ଭୁବନେଶ୍ୱର: ଟଙ୍କା ପାଇଁ ବାପାଙ୍କୁ ହତ୍ୟା କଲେ ଆଇନ ପ୍ରଫେସର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ବୁଧବାର ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବାପାକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରିଛି ପୁଅ। ଏକ ଆଇନ ମହାବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଅନିରୁଦ୍ଧ...
ମହଙ୍ଗା ପଡ଼ିଲା ସବସିଡି ଲୋଭ: କୃଷକ କାର୍ଡ କରାଇଦେବାକୁ କହି ଚାଷୀଙ୍କଠାରୁ ଠକି ନେଲେ ୭୧ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜକୁ କୃଷି ଅଧିକାରୀ ପରିଚୟ ଦେଇ ଚାଷୀଙ୍କ ଘରେ ପଶୁଛନ୍ତି, ବିହନ, ସାର ଏବଂ କୀଟନାଶକ ଔଷଧ ଆଦି ଉପରେ ସବସିଡି ମିଳିବ କହି ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି ଦୁର୍ବୃତ୍ତ।...
ଭୁବନେଶ୍ଵର-ପୁରୀ ରାଜପଥରେ ମାତିଛନ୍ତି ଲୁଟେରା, ଚେଇଁ ଶୋଇଛି ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର-ପୁରୀ ରାଜପଥରେ ମାତିଛନ୍ତି ଲୁଟେରା। ଦିନ ଦ୍ଵି’ପ୍ରହରରେ ଲୋକଙ୍କୁ ମରଣମୁହଁକୁ ଠେଲି ଲୁଟି ନେଉଛନ୍ତି ସବୁକିଛି।
ଅସୁରକ୍ଷିତ ହୋଇପଡ଼ିଛି ଭୁବନେଶ୍ଵର-ପୁରୀ ରାଜପଥ। ସ୍ପଷ୍ଟ ଦିବାଲୋକରେ ଘଟୁଛି ରାହାଜାନୀ। ଏହି ରାଜପଥରେ ଯାଉଥିବା ଯାତ୍ରୀଙ୍କୁ...
ତେଜିବାରେ ଲାଗିଛି ବ୍ରହ୍ମପୁର ନାବାଳିକା ଗଣଦୁଷ୍କର୍ମ ମାମଲା: ଏସପିଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି ମହିଳା ମୋର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଜିବାରେ ଲାଗିଛି ବ୍ରହ୍ମପୁର ନାବାଳିକା ଗଣଦୁଷ୍କର୍ମ ମାମଲା। ଏହି ମାମଲାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଆଉ ୩ ଜଣଙ୍କୁ ଗିରଫ କରାଯାଇନାହିଁ।
ତୁରନ୍ତ ୩ ଅଭିଯୁକ୍ତଙ୍କୁ...
ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଇବର ଠକାମିର ଶିକାର ହୋଇଥିବା ଲୋକେ 'ସଞ୍ଚାର ସାରଥି ପୋର୍ଟାଲ' ଏବଂ 'ଚକ୍ଷୁ' ଆପ ଦ୍ଵାରା ଘରୁ କରିପାରିବେ ଅଭିଯୋଗ।
ଦିନକୁ ଦିନ ବଢ଼ି ଚାଲିଥିବା ସାଇବର କ୍ରାଇମ୍ ଲୋକମାନଙ୍କ ମୁଣ୍ଡବିନ୍ଧାର କାରଣ...
ସାବଧାନ୍! ମାତିଛନ୍ତି ସାଇବର ଲୁଟେରା, ଅଜଣା ନମ୍ବରରୁ ଆସୁଛି ଧମକପୂର୍ଣ୍ଣ ଫୋନକଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
“ତୁମ ନାଁରେ ଡ୍ରଗ୍ସ ପାର୍ସଲ ଆସିଛି, ତେଣୁ ତୁମକୁ ଆରେଷ୍ଟ କରାଯାଇଛି। ଏବେ ତୁମେ ଆମ କଷ୍ଟଡିରେ ଅଛ…” ଏମିତି କିଛି ଧମକପୂର୍ଣ୍ଣ କଲ୍ ଆସୁଛି ଅଜଣା ନମ୍ବରରୁ। ସାଧାରଣ ଲୋକଙ୍କୁ...
ଓଆରଏଚଡିସି ଦୁର୍ନୀତି ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗ୍ରାମୀଣ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ। ମହମ୍ମଦ ମୋକିମଙ୍କ ଆବେଦନର ଶୁଣାଣି ପାଇଁ କୋର୍ଟ...
ବିଶାଖାପାଟଣା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣା ଯଶୋବନ୍ତ ପାଢ଼ୀ): ବିଶାଖାପାଟଣା ଓ ଆଲୁରୀ ସୀତାରାମା ରାଜୁ ଜିଲ୍ଲା ପୋଲିସ ନିକଟରେ ୬ ଜଣ ହାର୍ଡକୋର ମାଓବାଦୀ ନେତା ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା...
ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ୯ କୋଟି ୫୭ ଲକ୍ଷ ଟଙ୍କା ଠକେଇ ମାମଲା: ଅର୍ଥନୈତିକ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦାର ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ୯ କୋଟି ୫୬ ଲକ୍ଷ ଟଙ୍କାର ଠକେଇ ଘଟଣାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।
ମୟୂରଭଞ୍ଜ...
ଶିମିଳିପାଳ ଅଭୟାରଣ୍ୟକୁ ବନ୍ୟଜନ୍ତୁ ଶିକାର ପାଇଁ ଯିବାବେଳେ ଦୁଇ ଜଣଙ୍କୁ ଧରିଲେ ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଯାଉଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତମାନେ ହେଲେ ବାରିପଦା ସଦର ଥାନା...





















