ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ଲେଖକ ତଥା ବାଗ୍ମୀ ପଦ୍ମଭୂଷଣ ମନୋଜ ଦାସ ଆଉ ନାହାନ୍ତି। ମଙ୍ଗଳବାର ପୁଡୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ...

ଏଣିକି ଶ୍ରୀମନ୍ଦିରରେ ରାତି ୮ଟା ଯାଏଁ ହେବ ଜଗା ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ପାଇଁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ। ସେହିପରି ଆସନ୍ତା ୨୪ ତାରିଖରୁ ସପ୍ତାହର ଦୁଇଦିନ...

ଆଜି ପଣା ସଂକ୍ରାନ୍ତି – ଓଡ଼ିଆ ଘରେ କେମିତି ପାଳିତ ହୁଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ  ଭାବରେ ପାଳନ କରାଯାଏ। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ। ଏହି ଦିନ ଏକ...

ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଆଧ୍ୟାତ୍ମିକ ଶିକ୍ଷାଦାନ ଆବଶ୍ୟକ – ଗଜପତି ମହାରାଜା ଦିବ୍ୟସିଂହ ଦେବ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପରମ୍ପରା ବିଷୟ ଆଧାରିତ ଆଲୋଚନାଚକ୍ରର ଦ୍ଵିତୀୟ ଅଧ୍ୟାୟ ଓ୍ଵେବିନାର ଅନୁଷ୍ଠିତ ହୋଇଛି। ବାହାରିନ ଓଡ଼ିଆ ସମାଜର ସଭାପତି ଡକ୍ଟର ଅରୁଣ ପ୍ରହରାଜଙ୍କ...

ଓସା ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାରେ ପାଳନ ହେଲା ଉତ୍କଳ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଦୂର ଆମେରିକାରେ ପାଳନ ହେଲା ଉତ୍କଳ ଦିବସ। ଓଡ଼ିଶା ସୋସାଇଟି ଅଫ ଆମେରିକା (ଓସା) ପକ୍ଷରୁ ଡିଜିଟାଲ୍ ମାଧ୍ୟମରେ ଉତ୍କଳ ଦିବସକୁ ବେଶ୍ ଆଡମ୍ବର ସହକାରେ ପାଳନ କରାଯାଇଛି। ଓଡ଼ିଆ ସୋସାଇଟ୍ ଅଫ୍...

ଓଡ଼ିଆ ଭାଷା – “ବାକଶକ୍ତି ଓ ଭାଷା”

ବିଜୟମୋହନ ମିଶ୍ର ‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର...

‘ମା’ ମା’ ବୋଲି କେତେ ମୁଁ ଡାକିଲି’ – ଡିଜିଟାଲ୍‌ ମିଡିଆରେ ଓଡ଼ିଆଙ୍କ ମନ ଭିଜାଉଛି ମଧୁବାବୁଙ୍କ କବିତା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=Jq66SMtS8qk] ଆଜି ଉତ୍କଳ ଦିବସ। ମନେପଡ଼ନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। ମାଆ ମାଆ ବୋଲି କେତେ ମୁଁ ଖୋଜିଲି, ମାଆକୁ ପାଇଲି ନାହିଁ ଭାଇ ଭାଇ ବୋଲି କେତେ ମୁଁ ଡାକିଲି, ନଦେଲେ ଉତ୍ତର କେହି... ମଧୁବାବୁଙ୍କ...

ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ ମଧୁବାବୁଙ୍କ ଜୀବନାଦର୍ଶ ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ବଡ଼ ପ୍ରେରଣା

ନୀଳାମ୍ବର ରଥ ଆଜି ଉତ୍କଳ ଦିବସ। ମନେପଡ଼ନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। “ବୀର ପ୍ରସବିନୀ କୋଟି ସୁତମାତା/ପାଇବ କି ଦରଶନ/ମୋ ଭଳି ନିର୍ଗୁଣ ଧନ ମାନହୀନ/ସନ୍ତାନ କଲେ ରୋଦନ”। କେବଳ ସନ୍ତାନ ରୋଦନ କଲେ...

କରୋନା କଟକଣାରେ ଫିକା ପଡ଼ିଲାଣି ବିବାହ ଉତ୍ସବ – ଚିନ୍ତାରେ ଟେଣ୍ଟ ହାଉସ ବ୍ୟବସାୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ପାଇଁ ପୁଣି ମାନ୍ଦାରେ ପଡ଼ିଥିବା ବିବାହ ଉତ୍ସବକୁ ନେଇ ଏବେ ଆୟୋଜକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ଉପରମୁହାଁ ହୋଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର...

ଧର୍ମର ନଗରୀ କାଶୀ – ଏଠି ଅବିର ନୁହେଁ ଚିତା ଭସ୍ମରେ ଖେଳାଯାଏ ହୋଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଙ୍ଗର ପସରା ନେଇ ଆସିଛି ହୋଲି। ପବିତ୍ର ପରମ୍ପରା ହୋଲିକୁ ନେଇ ପ୍ରତିବର୍ଷ ଉତ୍ସବ ମୁଖର ହୋଇଥାଏ ସାରା ଦେଶ। କିନ୍ତୁ ଧର୍ମର ନଗରୀ କାଶୀରେ ଏହି ହୋଲିର ପର୍ବକୁ ଭିନ୍ନ...