ବାଲୁଗାଁ ଅବକାରୀ ବିଭାଗର ଚଢ଼ାଉ: ୧୧୩ ଲିଟର ଦେଶୀ ମଦ ଜବତ, ୪ ଗିରଫ

ଓଡିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲାରେ ଏବେ ଲକ୍‌ଡାଉନ୍ ଜାରି ରହିଥିବା ବେଳେ ଦେଶୀ ମଦ ମାଫିଆମାନେ ଏହାର ଫାଇଦା ଉଠାଉଛନ୍ତି। ଶୁକ୍ରବାର ବାଣପୁର କୋଶରଡ଼ା ରୋଡ୍ ପାଖରେ ଥିବା ଘଣ୍ଟଶିଳା...

ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଅସଦାଚରଣ ଅଭିଯୋଗ – ଥାନାରେ ଏତଲା ଦେଲେ ଯୁବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଫିଲ୍ମରେ ସୁଯୋଗ ଦେବାର ଲୋଭ ଦେଖାଇ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପିଣ୍ଟୁଙ୍କ ନାଁରେ...

ଟାଙ୍ଗୀ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ, ରାଜସ୍ଵ ନିରୀକ୍ଷକ ଆହତ

ଓଡିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବୁଧବାର ରାତି ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ତହସିଲଦାର ଅଶ୍ଵିନୀ ଦାସଙ୍କ ଉପରେ କିଛି ଦୁର୍ବୃତ୍ତ...
aditya das

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଖୋଳତାଡ଼ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ଅଡ଼ୁଆ ହୋଇ ହୋଇ ଯାଉଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା। ତେବେ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ଡିଜି। ଏନେଇ ତନାଘନା ଆରମ୍ଭ କରିସାରିଛି କ୍ରାଇମବ୍ରାଞ୍ଚ...
aditya-dash-1

ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଆଉ ଦୁଇ ଟ୍ରେନ ଡ୍ରାଇଭରଙ୍କୁ ଜେରା କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ କିଛି ଦିନ ଧରି ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଖୋଲତାଡ଼ରେ ଲାଗିଛି ପୋଲିସ୍। ଏନେଇ ଆଉ ଦୁଇଟି ଟ୍ରେନ ଡ୍ରାଇଭରଙ୍କୁ ପଚରାଉଚରା କରାଯାଇଛି। ପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟକୁ...
Aditya-Dash-1

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆକ୍ସନ ଟେକେନ ରିପୋର୍ଟ ମାଗିଲେ ଏନଏଚଆରସି

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା। ଏନେଇ ବର୍ତ୍ତମାନ ଏନଏଚଆରସି ପୋଲିସ୍ କମିଶନରଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି। ଆଦିତ୍ୟା ଦାଶ ମୃତ୍ୟୁ ମାମଲାରେ ଏଯାଏଁ...
kendrapara truck

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡେଇଠାରେ ଦୁଇଟି ବାଲି ବୋଝେଇ ଟ୍ରକ ଜବତ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣି): ଲକଡାଉନ ସମୟରେ ଚୋରା କାରବାର କାର୍ଯ୍ୟ ବେଶ୍ ଜୋରସୋର ଚାଲିଛି। ଗତ ଶନିବାର କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡେଇଠାରେ ପୋଲିସ୍ ଦୁଇଟି ବାଲି ବୋଝେଇ ଟ୍ରକ ଜବତ କରିଛି। ବାଲି...
khordha

ଖୋର୍ଦ୍ଧା: ପରିତ୍ୟକ୍ତ ଘରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡ଼ୁ): ଖୋର୍ଦ୍ଧାର ଶିଳ୍ପାଞ୍ଚଳ ଫାଣ୍ଡି ନିକଟସ୍ଥ ଗୋଶାଳା ପଡ଼ିଆରେ ଏକ ପରିତ୍ୟକ୍ତ ଘରୁ ମିଳିଛି ଏକ ଅର୍ଧଦଗ୍ଧ ମୃତଦେହ। ମିଳିଥିବା ଏହି ମୃତଦେହଟି ଜଣେ ଯୁବତୀଙ୍କର। ତେବେ ପ୍ରଥମେ ପାଖ...

ମାତିଲେ ଲୁଟେରା, ମହିଳା ଡିଏସ୍‌ପିଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍

ଓଡିଶାଲାଇଭ୍ ବ୍ୟୁରୋ ରାଜଧାନୀରେ ଆଜି ପୁଣି ଲୁଟେରା ମାତିଛନ୍ତି। ମହିଳା ଭିଜିଲାନ୍ସ ଡିଏସ୍‌ପି ଏହି ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ତାଙ୍କଠାରୁ ସୁନା ଚେନ୍‌ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ମହିଳା ଡିଏସ୍‌ପିଙ୍କ ୟୁନିଟ୍-୩ସ୍ଥିତ ଘର...

ଜୟପୁରରେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଓଡିଶାଲାଇଭ୍ ବ୍ୟୁରୋ ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ପୁଣି ୯୧ ବସ୍ତା ଗଞ୍ଜେଇ ଜବତ କରିଛି ଜୟପୁର ସଦର ପୋଲିସ। ରବିବାର ୨୧୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହାର...