ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆକ୍ସନ ଟେକେନ ରିପୋର୍ଟ ମାଗିଲେ ଏନଏଚଆରସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା। ଏନେଇ ବର୍ତ୍ତମାନ ଏନଏଚଆରସି ପୋଲିସ୍ କମିଶନରଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି।
ଆଦିତ୍ୟା ଦାଶ ମୃତ୍ୟୁ ମାମଲାରେ ଏଯାଏଁ...
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡେଇଠାରେ ଦୁଇଟି ବାଲି ବୋଝେଇ ଟ୍ରକ ଜବତ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣି): ଲକଡାଉନ ସମୟରେ ଚୋରା କାରବାର କାର୍ଯ୍ୟ ବେଶ୍ ଜୋରସୋର ଚାଲିଛି। ଗତ ଶନିବାର କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡେଇଠାରେ ପୋଲିସ୍ ଦୁଇଟି ବାଲି ବୋଝେଇ ଟ୍ରକ ଜବତ କରିଛି। ବାଲି...
ଖୋର୍ଦ୍ଧା: ପରିତ୍ୟକ୍ତ ଘରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡ଼ୁ): ଖୋର୍ଦ୍ଧାର ଶିଳ୍ପାଞ୍ଚଳ ଫାଣ୍ଡି ନିକଟସ୍ଥ ଗୋଶାଳା ପଡ଼ିଆରେ ଏକ ପରିତ୍ୟକ୍ତ ଘରୁ ମିଳିଛି ଏକ ଅର୍ଧଦଗ୍ଧ ମୃତଦେହ। ମିଳିଥିବା ଏହି ମୃତଦେହଟି ଜଣେ ଯୁବତୀଙ୍କର।
ତେବେ ପ୍ରଥମେ ପାଖ...
ମାତିଲେ ଲୁଟେରା, ମହିଳା ଡିଏସ୍ପିଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍
ଓଡିଶାଲାଇଭ୍ ବ୍ୟୁରୋ
ରାଜଧାନୀରେ ଆଜି ପୁଣି ଲୁଟେରା ମାତିଛନ୍ତି। ମହିଳା ଭିଜିଲାନ୍ସ ଡିଏସ୍ପି ଏହି ଲୁଟ୍ର ଶିକାର ହୋଇଛନ୍ତି। ଲୁଟେରାମାନେ ତାଙ୍କଠାରୁ ସୁନା ଚେନ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି।
ମହିଳା ଡିଏସ୍ପିଙ୍କ ୟୁନିଟ୍-୩ସ୍ଥିତ ଘର...
ଜୟପୁରରେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଓଡିଶାଲାଇଭ୍ ବ୍ୟୁରୋ
ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ପୁଣି ୯୧ ବସ୍ତା ଗଞ୍ଜେଇ ଜବତ କରିଛି ଜୟପୁର ସଦର ପୋଲିସ। ରବିବାର ୨୧୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହାର...
କାକଟପୁରରେ ଜୁଆ ଆଡ୍ଡା ଉପରେ ଚଢ଼ାଉ, ପୋଲିସଠାରୁ ବନ୍ଧୁକ ଓ ମୋବାଇଲ ଛଡ଼ାଇନେଲେ ଜୁଆଡ଼ିଙ୍କ ସମ୍ପର୍କୀୟ
ଓଡିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କାକଟପୁର ବ୍ଲକର ଏକ ଜୁଆ ଆଡ୍ଡା ଉପରେ କାକଟପୁର ପୋଲିସ ଚଢ଼ାଉ କରିଛି। ଜୁଆଡ଼ିଙ୍କଠାରୁ ୧୨ ହଜାର ୩ ଶହ ଟଙ୍କା ଏବଂ ୮ଟି ମୋବାଇଲ ଫୋନ...
୨ ଆନ୍ତଃରାଜ୍ୟ ଲୁଟେରା ଗିରଫ, ୩ଟି ବାଇକ୍ ସମେତ ଲକ୍ଷାଧିକ ଟଙ୍କାର ସୁନା ଜବତ
ଓଡିଶାଲାଇଭ୍ ବ୍ୟରୋ
ଜୟପୁର ଟାଉନ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩ଟି ବାଇକ୍ ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରାଯାଇଛି।...
ଚିଲଡ୍ରେନ୍ସ ହୋମ୍ରେ ଛାତ୍ର ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର
ଓଡିଶାଲାଇଭ୍ ବ୍ୟୁରୋ
ଜୟପୁରର ଏକ ଚିଲଡ୍ରେନ୍ସ ହୋମ୍ରେ ରହୁଥିବା ଜଣେ ନାବାଳକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନଥିବା ପରିବାର ଲୋକେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ...
ଜଟଣୀରେ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ଆଇଓସିଏଲ୍ ମ୍ୟାନେଜର
ଓଡିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡ଼ୁ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ଏଥିରେ ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍ର ମ୍ୟାନେଜର ନୃସିଂହ ଚରଣ ସେଠୀ ଅଳ୍ପକେ ବର୍ତ୍ତି...
ଘର ପୋଡ଼ିଦେଲେ ଦୁର୍ବୃତ୍ତ, ଦେଢ଼ଶୁରଙ୍କ ନାଁରେ ଅଭିଯୋଗ କଲେ ମହିଳା
ଓଡିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ସାମନ୍ତ ସିଂହାରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଲିଅଳ ବିଶ୍ୱାଳ ନାମକ ଜଣେ ଅସହାୟ ମହିଳାଙ୍କ ଘର ପୋଡ଼ି ଦେଇଛନ୍ତି...





















