କରୋନା ପାଇଁ ନରବଳି ଦେଲା ମନ୍ଦିର ପୂଜକ!

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ରୋକିବାକୁ ନରବଳି ଦେଲେ ମନ୍ଦିର ପୂଜକ। କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ମାଆ ବ୍ରାହ୍ମଣୀ ଦେଇ ମନ୍ଦିରରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ। କରୋନାକୁ ରୋକିବା ପାଇଁ ମନ୍ଦିରର ପୂଜକ...

ନିୟମ ମାନିବାକୁ ଅପିଲ୍‌ କଲେ ପୋଲିସ କମିସନର – ‘‘ଲକ୍‌ଡାଉନ୍‌ କୋହଳ ହୋଇଛି, କରୋନା ଯାଇନି’’

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ଏବେ ବି ସକ୍ରିୟ ଅଛି। ସତର୍କ ରହିବାକୁ ଲୋକଙ୍କୁ ଅପିଲ କଲେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ‘‘ଲକ୍‌ଡାଉନ୍‌ ନିୟମ କୋହଳ ହୋଇଥିବାରୁ ଲୋକେ ଭାବୁଛନ୍ତି କରୋନା ଭାଇରସ୍‌...

ଖୋର୍ଦ୍ଧାରେ ବୋମା ମାଡ଼ – ଗୋଟିଏ ପରିବାରର ୩ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଭୋଗଡା ଗାଁରେ ବୋମା ମାଡ଼। ଗୋଟିଏ ପରିବାର ଉପରକୁ ଏହି ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ ଗୋଟିଏ ପରିବାରର ୩...

ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ – ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଯଦି କୌଣସି ବ୍ୟକ୍ତି ବିବାହର ପ୍ରଲୋଭନ ଦେଖାଇ କାହା ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି ତେବେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ଏକ ଜାମିନ୍ ଆବେଦନର ଶୁଣାଣି କରି ଏଭଳି ରାୟ...

କାଜୁ ଜଙ୍ଗଲରେ ବୋମା ମାଡ଼, ୨ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ ): ଖୋର୍ଦ୍ଧା ଆଦର୍ଶ ଥାନା ଅଧିନସ୍ଥ ଅର୍ଜୁନପୁର ଗ୍ରାମ ନିକଟ କାଜୁ ଜଙ୍ଗଲରେ ଗତକାଲି କେତେକ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଜଣାଯାଇଛି। ବୋମାମାଡରେ ୨ କାଜୁ ବଗିଚା ଜଗୁଆଳି ଗୁରୁତର...

ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ଅପପ୍ରଚାର କରି ଯୁବକ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକରି ବନ୍ଧା ହେଲେ ଜଣେ ଯୁବକ। କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ...

ପଞ୍ଜାବରେ ଲକଡାଉନ୍ ନିୟମ ଭାଙ୍ଗିଲେ ଲୋକ, ପୋଲିସ ଏଏସଆଇଙ୍କ ହାତ କାଟିଦେଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନ୍ ନିୟମ ପାଳନ ନକରି ପୋଲିସ ଉପରକୁ ଆକ୍ରମଣ କଲେ କିଛି ଶିଖ୍ ଲୋକ। ପଞ୍ଜାବରେ ଲକଡାଉନ୍ ନିୟମ ଭାଙ୍ଗିଲେ ଲୋକେ। କେବଳ ସେତିକି ନୁହେଁ ପୋଲିସ୍ କର୍ମୀମାନେ ଏଥିପାଇଁ ସେମାନଙ୍କୁ ବାରଣ...

କାକଟପୁର: ଦୋକାନ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ପୋଲିସର ଛାନଭିନ୍ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଦୋକାନ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ। ପୁରୀ ଜିଲ୍ଲା କାକଟପୁର ଥାନ ଅନ୍ତର୍ଗତ ନାସିକେଶ୍ୱର ଗାଁ’ରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଗାଁ’ର ରାଜେଶ କୁମାର...

କୁନ୍ଦୁରା ଡକାୟତି ମାମଲା, ୫ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର: କୁନ୍ଦୁରା ଥାନା ବୁଦାଗୁଡା ଗ୍ରାମରେ ହୋଇଥିବା ଡକାୟତି ମାମଲାରେ ପୋଲିସ ୫ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ  କ୍ରିଷ୍ଣା ପ୍ରସାଦ ଗୁପ୍ତାଙ୍କ ଘର କବାଟ ଭାଙ୍ଗି ତାଙ୍କ ପୁଅକୁ...

୪ କୁଖ୍ୟାତ ଡକାୟତ ଗିରଫ  

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମର କୋଦଳା ଅଞ୍ଚଳରୁ ଗିରଫ ହେଲେ ୪ କୁଖ୍ୟାତ ଡକାୟତ। ସେମାନେ ଏକ ନୂଆ ଡକାୟତି ଯୋଜନା ଚଳାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ...