ଘରେ ପ୍ରସ୍ତୁତ କରନ୍ତୁ ମାଛ ସାକରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଛ ସାକରା ହେଉଛି ଗଞ୍ଜାମର ପ୍ରସିଦ୍ଧ ଖାଦ୍ୟ। ଜାଣନ୍ତୁ, ଏହାକୁ କେମିତ ପ୍ରସ୍ତୁତ କରିବେ? ପ୍ରଥମେ ୩୦୦ ଗ୍ରାମ୍‌ ମାଛକୁ ଧୋଇ ସେଥିରେ ଲୁଣ ହଳଦୀ ମିଶାଇ ମ୍ୟାରିନେଟ୍‌ କରନ୍ତୁ। ଏବେ ଗ୍ୟାସ୍‌ ଲଗାଇ...

କେମିତି ଘରେ ପ୍ରସ୍ତୁତ କରିବେ ସୁଆଦିଆ ଝାଲ ମୁଢ଼ି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆମାନଙ୍କ ଏକ ପ୍ରିୟ ଖାଦ୍ୟ ହେଉଛି ମୁଢ଼ି। ସାଧାରଣତଃ ସନ୍ଧ୍ୟା ସମୟରେ ଓଡ଼ିଆମାନେ ଝାଲ ମୁଢ଼ି ଖାଇବାକୁ ବେଶ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ଘରେ କେମିତି ବନେଇବେ ଓଡ଼ିଆ ଷ୍ଟାଇଲରେ...

ଜାଣନ୍ତୁ, ଘରେ କେମିତି ପ୍ରସ୍ତୁତ କରିବେ ମଟନ୍ ଡାଲମା?

ଓଡ଼ିଶାଲାଇଭ୍ ବ୍ୟୁରୋ ମଟନ୍‌ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ମଟନକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରିପାରିବେ। ତେବେ, ଘରେ ପ୍ରସ୍ତୁତ କରନ୍ତୁ ଭିନ୍ନ ଷ୍ଟାଇଲ୍‌ରେ ମଟନ ଡାଲମା ବା ମାଂସ ଡାଲମା। ସାମଗ୍ରୀ ଖାସି ମାଂସ...

ତୁ ମୋର ଭାଲେଣ୍ଟାଇନ୍…

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରେମ ଏକ ଶାଶ୍ୱତ ଅନୁଭବ। ଦୁଇଟି ମନର ପବିତ୍ର ସଂପର୍କ। ଦୁଇଟି ଅକ୍ଷରର ଏହି ଶବ୍ଦ ଦୁଇଟି ଭିନ୍ନ ମଣିଷଙ୍କୁ ଏକାଠି କରିଥାଏ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବ୍ରୁଆରି ୧୪ରେ...

କାହିଁକି ପାଳନ ହୁଏ କିସ୍‌ ଡେ’ – ଜାଣନ୍ତୁ କେଉଁ କିସ୍‌ର ଅର୍ଥ କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ଭାଲେଣ୍ଟାଇନ୍‌ ୱିକ୍‌ର ସପ୍ତମ ଦିନ ଅର୍ଥାତ କିସ୍‌ ଡେ’। ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନ ବେଶ୍‌ ଖାସ। ନିଜ ପ୍ରେମକୁ ପରିପ୍ରକାଶ କରିବା ପାଇଁ ଏହି ଦିନ ପ୍ରେମଯୁଗଳ...

ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ, ଗୁରୁ ମାୟାଧର ରାଉତ ପାଇଲେ ରୁଚି ବୁଦ୍ଧ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଦଯାପିତ ହେଲା ୧୬ ତମ ଧଉଳି-କଳିଙ୍ଗ ମହୋତ୍ସବ ଗୁରୁ ମାୟାଧର ରାଉତ ପାଇଳେ ରୁଚି ବୁଦ୍ଧ ସମ୍ମାନ ଭାରତନାଟ୍ୟମ ଓ ଛଉ ନୃତ୍ୟର ଯାଦୁ ଦେଖିଲେ ଦର୍ଶକ ଗୁରୁ ସଚ୍ଚିଦାନନ୍ଦ...

ମାଷ୍ଟରସେଫ୍‌ ଇଣ୍ଡିଆ ଫାଇନାଲରେ ଓଡ଼ିଆ ପୁଅ ଅବିନାଶ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଡ଼ିଆ ଖାଦ୍ୟ ଖେଚୁଡ଼ି, ମୁଗ ଓ ମାଛ ତରକାରୀ ରାନ୍ଧି ଫାଇନାଲ ରାଉଣ୍ଡରେ ପହଞ୍ଚିଲେ ଅବିନାଶ ନାୟକ। ଷ୍ଟାରପ୍ଲସ୍‌ରେ ପ୍ରସାରିତ ରିଆଲିଟି ସୋ’ ‘ମାଷ୍ଟରସେଫ୍‌ ଇଣ୍ଡିଆ’ର ସିଜନ୍‌ ୬ର ଫାଇନାଲରେ ନିଜ...

ଆଜି ଅପରାହ୍‌ଣ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ଵିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ସର୍ବଗୃହକୁ...

ସଂପର୍କକୁ ମଜବୁତ କରେ ‘ହଗ୍‌’- ଜାଣନ୍ତୁ କାହାକୁ କେମିତି କରିବେ ‘ହଗ୍‌’?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାଲେଣ୍ଟାଇନ୍ସ ଡେ’କୁ ଆଉ ମାତ୍ର ୨ ଦିନ ରହିଛି। ଭାଲେଣ୍ଟାଇନ୍ସ ସପ୍ତାହର ଷଷ୍ଠ ଦିନକୁ ହଗ୍‌ ଡେ' ଭାବେ ପାଳନ କରାଯାଏ। ପ୍ରେମ ସପ୍ତାହରେ ହଗ୍‌ ଡେ’କୁ ସବୁଠୁ ଖାସ୍‌ ଦିନ...

ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା – ଓଡ଼ିଶୀ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୬ତମ ଧଉଳି-କଳିଙ୍ଗ ମହୋତ୍ସବର ମଙ୍ଗଳବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଐତିହାସିକ ଧଉଳି ପାହାଡ଼ର ପାଦଦେଶ...