କେନ୍ଦ୍ରାପଡ଼ା: ଧାନ ବିଲରୁ ୪ ବର୍ଷୀୟ ଶିଶୁକନ୍ୟାର ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାଙ୍କିଛନ୍ଦା ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ଧାନ ବିଲରୁ ୪ ବର୍ଷୀୟ ଶିଶୁକନ୍ୟାର ମୃତଦେହ...
ଦାଦାବଟି ମାଗିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦାଦାବଟି ମାଗିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କଲା କମିସନରେଟ ପୋଲିସ। ସରକାରୀ ପ୍ଲଟରେ ଘର ତିଆରି ପାଇଁ ବଟି ନେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶନିବାର କମିସନରେଟ...
ଖୋର୍ଦ୍ଧାରୁ ୨ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀରୁ ଧରାପଡ଼ିଲେ ଦୁଇ ଚୋରା ବନ୍ଧୁକ ବେପାରୀ। ଶୁକ୍ରବାର ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରୁ ଚୋରା ବନ୍ଧୁକ ବେପାରର ଏହି ଦୁଇ ମାଷ୍ଟରମାଇଣ୍ଡଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ ଗିରଫ...
ମହିଳାଙ୍କ ସଙ୍ଗୀନ ଅଭିଯୋଗ – ମୋ ସ୍ଵାମୀଙ୍କୁ ପିଟିପିଟି ମାରିଦେଲେ ବନ କର୍ମଚାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ବାଣପୁର ଥାନାରେ ଅଭିଯୋଗ
ଘଟଣାର ତଦନ୍ତ କରୁଛି ପୋଲିସ
୩ ଦିନ ପରେ ମୃତଦେହର ବ୍ୟବଚ୍ଛେଦ
ନୟାଗଡ଼ ଶରଣକୁଳ ଥାନା ଗୋଲଗାଁର ବଳଭଦ୍ର ବେହେରା ଓରଫ ଟିକି (୩୫)ଙ୍କୁ ବାଣପୁର...
କଟକ ନାବାଳିକା ଦୁର୍ଷ୍କମ ମାମଲା – ତଦନ୍ତ ପାଇଁ ଗଠନ ହେଲା ସ୍ପେଶାଲ୍ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ନାବାଳିକା ଦୁର୍ଷ୍କମ ମାମଲାରେ ବୁଧବାର ଚାଉଳିଆଗଞ୍ଜ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଚାଉଳିଆଗଞ୍ଜର ସନ୍ତୋଷ ବେହେରା। ଏଥିସହିତ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର...
ଫସାଇଦେଲା ଚୋରି ଫୋନ୍, ନେଟଓ୍ଵାର୍କ ଟ୍ରାକ କରି କାବୁ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ରାତି ଅଧରେ ସୁଯୋଗ ଦେଖି ଗ୍ରୀଲ୍ ତାଡି ଘରେ ପଶିଥିଲେ। ଚାପଡରେ ସ୍ଵାମୀ, ସ୍ତ୍ରୀଙ୍କୁ ହାଣି ଲହୁଲୁହାଣ କରି ଲୁଟି ନେଇଥିଲେ ଟଙ୍କା, ସୁନା ଆଉ ମୋବାଇଲ...
ସାମନ୍ତରାପୁର ମିଠା ଦୋକାନୀ ହତ୍ୟା ମାମଲା – ୧୦ ହଜାର ଟଙ୍କା ସୁପାରିରେ ହୋଇଥିଲା ମର୍ଡର
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁ ହତ୍ୟା ମାମଲାରେ ଆଜି ଦୁଇ ଜଣ ସୁପାରି କିଲର ଗିରଫ ହୋଇଥିବା ବେଳେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ...
ପିଏନ୍ବି ଏଟିଏମ୍ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କମିସନରେଟ ପୋଲିସ ପକ୍ଷରୁ ରବିବାର ଦିନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଶନିବାର ରାତିରେ ପଟିଆଠାରେ ଥିବା ଏହି ବ୍ୟାଙ୍କର ଏଟିଏମ୍ରୁ...
ହାଥରସ୍ କାଣ୍ଡ: ପୀଡ଼ିତାଙ୍କ ଆଡକୁ ମାମଲା ମୋଡ଼ିଦେବାର ପ୍ରଚେଷ୍ଟା
କମଳାକାନ୍ତ ପତି
ହାଥରସ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାକୁ ନେଇ ନିନ୍ଦିତ ଯୋଗୀ ଆଦିତ୍ୟନାଥ ସରକାର। ଏହି ମାମଲାରେ ବିଜେପି ଉପରେ କ୍ଷୁବ୍ଧ ଦଳିତ ସମାଜ। ବିହାର ନିର୍ବାଚନ ଉପରେ ଏହାର ପ୍ରଭାବ ପଡ଼ିବାର...
ହାଥରସ୍ ଘଟଣା : ସୋମବାର ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହାଜର ହେବେ ପୀଡ଼ିତାଙ୍କ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଥରସର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସୋମବାର ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହାଜର ହେବେ ପୀଡ଼ିତାଙ୍କ ପରିବାର। ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କୋର୍ଟରେ ହାଜର କରାଯିବ...





















