାରେ ଏନେଇ ଆଦିତ୍ୟଙ୍କ...

ଉତ୍ତର-ପଶ୍ଚିମ ଦିଲ୍ଲୀରୁ ୨ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ପୋଲିସକୁ ମିଳିଲା ବଡ଼ ସଫଳତା। ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଧରାପଡ଼ିଛନ୍ତି ଦୁଇ ବାବର ଖାଲସା ଆତଙ୍କବାଦୀ। ଗିରଫ ଦୁଇ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି। ଉଭୟଙ୍କ ବିରୁଦ୍ଧରେ...

ଖୋର୍ଦ୍ଧା: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ମଦନପୁର ପଞ୍ଚାୟତର ଦେଉଳିଆପଣା ଗ୍ରାମରେ ଗତକାଲି ଏକ ଅଘଟଣ ଘଟିଛି। ଗ୍ରାମର ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।...

ଅନୁଭବଙ୍କୁ କାଠଗଡ଼ାକୁ ଟାଣିଲେ ବର୍ଷା, ପାରିବାରିକ ହିଂସା ନେଇ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କରି କୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ ହିଂସା ନିରୋଧ ଆଇନ୍ ଅନୁଯାୟୀ ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର...

ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ଏନ୍‌ସିବି

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମୁଖ୍ୟ ସନ୍ଦିଗ୍ଧ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ। ଡ୍ରଗ୍ସ ଲିଙ୍କ ଅଭିଯୋଗରେ ସୌଭିକଙ୍କୁ ଏନ୍‌ସିବି ଗିରଫ...

ଆଇଟିଡିଏ ଅଫିସରଙ୍କୁ ମାଡ଼ ମାରିବା ଘଟଣା, ବାରିପଦା ବିଧାୟକଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଟିଡିଏ ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ୍। ବାରିପଦା ପୋଲିସ୍ ବିଧାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ...

ପ୍ରଧାନମନ୍ତ୍ରୀଙ୍କୁ ଧମକ ପ୍ରସଙ୍ଗ: ସାଲେପୁର ଯୁବକକୁ ୪ ଦିନ ରିମାଣ୍ଡରେ ନେଲା ୟୁପି ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସୋସିଆଲ ମିଡିଆରେ ଧମକ ଦେବା ପ୍ରସଙ୍ଗରେ ଅଭିଯୁକ୍ତକୁ ଆଜି ରିମାଣ୍ଡରେ ନେଇଛି ଉତ୍ତରପ୍ରଦେଶ ପୋଲିସ। ସାଲେପୁର ଜେଏମଏଫସି କୋର୍ଟ ପକ୍ଷରୁ...

ଆଦିତ୍ୟଙ୍କୁ ରହସ୍ୟମୟୀ ଯୁବତୀ ଜଣକ ବ୍ଲାକମେଲ କରିବା ସହ ଧମକ ଦେଇଥିଲେ – ବିଦ୍ୟାଶ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଏବେ ଗୋଟିଏ ପରେ ଗୋଟିଏ ବଡ଼ ଖୁଲାସା ହେବାରେ ଲାଗିଛି। କିଛି ଦିନ ତଳେ ଆଦିତ୍ୟଙ୍କ ବାପା ତାଙ୍କ ପୁଅର ମୃତ୍ୟୁ ପଛରେ ଜଣେ...
aditya-dash-1

“ନିର୍ବନ୍ଧ ଦିନ ଆଦିତ୍ୟଙ୍କୁ ଜୀବନରୁ ମାରିଦେବାକୁ ଜଣେ ଯୁବତୀ ଦେଇଥିଲେ ଧମକ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଦିତ୍ୟ ମୃତ୍ୟ ମାମଲାରେ ନୂଆ ମୋଡ଼  ଆଦିତ୍ୟଙ୍କ ମା’ ଆଣିଲେ ସାଙ୍ଘାତିକ ଅଭିଯୋଗ କହିଲେ,‘‘ପୁଅର ମୃତ୍ୟୁ ପଛରେ ଅଛି ଜଣେ ଯୁବତୀଙ୍କ ହାତ’’ ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ...

କେନ୍ଦ୍ରାପଡ଼ା: ବସ୍ ଧକ୍କାରେ ସ୍କୁଟି ଚାଳକ ମୃତ, ଉତ୍ତ୍ୟକ୍ତ ଲୋକେ ପୋଡ଼ିଦେଲେ ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବସ୍ ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଚଣ୍ଡିଖୋଲ-ପାରାଦ୍ଵୀପ ୫(କ) ନମ୍ବର ଜାତୀୟ ରାଜପଥର ହଳଦିଆ ଗଡ଼ା ନିକଟରେ। ଘଟଣାସ୍ଥଳରେ...