ରଙ୍ଗମାଟିଆ ହତ୍ୟା ଘଟଣା, ମାଷ୍ଟର ମାଇଣ୍ଡ ସମେତ ୭ ଗିରଫ
ଓଡ଼ିଶାଲାଇଭ ବ୍ୟୁରୋ
ରଙ୍ଗମାଟିଆ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣଙ୍କୁ ଗିରଫ କରିଛି କରି କୋର୍ଟ ଚାଲାଣ କରିଯାଇଛି। ପ୍ରଥମେ ମାଷ୍ଟରମାଇଣ୍ଡ ଗିରଫ ହେବା ପରେ...
ରଙ୍ଗମାଟିଆରେ ହତ୍ୟା ଘଟଣା: ୬ଦିନ ପରେ ଧରାପଡ଼ିଲା ମାଷ୍ଟରମାଇଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ରଙ୍ଗମାଟିଆ ଦୀପକ ବେହେରା ହତ୍ୟା ଘଟଣାରେ ମଞ୍ଚେଶ୍ୱର ଥାନା ପୋଲିସକୁ ସଫଳତା ମିଳିଛି।
ଭୁବନେଶ୍ୱର ରଙ୍ଗମାଟିଆ ଦୀପକ ବେହେରା ହତ୍ୟା ଘଟଣାରେ ମଞ୍ଚେଶ୍ୱର ପୋଲିସକୁ ୬ ଦିନ ପରେ ସଫଳତା ମିଳିଛି। ହତ୍ୟାକାଣ୍ଡର...
ରାଉରକେଲା ପୋଲିସ ହାତରେ ପିଏଲଏଫଆଇ ଏରିଆ କମାଣ୍ଡର ମହେନ୍ଦ୍ର ଚିମ୍ପିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ଦିନ ହେଲା ପୋଲିସକୁ ଚକମା ଦେଇ ଫେରାର ଥିବା ପିଏଲଏଫଆଇ ଏରିଆ କମାଣ୍ଡର ମହେନ୍ଦ୍ର ଚିମ୍ପିଆ ଶେଷରେ ଗିରଫ ହୋଇଛି। ବିଶ୍ରା ଥାନା...
ଜୟପୁର: ସ୍କର୍ପିଓ ଗାଡ଼ି ସହ ୬୧ କିଲୋଗ୍ରାମର ଗଞ୍ଜେଇ ଜବତ, ୫ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର: ବୈପାରିଗୁଡ଼ା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ଚାଲାଣ ସମୟରେ ପୋଲିସ ଚଢ଼ାଉ କରି ୬୧ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି। ଘଟଣାସ୍ଥଳୁ ପୋଲିସ ଏକ ସ୍କର୍ପିଓ...
ଆକ୍ସିସ୍ ବ୍ୟାଙ୍କ ଲୁଟ୍ ଘଟଣାରେ ଜଣକୁ ଗିରଫ କଲା ଝାରସୁଗୁଡ଼ା ପୋଲିସ
ଓଡ଼ିଶାଲାଇଭ ବ୍ୟୁରୋ
ଆକ୍ସିସ ବ୍ୟାଙ୍କ ଲୁଟ ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ବିହାର ମୁଜାଫରପୁର ଜିଲ୍ଲାର ପଓ୍ଵନ ଠାକୁରଙ୍କ ପୁଅ ନିରଜ ଠାକୁର। ନିରଜକୁ ଗିରଫ ପରେ ପ୍ରଥମେ...
ଝାରସୁଗୁଡ଼ାରେ ଏନକାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ଆହତ
ଓଡ଼ିଶାଲାଇଭ ବ୍ୟୁରୋ
ପୋଲିସ ଟାର୍ଗେଟରେ ଦୁର୍ଦ୍ଦାନ୍ତ ଅପରାଧୀ। ଗୋଡ଼େଇ ଗୋଡ଼େଇ କଲେ ଏନକାଉଣ୍ଟର। ଆଜି ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଛୁଆଳିବେରେଣାଠାରେ। ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ସହଯୋଗୀ...
ମୋବାଇଲ ଫୋନ ଯୋଗୁଁ ଅଧ୍ୟାପକଙ୍କ ଜୀବନ ନେଲେ ଯୁବକ
ଓଡ଼ିଶାଲାଇଭ ବ୍ୟୁରୋ
ମୋବାଇଲ ଫୋନ ଯୋଗୁଁ ଅଧ୍ୟାପକଙ୍କ ଜୀବନ ନେଲା ଯୁବକ। ଏବଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ଵଲପୁର ଜିଲ୍ଲାରେ। ସେପ୍ଟେମ୍ଵର ୬ ତାରିଖରେ ଶାସନ ଥାନା ଅନ୍ତର୍ଗତ ମୁରା କଲେଜର ଅଧ୍ୟାପକ...
ପୁରୀରେ ଏନକାଉଣ୍ଟର: ପୋଲିସ୍ ଗୁଳିରେ ୨ ଅପରାଧୀ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଡବଲ ଏନ୍କାଉଣ୍ଟର କଳା ପୋଲିସ। ସୋମବାର ରାତିରେ ଦୁଇଟି ଅଲଗା ଅଲଗା ସ୍ଥାନରେ ଏନ୍କାଉଣ୍ଟର ହୋଇଥିବା ବେଳେ ଏଥିରେ ଦୁଇଜଣ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ଏନ୍କାଉଣ୍ଟରର ଶିକାର ହୋଇଥିବା...
ସ୍ମାର୍ଟସିଟି ଭୁବନେଶ୍ୱରରେ କମେଣ୍ଟ ମାରି ଛେଚା ଖାଇଲେ ରୋଡ୍ ରୋମିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟସିଟି ଭୁବନେଶ୍ୱରରେ ଅଭାବନୀୟ ଚିତ୍ର। ଝିଅକୁ କମେଣ୍ଟ ମାରି ଛେଚା ଖାଇଲା ରୋଡ୍ ରୋମିଓ। ପରିସ୍ଥିତି ଅଣାୟତ୍ତ ହେବା ପରେ ଲୋକେ ଘେରିଗଲେ ଏବଂ ରୋଡ୍ ରୋମିଓକୁ ପୋଲିସ ଜିମା ଦେଲେ।...
ପବ୍ଲିକ ସ୍କାନରରେ ପୋଲିସ ଓ ସରକାରୀ ଗାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୋଲିସ ଓ ସରକାରୀ ଗାଡ଼ି ଯାଞ୍ଚ କରିବାକୁ ଦାବି କଲେ ସାଧାରଣ ଲୋକେ।
ପୋଲିସ ସବୁବେଳେ ପବ୍ଲିକ ଗାଡ଼ିକୁ ଚେକିଂ କରି ଜରିମାନା ଆଦାୟ କରିଥାଏ। କିନ୍ତୁ ଆଜି ଓଲଟା ଚିତ୍ର ଦେଖିବାକୁ...





















