ଆଇଆଇଏମ୍ସିର ପ୍ରତିଷ୍ଠା ଦିବସ – “ଲୋକଙ୍କ ବିଶ୍ୱାସ ନ ଭାଙ୍ଗୁ ଗଣମାଧ୍ୟମ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ର ୫୬ତମ ପ୍ରତିଷ୍ଠା ଦିବସ ତଥା ଆଇଆଇଏମ୍ସି ଢେଙ୍କାନାଳର ୨୮ତମ ପ୍ରତିଷ୍ଠା ଦିବସ ସୋମବାର ଦିନ ପାଳିତ ହୋଇଛି। ଏହି ଅବସରରେ ଏକ ୱେବିନାର ଆୟୋଜନ...
ଅଗଷ୍ଟ ୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗଷ୍ଟ ୧୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ଫଳ। ଦିନ ସାଢ଼େ ୧୧ ଟାରେ ଫଳ ପ୍ରକାଶ ପାଇବ ବୋଲି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ...
ନିଟ୍ ଓ ଜେଇଇ ପରୀକ୍ଷାକୁ ମିଳିଲା ସବୁଜ ସଙ୍କେତ, ସେପ୍ଟେମ୍ବରରେ ହେବ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଟ୍ ଓ ଜେଇଇ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟରୁ ମିଳିଲା ସବୁଜ ସଙ୍କେତ। ଏହି ଦୁଇ ପରୀକ୍ଷା ଆୟୋଜନ ନକରିବାକୁ ନେଇ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
ଜଷ୍ଟିସ୍ ଅରୁଣ ମିଶ୍ରଙ୍କ...
‘‘ଶିକ୍ଷାକୁ ଶ୍ରେଣୀଗୃହରୁ ଛାତ୍ରଛାତ୍ରୀଙ୍କ ଘରକୁ ନେବାକୁ ହେବ’’ – ‘ମୋ ସ୍କୁଲ’ ଅଧ୍ୟକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=xGYoH9ChUvs]
"ଶିକ୍ଷାକୁ ‘ଫିଜିକାଲରୁ ଡିଜିଟାଲ’ ପ୍ରୟୋଗକୁ ଯିବାକୁ ହେବ’’ - ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ କୋଭିଡ ମହାମାରୀ ପରିସ୍ଥିତିରେ ଭବିଷ୍ୟତକୁ ଲକ୍ଷ୍ୟ କରି ଏଭଳି କହିଛନ୍ତି।
କରୋନା ମହାମାରୀରେ ସବୁଠୁ...
ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ୧୫ଟି ସ୍କୁଲର ରେଜଲ୍ଟ ଶୂନ – କାରଣ ଜଣାଇବାକୁ ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ ଗତକାଲି ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ରାଜ୍ୟର ୧୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶୂନ ରେଜଲ୍ଟ କରିଛି। ଶୂନ ରେଜଲ୍ଟ ୧୫ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ...
ଅଗଷ୍ଟ ୨୧ରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ
ଓଡିଶାଲାଇଭ୍ ବ୍ୟୁରୋ
ଅଗଷ୍ଟ ୨୧ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ସେଣ୍ଟର ଜରିଆରେ ଅନ୍ଲାଇନ୍ରେ ଆବେଦନ କରିହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର...
ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ, ମୋଟ ପାସ୍ହାର ୭୦.୨୧ ପ୍ରତିଶତ
ଓଡିଶାଲାଇଭ୍ ବ୍ୟୁରୋ
ବହୁ ଦିନର ପ୍ରତୀକ୍ଷା ପରେ ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ପାସ୍ହାର ୭୦.୨୧ ପ୍ରତିଶତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର...
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ
ଓଡିଶାଲାଇଭ୍ ବ୍ୟୁରୋ
ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟା ୩୦ରେ ସିଏଚ୍ଏସ୍ଇ କାର୍ଯ୍ୟାଳୟ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯିବ।
ଛାତ୍ରଛାତ୍ରୀମାନେ www.orissaresults.nic.in ଓ୍ଵେବ୍ସାଇଟ୍ରେ ନିଜ ରେଜଲ୍ଟ ଦେଖିପାରିବେ। ରାଜ୍ୟରେ...
ସେପ୍ଟେମ୍ବର ୧୪ରୁ ସପ୍ଲିମେଣ୍ଟାରୀ ମାଟ୍ରିକ୍ ପରୀକ୍ଷା, ଜାଣନ୍ତୁ କେଉଁ ଦିନ କେଉଁ ବିଷୟରେ ହେବ ପରୀକ୍ଷା
ଓଡିଶାଲାଇଭ୍ ବ୍ୟୁରୋ
କଟକ: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍(ଏସ୍ଓଏସ୍ସି) ପରୀକ୍ଷା ଆସନ୍ତା ମାସ ୧୪ରୁ...
ସେପ୍ଟେମ୍ବର ୩୦ରୁ ପିଜି ଏକକ ପ୍ରବେଶିକା ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ରାଜ୍ୟରେ ପିଜି ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ। ଏହି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଅଗଷ୍ଟ ୧୨ରୁ...




















