Odisha Excellence Award 2019

ଦ୍ୱିତୀୟ ଓଡ଼ିଶା ଉତ୍କର୍ଷ ସମ୍ମାନ ପାଇଁ ଆହ୍ୱାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର: ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଗତ ବର୍ଷ ଭଳି ଚଳିତ ବର୍ଷ ଦ୍ୱିତୀୟ ଓଡ଼ିଶା ଉତ୍କର୍ଷ ସମ୍ମାନ ପ୍ରଦାନ କରାଯିବ। ଏନେଇ ସାହିତ୍ୟ, ସମାଜସେବା, ଶିକ୍ଷା,...

‘ହେ ଚକାନୟନ’ ଭଜନ ଗାଇବା ପାଇଁ ମୁଁ ରାତି ସାଢ଼େ ୩ଟା ଯାଏଁ ଅପେକ୍ଷା କରିଥିଲି – ଶାନ୍ତିଲତା...

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=JRtUGAplPuA ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କ କଣ୍ଠରେ ରେକର୍ଡ ହୋଇଥିବା ପ୍ରଥମଭଜନ ‘ହେ ଚକାନୟନ’ ପାଲଟିଥିଲା ଏକ କ୍ଲାସିକ୍‍।  ‘‘ମତେ ଯେତେବେଳେ କେହି ଜାଣି ନଥିଲେ ମହାପ୍ରଭୁ ଟିକେ ଆଡ଼ ନୟନରେ ଚାହିଁଥିଲେ। ରାତି ସାଢ଼େ ୩ଟା ବେଳେ ମୁଁ ଏହି...

ଶ୍ରୀମନ୍ଦିର ସଂସ୍କାର – ସୁପ୍ରିମକୋର୍ଟ ଦେଲେ ୨୨ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପୁରୀ ଶ୍ରୀମନ୍ଦିରର ନୀତି ଓ ପରିଚାଳନାରେ ସଂସ୍କାର ସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଓଡ଼ିଶା ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟିକୁ ମୋଟ ୨୨ଟି...

କଟକ-ଭୁବନେଶ୍ୱରରେ ଛଟ୍ ପୂଜା : ନଦୀରେ ବୁଡ଼ ପକାଇ ସୂର୍ଯ୍ୟ ପୂଜା କଲେ ବ୍ରତଧାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରରେ ହିନ୍ଦୀ ଭାଷାଭାଷୀ ଲୋକମାନେ ଉତ୍ସାହ ଉଦ୍ଦୀପନାର ସହ ଛଟ୍‌ ପର୍ବ ପାଳନ କରିଛନ୍ତି। କଟକର ମହାନଦୀ ଓ କାଠଯୋଡ଼ି ଏବଂ ଭୁବନେଶ୍ୱରର କୁଆଖାଇ ନଦୀ...

ନଭେମ୍ବର ୧୨ରୁ ଭୁବନେଶ୍ୱର ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀବାସୀ ପାଇଁ ଏଥର ମଧ୍ୟ କୁଆଖାଇ ନଦୀ ପଠାରେ ହେବ ଭୁବନେଶ୍ୱର ବାଲିଯାତ୍ରା। ଚଳିତବର୍ଷ ଏହା ନଭେମ୍ବର ୧୨ରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ। କଟକ ବାଲିଯାତ୍ରା ଭଳି ଏଠାରେ କୁଆଖାଇ...

ବହିର ଲାଞ୍ଜ

ଜଗନ୍ନାଥ ପ୍ରସାଦ ଦାସ ବହି କହିଲେ ଆମେ ବର୍ତ୍ତମାନ ବୁଝୁ କାଗଜରେ ଛପା ହୋଇ ବନ୍ଧା ଯାଇଥିବା ଗୋଟିଏ ଜିନିଷକୁ। ଏହା ଅଳ୍ପ କିଛି ପୃଷ୍ଠାର ଛୋଟ ଆକାରର ଚଟି ବହି(ଇଂରାଜୀରେ ଚ୍ୟାପ୍ ବୁକ୍) କିମ୍ବା ଶହ...

ବାଲିଯାତ୍ରାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ରିକ୍ସା-ସାଇକେଲ ଶୋଭାଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲିଯାତ୍ରାକୁ ଆକର୍ଷଣୀୟ ଓ ପ୍ରଦୂଷଣ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ଏନେଇ ରବିବାର ସକାଳେ ଏକ ବିଶାଳ ସାଇକେଲ ଏବଂ ରିକ୍ସା ଶୋଭାଯାତ୍ରାର ଆୟୋଜନ...

ପେଟ ଥଣ୍ଡା ରଖେ ବାସି ରୁଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଗହମ ଅଟାରୁ ପ୍ରସ୍ତୁତ ରୁଟି ଆମ ଶରୀରର ଅନେକ ଉପକାର କରିଥାଏ। ଏଥିରେ ଅଧିକ ମାତ୍ରାରେ ଫାଇବର୍ ଥାଏ, ଯାହା ସହଜରେ ହଜମ ହେବାରେ ସାହାଯ୍ୟ କରିଥାଏ। ବେଳେବେଳେ ରାତି ଖାଦ୍ୟ ପାଇଁ...

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ପୋଇ ଚିଙ୍ଗୁଡ଼ି ବେସର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆଙ୍କ ଏକ ଲୋକପ୍ରିୟ ଖାଦ୍ୟ ହେଉଛି ପୋଇ ଚିଙ୍ଗୁଡ଼ି ବେସର। ଜାଣନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ପୋଇ ଚିଙ୍ଗୁଡ଼ି ବେସର। ଆବଶ୍ୟକୀୟ ସାମଗ୍ରୀ ଛୋଟ ଚିଙ୍ଗୁଡ଼ି - ୫୦୦ ଗ୍ରାମ ପୋଇ...

ଡିସେମ୍ଵର ୧୪ରୁ ‘ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ’ ଫେଷ୍ଟିଭାଲ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭରେ ହେବ 'ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ’ ଫେଷ୍ଟିଭାଲ। ଡିସେମ୍ଵର ୧୪ ତାରିଖରୁ ମାସେ ଧରି ଏହି ଫେଷ୍ଟିଭାଲ ଚାଲିବ। ମେରାଇନ୍‌ ଡ୍ରାଇଭଠାରୁ ୮ କିଲୋମିଟର ଦୂରରେ ଏହି...