ମାଓବାଦୀଙ୍କ ଟାର୍ଗେଟରେ ଠିକାଦାର, ୨ ଦିନରେ ଦୁଇଜଣଙ୍କୁ ଗୁଳି କରି ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ମାଓବାଦୀଙ୍କ ଟାର୍ଗେଟରେ ଠିକାଦାର। ଗତକାଲି କଳାହାଣ୍ଡି ଜିଲ୍ଲା ମାଲିପଡା ସାପ୍ତାହିକ ହାଟରେ ଜଣକୁ ମାଓବାଦୀ ଗୁଳି କରି ହତ୍ୟା କରିଥିଲେ। ଆଜି ପୁଣି ଜଣେ ଠିକାଦାରଙ୍କୁ ହତ୍ୟା କରିଥବା ଅଭିଯୋଗ ହୋଇଛି।...

ଅନୁଗୁଳରେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ୨ ଅଟକ

ଓଡ଼ିଶାଲାଇଭ ବ୍ୟୁରୋ ଅନୁଗୁଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଘଟଣାସ୍ଥଳରେ...

ଅନୁଗୁଳରେ ଲଜ୍ଜା! – ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଅଳିଆଗଦାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ ବ୍ୟୁରୋ ଅନୁଗୁଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ପରିବାର ସହ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ୮ ବର୍ଷର ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରିବା ପରେ ଅଳିଆଗଦାରେ ଫିଙ୍ଗି ଦେଇଛନ୍ତି। ପରେ...

ଦିବ୍ୟାଙ୍ଗ କରିଥିଲେ ଅପହରଣ – ୧୩ ଦିନ ପରେ ଉଦ୍ଧାର ହେଲେ ନାବାଳିକା

ଓଡ଼ିଶାଲାଇଭ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ ଏକ ଦ୍ଵିତୀୟ ଶ୍ରେଣୀର ଛାତ୍ରୀକୁ ଅପହରଣର ପ୍ରାୟ ୧୩ଦିନ ପରେ ପୋଲିସ ଉଦ୍ଧାର କରିଛି। ନାବାଳିକାକୁ ଉଦ୍ଧାର କରିବାକୁ ନୟାଗଡ଼ ପୋଲିସ ରାଜ୍ୟ ଓ ରାଜ୍ୟ ବାହାରେ ଖୋଜା...

ଦୀପକ ଗୁପ୍ତାଙ୍କ ଜାମିନ୍ ମାମଲା – ୨୩ରେ ପରବର୍ତ୍ତୀ ଶୁଣାଣି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : କେନ୍ଦୁଝରର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ମାମଲାରେ ଭିଜିଲାନ୍ସ ପକ୍ଷରୁ ଜବାବ ସୁଆଲ ଜାରି ରହିଛି। ଶୁକ୍ରବାର ଜବାବସୁଆଲ...

ଅନୁଗୁଳ – ୪ବର୍ଷର ଶିଶୁକନ୍ୟା ଶବରୁ ଆଖି ଗାଏବ

ଓଡ଼ିଶାଲାଇଭ ବ୍ୟୁରୋ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ଚିକିତ୍ସାଳୟ ଶବଘରୁ ଜଣେ ୪ବର୍ଷ ନାବାଳିକା ଶବରୁ କେହି ଆଖି ତାଡ଼ି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର...

ଘରୁ ଟାଣିଆଣି ହତ୍ୟା କଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ନଦା ଗ୍ରାମରେ ଜଣେ ଯୁବକଙ୍କୁ ଘରୁ ଟାଣି ଆଣି ହତ୍ୟା କଲେ ଦୁର୍ବୃତ୍ତ। ମୃତକ ଜଣକ ହେଲେ ନଦା ଗ୍ରାମର ନାରାୟଣ ପାତ୍ର। ଏହି ଖବର...

ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ମାମଲା – ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୦୭ ମସିହାରେ ଯାଜପୁର ଜିଲ୍ଲାରେ ଆଦିବାସୀ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାର ବୁଧବାର ଶୁଣାଣି ହୋଇଛି। ଏହି ମାମଲାରେ ଯାଜପୁର ଜିଲ୍ଲା ସେସନ୍‌ କୋର୍ଟ ବୁଧବାର ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌...

କେମିତି ସୋସିଆଲ ମିଡିଆରେ ରହିବେ ସୁରକ୍ଷିତ? ଜାରି ହେଲା ଆଡଭାଇଜରି

ଓଡ଼ିଶାଲାଇଭ ବ୍ୟୁରୋ ଅନଲାଇନ ଠକେଇରୁ ବର୍ତ୍ତିବା ପାଇଁ ଆଡଭାଇଜରି ଜାରି କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ସୋସିଆଲ ମିଡିଆ ସେଫ୍ଟି , ସୁରକ୍ଷିତ ଏଟିଏମ ବ୍ୟବହାର, ଅନଲାଇନ ମନି ଟ୍ରାନ୍ସଫର, ପାସଓ୍ୱାର୍ଡ ହ୍ୟାକ, ଇଣ୍ଟରନେଟ ସେଫ୍ଟି...

କୋରାପୁଟ: ଗଞ୍ଜେଇ ମାଫିଆ କାବୁଲକୁ କାବୁ କଲା ପୋଲିସ

ଓଡ଼ିଶାଲାଇଭ ବ୍ୟୁରୋ ଜୟପୁର ପୋଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଚାଲାଣର ମାଷ୍ଟରମାଇଣ୍ଡ କାବୁଲ ଖରାକୁ ପୋଲିସ ଏନକାଉଣ୍ଟର କରି ଗିରଫ କରିଛି। ଅପରାଧୀ କାବୁଲର ଡାହାଣ ଗୋଡ଼ରେ ଗୁଳି ବାଜିଛି। କାବୁଲ ଖରାକୁ ଆଜି...