କେନ୍ଦ୍ରାପଡ଼ା: ଅପରାଧୀଙ୍କ ଉପରେ ନଜର ରଖିବ ସିସିଟିଭି

ଓଡ଼ିଶାଲାଇଭ୍ ବ୍ୟୁରୋ ଅପରାଧୀମାନଙ୍କ ପାଇଁ ସତର୍କ ଘଣ୍ଟି ! ଅପରାଧ ଘଟାଇ ଆଖି ପିଛୁଳାକେ ଚମ୍ପଟ ମାରୁଥିବା ଅପରାଧୀମାନେ ଆଉ ସହଜରେ ଖସି ଯାଇ ପାରିବେନି। ସିସିଟିଭି କ୍ୟାମେରାରେ କଏଦ ହେବ ସେମାନଙ୍କ ଚେହେରା।...

ସମ୍ବଲପୁର ପୋଲିସର ଏନ୍‌କାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ସାହୁ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ବିହାରୀ ଓରଫ ଅମିତ ସାହୁକୁ ଗିରଫ କରିଛି ସମ୍ବଲପୁର ପୋଲିସ। ଶୁକ୍ରବାର ଅମିତ ଜଣଙ୍କୁ ଅପହରଣ କରି ୬୦ ଲକ୍ଷ...

ଆସୁଛି ‘ମୋ ସରକାର’ – ଗାନ୍ଧୀ ଜୟନ୍ତୀରୁ ଲୋକଙ୍କୁ ଫୋନ୍ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବୁଧବାରଠୁ ‘ମୋ ସରକାର’। ଫୋକସ୍‌ରେ ଥାନା ଓ ଡାକ୍ତରଖାନା। ଡାକ୍ତରଖାନାରେ ରୋଗୀଙ୍କୁ ଉଚିତ୍‌ ସେବା ମିଳୁଛି କି? ରୋଗୀଙ୍କୁ ଡାକ୍ତରମାନେ କେମିତି ବ୍ୟବହାର କରୁଛନ୍ତି? ଥାନାରେ ସାଧାରଣ ଲୋକଙ୍କ ଅଭିଯୋଗକୁ କେତେ...

ଜୁଆ ଆଡ୍ଡା ଉପରେ ଚଢ଼ାଉ : ୬ ଜୁଆଡ଼ି ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: ଜୁଆ ଅଡ୍ଡା ଉପରେ ଚଢ଼ାଉ କଲା ଜୟପୁର ସଦର ଥାନା ପୋଲିସ। ଜୟପୁର ସଦର ଥାନା ଅନ୍ତର୍ଗତ ଦାମାପୁଟଠାରେ ଥିବା ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରି ୬...

ଫାଇନାନ୍ସ କମ୍ପାନିରୁ ଲୁଟ କରି ୫ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: ଫାଇନାନ୍ସ କମ୍ପାନିଠାରୁ ଲୁଟ କରିଥିବା ମାମଲାରେ ଜୟପୁର ସଦର ଥାନା ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଗଷ୍ଟ ୧୮ରେ ଜୟପୁର ସଦର ଥାନା ଅନ୍ତର୍ଗତ ଦେଓଗୁଡ଼ା...

ଆର୍‌ଟିଓ ଅଫିସ୍, ମେଡିକାଲରେ ପୋଲିସର ଚଢ଼ାଉ – ବନ୍ଧା ହେଲେ ୩୧ ଦଲାଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆର୍‌ଟିଓ ଅଫିସ୍‌ ଏବଂ ମେଡିକାଲକୁ ଦଲାଲ୍‌ମୁକ୍ତ କରିବା ପାଇଁ ଅଭିଯାନ ଜାରି ରହିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପୋଲିସ ପ୍ରଶାସନ ତତ୍ପର ହୋଇ ଉଠିଛି। ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲ୍ଲାରୁ...

କେନ୍ଦ୍ରାପଡ଼ା ପୋଲିସ ଏନ୍‌କାଉଣ୍ଟରରେ ଡକାୟତ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ସଦରଥାନା ଗରାପୁର ନିକଟରେ ଆଜି ଭୋର ସକାଳୁ ଅପରାଧୀ ଓ ପୋଲିସ ଗୁଳି ବିନିମୟରେ ଜଣେ ଅପରାଧୀକୁ ଏନକାଉଣ୍ଟର କରିଛି ପୋଲିସ। ଏହି ଅପରାଧୀ ଜଣକ ହେଉଛି ମାର୍ଶାଘାଇ ଥାନା...

ଜୁନାଗଡ଼ ଗଣଦୁଷ୍କର୍ମ ପୀଡ଼ିତା କହିଲେ – ‘‘ଦୁଷ୍କର୍ମକାରୀକୁ ଫାଶୀ ଦିଅ, ନହେଲେ ମୁଁ ଆତ୍ମହତ୍ୟା କରିବି’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ ଆସିଛି। ପୀଡ଼ିତା ମୁହଁ ଖୋଲି ଗଣଦୁଷ୍କର୍ମର ମୁଖ୍ୟ ଖଳନାୟକର ମୁଖା ଖୋଲିଛନ୍ତି। ବସ୍‌ ଡ୍ରାଇଭର ଲଳିନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା...

ଆର୍‌ଟିଓ, ଡାକ୍ତରଖାନାରେ ଚଢ଼ାଉ – ବନ୍ଧା ହେଲେ ୭୫ ଦଲାଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆର୍‌ଟିଓ ଏବଂ ଡାକ୍ତରଖାନାକୁ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ସବୁଠି ତତ୍ପର ହୋଇ ଉଠିଛି। ରାଜ୍ୟର ବିଭିନ୍ନ ଆର୍‌ଟିଓ ଅଫିସ୍‌ ଏବଂ ଡାକ୍ତରଖାନାରେ...

ଜୁନାଗଡ଼ ଗଣଦୁଷ୍କର୍ମ ମାମଲା – ଜେଲ୍‌ ଗଲେ ୮ ଅଭିଯୁକ୍ତ

ଓଡ଼ିଶାଲାଇଭ ବ୍ୟୁରୋ ବହୁ ଚର୍ଚ୍ଚିତ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ଅଭିଯୁକ୍ତମାନଙ୍କୁ ଧର୍ମଗଡ଼ ଜେଲ ପଠାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବାରୁ ତାଙ୍କୁ ଭବାନୀପାଟଣା...