ଟଙ୍କା ଲୁଟି ଫେରାର ହୋଇ ଯାଉଥିବା ବେଳେ ଲୁଟେରା ପକେଟରେ ଫୁଟିଲା ବୋମା

ଓଡ଼ିଶାଲାଇଭ ବ୍ୟୁରୋ ଯେ ପାଞ୍ଚେ ପରମନ୍ଦ ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଅର୍ଥାତ ଯିଏ ପରର ମନ୍ଦ ପାଞ୍ଚେ ତା କଥା ଭଗବାନ ହିଁ ବୁଝନ୍ତି। ଏମିତି ଏକ ଘଟଣା ଆଜି ଗଞ୍ଜାମ ଜିଲ୍ଲା...

ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ମା’ର ଜୀବନ

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=nweMqG0gk90] ବଲାଙ୍ଗିର ଜିଲ୍ଲାରେ ରୋଗିଣା ମା’କୁ ନିଜ ପୁଅ ଜିଅନ୍ତା ପୋଡ଼ି ଦେବା ଘଟଣା ମନରୁ ନଲିଭୁଣୁ ଆଜି କଟକରେ ଗୋଟେ ପୁଅ ତା ମା’କୁ ଟାଙ୍ଗିଆରେ ହାଣି ମାରିଦେଇଥିବା ଘଟଣା...

ପଟ୍ଟନାୟକିଆ ଛକରେ ଟ୍ରିପଲ ମର୍ଡର, ତିନି ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ଟ୍ରିପଲ ମର୍ଡର। ରବିବାର ସନ୍ଧ୍ୟାରେ ଘଟିଛି ଏହି ନିର୍ମମ ହତ୍ୟାକାଣ୍ଡ। ପଟ୍ଟନାୟିକିଆ ଛକରେ ଗୋଟିଏ ପରିବାରର ତିନି ଜଣଙ୍କୁ କିଛି ଦୁର୍ବୃତ୍ତ...

ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଲେ ମହିଳା

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=1APx_AM2_2I] କେନ୍ଦ୍ରପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ମହିଳା ସସ୍ମିତା ଆଚାର୍ଯ୍ୟ ଆଜି ପୁରିଘାଟ ଥାନା ସାମ୍ନାରେ ଧାରଣା ଦେଇଛନ୍ତି।...

ରାଜ୍ୟରେ ପ୍ରତିଦିନ ରୁଜୁ ହେଉଛି ୭ଟି ଦୁଷ୍କର୍ମ ମାମଲା

ଓଡ଼ିଶାଲାଇଭ ବ୍ୟୁରୋ ରାଜ୍ୟରେ ୨୦୧୮ରେ ଫୌଜଦାରୀ ମାମଲା ବଢ଼ିଛି ଓ ଏହାସହ ପ୍ରତିଦିନ ୭ଟି ଦୁଷ୍କର୍ମ ମାମଲା ଥାନାରେ ରୁଜୁ ହେଉଛି। ଗୃହ ବିଭାଗର ଏକ ଏକ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି। ରିପୋର୍ଟରେ କୁହାଯାଇଛି...

ସିଡିଏ ଗହଣା ଦୋକାନ ଲୁଟ୍ – ୨ ଗିରଫ, ୩ ଫେରାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ସିଡିଏ ସେକ୍ଟର-୬ ଗହଣା ଦୋକାନ ଲୁଟ୍ ଘଟଣାରେ ପୋଲିସ ଦୁଇ ଡକାୟତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମ ବ୍ରହ୍ମପୁର ଲଛପଡ଼ାର କେ.ଶ୍ୟାମସୁନ୍ଦର ରାଓ(୧୯) ଓ ବିଲସାହି ବୃନ୍ଦାବତି ନଗରର...

ଚେନ ଛିଡ଼ାଇ ପଳାଉଥିଲା ବେଳେ ଦୁର୍ଘଟଣାର ଶିକାର ହେଲେ ଲୁଟେରା

ଓଡ଼ିଶାଲାଇଭ ବ୍ୟୁରୋ ଜଣେ ମହିଳାଙ୍କଠୁ ସୁନାଚେନ ଛିଡ଼ାଇ ପଳାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଦୁଇ ଲୁଟେରା। ଘଟଣାଟି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରି ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି। ଲୁଟେରାଙ୍କୁ ଗୁରୁତର ଅବସ୍ଥାରେ...

ୱେବ ସିରିଜରେ ‘ନାୟିକା’ କରିବେ କହି ଯୁବତୀଙ୍କୁ ଫୁସଲାଇ ଥିଲେ ପ୍ରଯୋଜକ, ଶେଷରେ ଫସିଲେ

ଓଡ଼ିଶାଲାଇଭ ବ୍ୟୁରୋ ପୁଣି କାଷ୍ଟିଂକାଉଚ। ପୁରୁଣା ଭୁବନେଶ୍ଵର ଅଞ୍ଚଳର ଜଣେ ଷ୍ଟୁଡିଓ ମାଲିକ ତଥା ପ୍ରଯୋଜକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି କଟକର ଜଣେ ମଡେଲ। ଅଭିଯୋଗ ପରେ ସହିଦ ନଗର ପୋଲିସ ପ୍ରଯୋଜକ...

୪୦ କିଲୋଗ୍ରାମ ଗଞ୍ଜେଇ ଜବତ, ୫ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର : ଜୟପୁର ଅବକାରୀ ବିଭାଗ ଏକ ଗଞ୍ଜେଇ ଚୋରାଚାଲାଣ ରାକେଟକୁ ଧରିବାବେ ସଫଳ ହୋଇଛି। ଏହି ଗଞ୍ଜେଇ ଚୋରାଚାଲାଣରେ ଦୁଇ ଜଣ ଗେରୁଆ ବସ୍ତ୍ରଧାରୀ ଭଣ୍ଡ ବାବାଙ୍କ ସମେତ ୫...

ସମଲେଶ୍ୱରୀ ଏକ୍ସପ୍ରେସ୍‌ରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ: ୫ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ଦେଇ ଯାଉଥିବା ଜଗଦଲପୁର-ହାଓ୍ୱାଡ଼ା ସମଲେଶ୍ୱରୀ ଏକ୍ସପ୍ରେସ୍‌ରୁ ରେଳ ବିଭାଗ ପୋଲିସ ଗଞ୍ଜେଇ ଜବତ କରିଛି। ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ମହିଳାଜଣକ ହେଲେ ପଶ୍ଚିମବଙ୍ଗର...