ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ଆତ୍ମହତ୍ୟା କହିଲା ଏମସ, ସିବିଆଇକୁ ଦେଲା ଫରେନ୍ସିକ୍ ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ନେଇ ଏବେ ବି ଅନେକ ପ୍ରକାର ଆଲୋଚନା ଜାରି ରହିଛି। ଏସବୁ ମଧ୍ୟରେ ଏମସ୍ ପକ୍ଷରୁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ହୋଇଥିବା ଫରେନ୍ସିକ୍ ରିପୋର୍ଟ...
ହାଥରସ୍ ଗଣଦୁଷ୍କର୍ମ ମାମଲା: ଏସ୍ପି, ଡିଏସ୍ପିଙ୍କୁ ନିଲମ୍ବନ କଲେ ଯୋଗୀ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶବ୍ୟାପୀ ଝଡ଼ ଉଠିବା ପରେ ଉତ୍ତରପ୍ରଦେଶ ସରକାର ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ଘଟଣାରେ ହାଥରସ୍ ଜିଲା ଏସ୍ପି ଓ ଡିଏସ୍ପିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ...
କରଣଙ୍କ ପଛରେ ଏନସିବି, ବଲିଉଡ୍ ପାର୍ଟି ଭିଡିଓର ପୁଣି ହେବ ଯାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ୍ ନିର୍ଦ୍ଦେଶକ କରଣ ଜୋହରଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ୨୦୧୯ ମସିହାରେ ତାଙ୍କ ଘରେ ହୋଇଥିବା ବଲିଉଡ୍ ପାର୍ଟିର ଭିଡିଓକୁ ଏନସିବି ପୁଣିଥରେ ଯାଞ୍ଚ...
ଓଡ଼ିଶାର ଅପରାଧ ରେକର୍ଡ଼କୁ ନେଇ ବିଧାନସଭାରେ ତାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ନ୍ୟାସନାଲ କ୍ରାଇମ ରେକର୍ଡ଼ସ ବ୍ୟୁରୋ ୨୦୧୯ ବର୍ଷ ପାଇଁ ଅପରାଧର ଯେଉଁ ରିପୋର୍ଟ ଦେଇଛି, ସେଥିରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ। ଉତ୍ତରପ୍ରଦେଶର ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପୀ ଝଡ଼ ସୃଷ୍ଟି...
ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ରାହୁଲ୍, ପ୍ରିୟଙ୍କା – ଜିଲ୍ଲାରେ ଧାରା ୧୪୪ ଲାଗୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମକୁ ନେଇ ଏବେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। କେତେକ ସାମାଜିକ ଅନୁଷ୍ଠାନ ଏନେଇ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଦୁଷ୍କର୍ମକାରୀଙ୍କୁ କଠିନରୁ କଠିନ ଦଣ୍ଡ ଦେବାକୁ ସେମାନେ...
ହାଥରସ୍ ଗଣଦୁଷ୍କର୍ମ: ଆସିଲା ପୀଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଗଳା ଚିପିଥିଲେ ଦୁଷ୍କର୍ମକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି।
ଏହି ଶବ ବ୍ୟବଚ୍ଛେଦ ରିପୋର୍ଟରେ...
ବଲିଉଡରେ ଡ୍ରଗ୍ସ ଲିଙ୍କ୍: ଅଭିନେତ୍ରୀଙ୍କ ପରେ ଏବେ ପଡ଼ିପାରେ ଅଭିନେତାଙ୍କ ପାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନେତ୍ରୀଙ୍କ ପରେ ଏବେ ପଡ଼ିବ ଅଭିନେତାଙ୍କ ପାଳି। ବଲିଉଡ୍ ଡ୍ରଗ୍ସ କାରବାର ଘଟଣା ନେଇ ଏନସିବି ଅଭିନେତ୍ରୀମାନଙ୍କୁ ଜେରା କରିବା ପରେ ଏବେ ଖୁବଶୀଘ୍ର କିଛି ଅଭିନେତାଙ୍କୁ ଡକାଇ ପଚରାଉଚୁରା କରିବ...
ଟ୍ୟାଙ୍କର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା – ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଟ୍ୟାଙ୍କର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା ନେଇ ଉତ୍ତେଜିତ ହୋଇଥିଲେ ସ୍ଥାନୀୟ ଲୋକେ। ମଙ୍ଗଳବାର ଉତ୍ତ୍ୟକ୍ତମାନେ ରାୟଗଡ଼ା-ବିଷମକଟକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।...
ଉତ୍ତରପ୍ରଦେଶ ଗଣଦୁଷ୍କର୍ମ ଘଟଣା: ତଦନ୍ତ ପାଇଁ ଗଠନ ହେଲା ଏସଆଇଟି, ଯୋଗୀଙ୍କ ସହ କଥା ହେଲେ ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ହାଥରସରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୪ ଜଣ ଯୁବକ।
ଉତ୍ତରପ୍ରଦେଶରେ ଜଣେ ୧୯ ବର୍ଷୀୟ ଯୁବତୀକୁ ଗଣଦୁଷ୍କର୍ମ କରିବା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଗତକାଲି ଯୁବତୀ...
ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଞ୍ଚୁଆ କିରାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବରିଷ୍ଠ ରାଜସ୍ୱ ସହକାରୀ ତଥା ଭାରପ୍ରାପ୍ତ ପଞ୍ଚାୟତ ସମିତି ଉନ୍ନୟନ ବିଭାଗର କିରାଣୀ। ଲାଞ୍ଚ ନେଉଥିବା ସମୟରେ ତାଙ୍କୁ...





















